Home

ପାଲସୁଙ୍କୁ ପରିଶ୍ରମ ଦେଇଛି ସଫଳତା

ଗୋବିନ୍ଦପାଲି, ୧୩ା୩(ଡି.ଏନ.ଏ.): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଟାଣିଗୁଡାର ପାଲସୁ ପାଙ୍ଗିଙ୍କୁ ପରିଶ୍ରମ ଦେଇଛି ସଫଳତା। ଜଣେ ସଫଳ କଦଳୀ ଚାଷୀ ରୂପେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ପାଠ ପଢିବା ସହ କଠିନ ପରିଶ୍ରମ କରି ନିଜ ଚାଷଜମିରେ…

କଟକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନ ପାଇ ଆଖି ବୁଜିଲେ ସମୀର

ଚିତ୍ରକୋଣ୍ଡା,୧୩ା୩(ଡି.ଏନ.ଏ.): ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆରଏସସି-୧୪ ଗ୍ରାମର ସମୀର ଭତ୍ରାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ଶୀର୍ଷକ ଖବର ଗତ ଫେବୃୟାରୀ ୨୧ରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ମାଲକାନଗିରି ଜିଲାପାଳଙ୍କୁ…

ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ

ରାଜକୋଟ,୧୩।୩ (ପି.ଟି.): ଦେଶର ସର୍ବବୃହତ୍‌ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ସୌରାଷ୍ଟ୍ର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଜୟୀ…

ଅଷ୍ଟ୍ରେଲିଆନ ଫର୍ମୁଲାଓ୍ବାନ ଗ୍ରାଁପ୍ରି ବାତିଲ

ମେଲବୋର୍ନ, ୧୩ା୩ (ଏଏଫ୍‌ପି): ଶୁକ୍ରବାର ପ୍ରାକ୍ଟିସ ସେସନ ଆରମ୍ଭ ପୂର୍ବରୁ ସିଜନ ଓପନିଂ ଅଷ୍ଟ୍ରେଲିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରିକୁ ବାତିଲ କରିଦିଆଯାଇଛି। ମ୍ୟାକଲରେନ ଟିମ୍‌ର ଜଣେ ସଦସ୍ୟ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ରେସ୍‌ର ଆୟୋଜନ ନେଇ…

ସାରା ବିଶ୍ୱରେ କରୋନା ପ୍ରକୋପ: ଭାଇରାଲ ହେଉଛି ଶର୍ଟ ଫିଲ୍ମ

ମୁମ୍ବାଇ: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଏଥିରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ଜୀବନ ଗଲାଣି। ଏଥିରୁ ରକ୍ଷା ପାଇବା ପାଇଁ ସାରା ବିଶ୍ବ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଏହି ଭାଇରସ୍‌ ଏତେ…

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

ନୂଆଦିଲ୍ଲୀ, ୧୩।୩(ପି.ଟି.): କରୋନା ଭାଇରସ ଆତଙ୍କ କ୍ରୀଡ଼ା ଜଗତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଭାରତୀୟ କ୍ରୀଡ଼ା ମଧ୍ୟ ଏଥିଯୋଗୁ ଗୁରୁତର ପ୍ରଭାବିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ବିଶ୍ୱ ମହାମାରୀ ଘୋଷଣା ପରେ ସବୁଆଡ଼େ ସତର୍କତା…

କମଲନାଥଙ୍କ ୬ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଜ୍ୟପାଳ

ଭୋପାଳ,୧୩।୩: ମଧ୍ୟପ୍ରଦେଶରେ ପୁଣି ଥରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସରେ ମନ୍ତ୍ରିମଣ୍ଡଳର ୬ଜଣ ସଦସ୍ୟଙ୍କୁ ବହିଷ୍କୃତ କରିଛନ୍ତି। ସେମାନେ ସମସ୍ତେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ବୋଲି କୁହାଯାଉଛି। କଂଗ୍ରେସର ଇମାରତି…

