Home

ଗୋଏୟାର ବିମାନରେ ପାରା: ୩୦ ମିନିଟ୍‌ ବିଳମ୍ବରେ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ,୨୯।୨: ଗୋଏୟାର ବିମାନରେ ଏକ ପାରା ପଶିଯିବାରୁ ଉଡ଼ାଣରେ ୩୦ ମିନିଟ୍‌ ବିଳମ୍ବ ଘଟିଛି। ଅହମଦାବାଦରୁ ଜୟପୁର ଉଡ଼ାଣ କରୁଥିବା ଗୋଏୟାରର ଜି-୮୭୦୨ ବିମାନ ଭିତରେ ପାରା ଉଡ଼ି ବୁଲୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ପାରା ବିାମନ ଭିତରେ ଥିବା ଜଣାପଡ଼ିବା…

ମାର୍ଚ୍ଚ ପହିଲାରୁ ଗାଡିଯାଞ୍ଚ କଡ଼ାକଡ଼ି: ପରିବହନ କାର୍ଯ୍ୟାଳୟରେ ଭିଡ଼

ବ୍ରହ୍ମପୁର ଅଫିସ,୨୯ା୨: ମୋଟରଯାନ ଆଇନ କୋହଳ ସମୟସୀମାର ଶନିବାର ଶେଷ ଦିନ। ମାର୍ଚ୍ଚ ୧ ତାରିଖ ଅର୍ଥାତ୍‌ ରବିବାରଠାରୁ ଏହି ନିୟମ କଡ଼ାକଡି କରାଯିବ। ଗଞ୍ଜାମ ଜିଲାରେ ମଧ୍ୟ ନିୟମକୁ କଡ଼ାକଡ଼ି କରାଯିବାକୁ ଥିବା ବେଳେ ଯେଉଁମାନେ ଏଯାବତ୍‌ ଗାଡିର ଆବଶ୍ୟକ…

ତେଲଙ୍ଗାନାରେ ଫସିଥିବା ୩୩ ଶ୍ରମିକ ଘରକୁ ଫେରିଲେ

ବରଗଡ଼ ଅଫିସ, ୨୯।୨: ତେଲଙ୍ଗାନା ରାଜ୍ୟର ଏକ ଇଟାଭାଟିରେ ଦୀର୍ଘଦିନ ଧରି ବନ୍ଧା ପଡ଼ିଥିବା ଶ୍ରମିକମାନେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଏବଂ ଝିଟକି ପଞ୍ଚାୟତର ପଥରେଲ ଗ୍ରାମରେ ଥିବା ନିଜ ଘରକୁ…

ଏସିପି ବଖାଣିଲେ ଦିଲ୍ଲୀ ହିଂସାର ଲୋମଟାଙ୍କୁରା କାହାଣୀ

ନୂଆଦିଲ୍ଲୀ, ୨୯।୨: ଗତ କିଛି ଦିନ ହେଲା ଦେଶର ରାଜଧାନୀ ଅଶାନ୍ତି ରହିଥିବା ବେଳେ ୫ଦିନ ପରେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମଳିଛି। ସାମ୍ପ୍ରଦାୟିକ ହିଂସାରେ ପ୍ରାୟ ୪୩ ଜଣଙ୍କର ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ…

୩୬ ବର୍ଷରେ ଜାନଭୀ: ୪ ବର୍ଷରେ ଥରେ ପାଳନ କରନ୍ତି ଜନ୍ମଦିନ

ମୁମ୍ବାଇ: ଛୋଟ ପରଦାର ସୁନ୍ଦରୀ ନାୟିକା ଜାନଭୀ ଛେଡ଼ା ଶନିବାର ୩୬ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୪ ଫେବୃୟାରୀ ୨୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରତି ୪ ବର୍ଷରେ ଥରେ ଅଧିବର୍ଷ ପଡ଼ିଲେ ଫେବୃୟାରୀ ମାସ ୨୯ ଦିନ ହୁଏ।…

