ବେତନ ବୃଦ୍ଧି ଦାବି କଲା ରାଜସ୍ବ ଅମଲା ସଂଘ
ଢେଙ୍କାନାଳ ଅଫିସ, ୧୮।୨ – ବେତନ ବୃଦ୍ଧି ଦାବି କରିଛି ଢେଙ୍କାନାଳ ଜିଲା ରାଜସ୍ବ ଅମଲା ସଂଘ। ଏ ନେଇ ସୋମବାର ଅପରାହ୍ନ ସାଢ଼େ ୪ଟାରେ ୫ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।…
କପିଳାସ ଜାଗରଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ
ଢେଙ୍କାନାଳ ଅଫିସ, ୧୮।୨ – ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ। ଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରସ୍ତୁତି ପର୍ବ ଯୋଜନା ଅନୁଯାୟୀ ଆଗେଇ ଚାଲିଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୀଠର ଉନ୍ନତୀକରଣ କାର୍ଯ୍ୟ ଯୁଦ୍ଧକାଳୀନ…
ପାଣି ପାଇଁ ରାସ୍ତାରୋକୋ
ବାରିପଦା ଅଫିସ, ୧୮ା୨- ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଜଳକଷ୍ଟ ସମସ୍ୟା ଦେଖାଗଲାଣି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଏହା ଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକମାନେ ପାଣି…
ସରକାରୀ ପ୍ରୋତ୍ସାହନ ନାହିଁ: ଦୁର୍ଦ୍ଦିନରେ ୭୦ ଚାଷୀ ପରିବାର
ଖଇରା, ୧୮।୨(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ପଞ୍ଚାୟତ ସଇଁ ଗ୍ରାମ ସବୁଜ ପନିପରିବା ଚାଷ ପାଇଁ ବେଶ୍ ଜଣାଶୁଣା। ଥରେ ଯଦି କେହି ଏହି ଗ୍ରାମକୁ ଆସେ ଏକର ଏକର ଜମିରେ ସବୁଜିମା ଦୃଶ୍ୟ ଉପରୁ ତା’ର ନଜର…
ବିଜୁଳି ଛାଟ: କଟିଲା ୮୩୨ ସଂଯୋଗ
ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ଗତ ୧୬ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ସ୍ବତନ୍ତ୍ର ସ୍କ୍ବାଡ଼ ଦ୍ୱାରା ବିଦ୍ୟୁତ୍ ବିଲ୍ ଆଦାୟ କରିବା ସହ ବକେୟା ପଡ଼ିଥିବା ବିଦ୍ୟୁତ୍ ସଂଯୋଗ ପାର୍ଇ କଡ଼ା ଆଭିମୁଖ୍ୟ ଅବଲମ୍ବନ କରାଯାଇଛି। ଗୋଟିଏ…
ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍ ଟି’
ଗ୍ରୀନ୍ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତ ରଖିବ। ଏବେ ମନରେ ପ୍ରଶ୍ନ ଉଠୁଥିବ ‘ହ୍ବାଇଟ୍ ଟି’ ପ୍ରକୃତରେ କ’ଣ? ଗ୍ରୀନ୍…
ଏହି ପ୍ରସିଦ୍ଧ କ୍ରିକେଟରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ତାଙ୍କ ସ୍ତ୍ରୀ, ଜାଣନ୍ତୁ କାହିଁକି
ଚଳିତବର୍ଷ ଅଷ୍ଟ୍ରେଲିଆର ସବୁଠୁ ପ୍ରତିଷ୍ଠିତ କ୍ରିକେଟ ପୁରସ୍କାର ଆଲାନ ବର୍ଡର ଟ୍ରଫି ଜିତିଛନ୍ତି ପ୍ରସିଦ୍ଧ କ୍ରିକେଟର ଡେଭିଡ୍ ଓ୍ବାର୍ନର। କ୍ରିକେଟରେ ଆଜି ଯେଉଁ ସଫଳତା ମିଳିଛି, ତା’ର ସମସ୍ତ ଶ୍ରେୟ ସେ ସ୍ତ୍ରୀ କ୍ୟାଣ୍ଡିସ୍ ଓ୍ବାର୍ନରଙ୍କୁ ଦେଇଛନ୍ତି। ଏକ ସାକ୍ଷାତ୍କାରରେ ସେ…
ସହାୟତା ପାଇଁ କର୍କଟ ରୋଗୀ ପ୍ରଶାସନର ଦ୍ୱାରସ୍ଥ
ଭଦ୍ରକ ଅଫିସ, ୧୭ା୨- ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ କର୍କଟ ରୋଗରେ ପୀଡ଼ିତ ଭଦ୍ରକ ବ୍ଲକ ବେଲଦା ଗ୍ରାମର ରାଜନ ଯେନା ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି। ଭଦ୍ରକ ସୋସିଆଲ ସର୍ଭିସ ସଂଗଠନ ସହାୟତାରେ ରୋଗୀଙ୍କ ଗାଁରୁ…
ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା
ଅଭିନୟ କ୍ୟାରିୟରରେ ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ ଚଙ୍କି କହିଛନ୍ତି। ପ୍ରକୃତ କଥାଟା ହେଲା ଏହି ନିକଟରେ ଫିଲ୍ମ ଫେୟାର ଆଓ୍ବାର୍ଡ ସମାରୋହ…
୮ଘଣ୍ଟାରେ ୧୮ କିଲୋମିଟର କାନ୍ଧରେ ବୋହି ପ୍ରସୂତିଙ୍କୁ ହସ୍ପିଟାଲ ନେଲେ ପରିବାରଲୋକେ
କୁଲୁ,୧୭।୨: ସବୁ ରାଜ୍ୟରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରାୟ ସମୟରେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ବହୁଥର ପ୍ରସୂତିଙ୍କୁ କାନ୍ଧରେ କିମ୍ବା ଭାରରେ ବୋହି ହସ୍ପିଟାଲକୁ ନିଆଯାଉଥିବା ଖବର ସାମ୍ନାକୁ ଆସୁଛି…
ଅତ୍ୟଧିକ ଖୁସି ନୁହେଁ ଆଶା ଦେବୀ
ନୂଆଦିଲ୍ଲୀ,୧୭।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ସେ ଖୁସି ଅଛନ୍ତି ସତ ହେଲେ ଏହାକୁ ନେଇ ଅତ୍ୟନ୍ତ ଖୁସି…
ଟି୨୦ ର଼୍ୟାଙ୍କିଙ୍ଗ୍; କୋହଲି ଖସିଲେ: ରାହୁଲ, ରୋହତ ସ୍ଥିର
ଦୁବାଇ, ୧୭।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍ ସୋମବାର ପ୍ରକାଶିତ ହୋଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦଶମ ସ୍ଥାନକୁ ଖସିଥିବାଛନ୍ତି। ତେବେ ତାରକା ଲୋକେଶ ରାହୁଲ ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ୧୧ତମ…
Archives