କେନ୍ଦୁଝରରେ ବେକ, ହାତ କଟା ଅବସ୍ଥାରେ ଯୁବକ ଉଦ୍ଧାର

କେନ୍ଦୁଝର, ୧୩।୩ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥର ଧାଙ୍ଗରପଡ଼ା ନିକଟରୁ ଶୁକ୍ରବାର ରକ୍ତାକ୍ତ ଅବସ୍ଥାରେ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ହାତ ଏବଂ ବେକ କଟା ଯାଇଥିବା ବେଳେ ସେ ରାସ୍ତାରେ ଦୌଡୁଥିବା…

ବିବାହ ଶୋଭାଯାତ୍ରା ଅନୁମତି ରଦ୍ଦ: ଦେହ ଖରାପ ହେଲେ ଛୁଟିରେ ଯିବେ ପୋଲିସ କର୍ମଚାରୀ

ଭୁବନେଶ୍ୱର, ୧୩।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବିବାହ ଉତ୍ସବ, ଶୋଭାଯାତ୍ରାକୁ ରଦ୍ଦ କରାଯାଇଛି। ଯେଉଁମାନେ ଅନୁମତି ନେଇଥିଲେ ସେସବୁକୁ ମଧ୍ୟ ରଦ୍ଦ କରାଯାଇଥିବା ଜଣାପଡ଼ିଛି। ଲୋକମାନଙ୍କୁ କୌଣସି ସ୍ଥାନରେ ଏକାଠି ହେବାକୁ ମଧ୍ୟ ମନା କରାଯାଇଥିବା ଶୁକ୍ରବାର…

କରୋନା ଭୟ: ଏହି ଦେଶର ପ୍ରତ୍ୟେକ ସ୍ଥାନରେ ଲାଗିଛି ‘ଓ୍ବାଶ୍‌ ବେସିନ୍‌’

ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ବିଶ୍ୱର କେତେକ ଦେଶ ଏଥିରୁ ନିସ୍ତାର ପାଇବା ପାଇଁ ଉଚିତ ପଦକ୍ଷେପ ନେବା ସହ ସଚେତନ ମଧ୍ୟ ହେଉଛନ୍ତି। ତେବେ ଏଭଳି ଏକ…

କରୋନା ମୁକାବିଲା ପ୍ରସ୍ତୁତି: ଔଷଧ, ଷ୍ଟାଫ୍‌ ମାଗିଲା ଏସ୍‌ସିବି

କଟକ ଅଫିସ, ୧୩।୩: କରୋନା ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲରେ ଏକ ସ୍ବତନ୍ତ୍ର ଓ୍ବାର୍ଡ ଗଠନ କରାଯାଇଛି। ଏହି ସ୍ବତନ୍ତ୍ର ଓ୍ବାର୍ଡ ପାଇଁ ଔଷଧ ଓ ଷ୍ଟାଫ୍‌ ଯୋଗାଇ ଦେବାକୁ ଏସ୍‌ସିବି ମେଡିକାଲ ଅଧିକ୍ଷକଙ୍କ ପକ୍ଷରୁ ଶୁକ୍ରବାର ଡିଏମ୍‌ଇଟିଙ୍କୁ ଏକ…

ଭଗବାନଙ୍କ ସହର ‘ପ୍ଲେସ୍‌ ଅଫ୍‌ ଗର୍ଡ’: ଆଜି ବି ରହସ୍ୟ ଘେରରେ ଏହାର ନିର୍ମାଣ

ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହାର ସମାଧାନ କରିବା ଏକ ଚ୍ୟାଲେଞ୍ଜ। ତେବେ ଯେତେବେଳେ ବି ବୈଜ୍ଞାନିକମାନେ ଏହି ରହସ୍ୟଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି, ସେଥିରେ ସେମାନେ ଅଧିକ ଜଡିତ ହୋଇଯାଇଛନ୍ତି। ମେକ୍ସିକୋରେ ଏପରି ଏକ ରହସ୍ୟମୟ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?