ରାଜଧର୍ମ ରାଜନୀତି: ଅଟଳଙ୍କ କଥା ଶୁଣି ନ ଥିବା ମୋଦି ଆମକୁ କାହିଁକି ମାନିବେ କହିଲେ ଶିବଲ

ନୂଆଦିଲ୍ଲୀ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହୋଇଥିବା ଭିଡ଼ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧୀ ଘେରିବାରେ ଲାଗିଛନ୍ତି। ମୋଦିଙ୍କ ରାଜଧର୍ମ ନେଇ ଏବେ ରାଜନୀତି ଜାରି ରହିଛି। ୨୦୦୨ରେ ଗୁଜରାଟ ଦଙ୍ଗା ସମୟରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ରାଜଧର୍ମ…

ଦିଲ୍ଲୀ ଦଙ୍ଗା: ହ୍ବାଟସ୍‌ ଆପ୍‌ ଉପରେ କଡା ନଜର

ନୂଆଦିଲ୍ଲୀ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି। ଏହାପରେ ବି କିଛି ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି। ଏବେସୁଦ୍ଧା ଏହି ଦଙ୍ଗାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ଲିଙ୍ଗରାଜଙ୍କୁ ଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା

ଭୁବନେଶ୍ୱର, ୨୯।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଶନିବାର ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବିଷାକ୍ତ ଛତୁ ଖାଇବା ତ ଦୂର ଛୁଇଁଲେ ବି ହେବ ମୃତ୍ୟୁ !

ସିଡ୍‌ନୀ, ୨୯।୨: ଛତୁ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। କବକ ଜାତୀୟ ଏହି ଖାଦ୍ୟରେ ମଣିଷ ଶରୀର ପାଇଁ ଉପଯୋଗୀ ମଧ୍ୟ। ତେବେ ନିକଟରେ ଅଷ୍ଟ୍ରେଲିଆର କିଛି ଗବେଷକ ଏକ ପ୍ରକାର ବିଷାକ୍ତ ଛତୁ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି।…

ସିଏଏ ହିଂସା: ଶିଲଂରେ କର୍ଫ୍ୟୁ, ୬ ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ଶିଲଂ,୨୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେତେକ ସ୍ଥାନରେ ସମର୍ଥନ ମଧ୍ୟ କରାଯାଉଛି। ଶନିବାର ମେଘାଳୟରେ ଏହାକୁ ନେଇ ନୂଆ ଘଟଣା ସାମ୍ନାକୁ ଆସିଛି। ଏଠାରେ ସିଏଏକୁ ନେଇ ଖାସି ଛାତ୍ର…

ବାଇକ୍‌ ଡିକି ଭାଙ୍ଗି ବ୍ୟବସାୟୀଙ୍କଠାରୁ ୭ ଲକ୍ଷ ଚୋରି, ପୋଲିସ ତଦନ୍ତ ଆରମ୍ଭ

ତିହିଡି,୨୯।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗ୍ରାମର ଜଣେ ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଶୁକ୍ରବାର ମଧ୍ୟାହ୍ନରେ ୭ଲକ୍ଷ ଟଙ୍କା ଚୋରିକରି ନେଇଛନ୍ତି। ସେ ହେଲେ ସରୋଜ ରାଉତ। ପ୍ରକାଶ ଯେ, ସରୋଜ ଭଦ୍ରକସ୍ଥିତ…

ଭିଡ଼ ହିଂସାରେ ଜଳିଗଲା ନିରୀହ ଜୀବନ: ୪୩ ମୃତଦେହ ମଧ୍ୟରୁ ୩୦ ଚିହ୍ନଟ

ନୂଆଦିଲ୍ଲୀ,୨୯।୨: ଦିଲ୍ଲୀରେ ଘଟିଥିବା ଭିଡ ହିଂସାରେ ବହୁ ନିରୀହ ଜୀବନ ଜଳି ଯାଇଛି। ସେମାନେ ସିଏଏର ସମର୍ଥକ ଅବା ବିରୋଧି ନ ଥିଲେ। କିମ୍ବା ଦଙ୍ଗାରେ ବି ନ ଥିଲେ ସାମିଲ। ପୋଡ଼ାଜଳା ବି କରୁ ନ ଥିଲେ। ସିଏଏ ରାଜନୀତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri