ଏନ୍ପିଆର୍, ଏନ୍ଆର୍ସି ଦ୍ୱନ୍ଦ୍ୱ
ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍ଏସ୍): କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍)କୁ ମଞ୍ଜୁରୀ ଦେଇଛି। ଏହାସହ ଆରମ୍ଭ ହୋଇଛି ଏନ୍ପିଆର୍ ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଅର୍ସି) ଦ୍ୱନ୍ଦ୍ୱ। ଏହି ଦୁଇ ପ୍ରସଙ୍ଗକୁ ଅନେକେ ବୁଝିପାରି ନ ଥିବାବେଳେ କେତେକ ରାଜନୈତିକ ଦଳ…
ଅଭିନେତ୍ରୀଙ୍କ ପ୍ରେମ ଠକେଇ, ମୁମ୍ବାଇରୁ ଭୁବନେଶ୍ୱର
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ମାଟ୍ରିମୋନି ସାଇଟ୍ରେ ଉଭୟଙ୍କର ହୋଇଥିଲା ପରିଚୟ। ତା’ପରେ ପ୍ରେମ ଆଉ ପ୍ରତାରଣା। ପ୍ରେମ ଓ ବିବାହ ବାହାନାରେ ପ୍ରେମିକଙ୍କଠାରୁ ଟଙ୍କା ଓ ସାମଗ୍ରୀ ହାତେଇନେବା ପରେ ପ୍ରତାରଣା କରିଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ। ମୁମ୍ବାଇରୁ ଭୁବନେଶ୍ୱର ଯାଏ ଲମ୍ବିଥିବା ଏହି ହାଇପ୍ରୋଫାଇଲ୍…
ବଢୁଛି ପୋଲିସର ଅତ୍ୟାଚାର:ଓଏଚ୍ଆର୍ସିଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ପରିବାର
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଗଞ୍ଜାମ ଜିଲା ସଲପତଇଲା ଗ୍ରାମରେ ରହୁଥିବା କେତେକ ଆଦିବାସୀ ପରିବାର ଉପରେ ପୋଲିସର ନିର୍ଯାତନା ବଢିବାରେ ଲାଗିଛି। ତାରସିଂ ଥାନା ପୋଲିସ ମିଥ୍ୟା ମାମଲାରେ ଲୋକଙ୍କୁ ମନଇଚ୍ଛା ଉଠାଇ ନେଇ ନିର୍ଯାତନା ଦେଉଛି। ମଦ ବିକ୍ରି କରିବା ଅଭିଯୋଗରେ ଆଦିବାସୀଙ୍କ ଘରେ…
ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଭିନ୍ନମୋଡ଼:ଅଭିଯୋଗ ଆଣିଥିବା ବାଂଲାଦେଶୀ ଯୁବତୀ ଗିରଫ
କଟକ ରୋଡ,୨୫ା୧୨(ଡି.ଏନ୍.ଏ.):ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡର ଏକ ହୋଟେଲରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଏବଂ ମାଡ଼ ଘଟଣାରେ ଭିନ୍ନ ମୋଡ଼ ନେଇଛି। ଥାନାରେ ଅଭିଯୋଗ ଆଣିଥିବା ବାଂଲାଦେଶୀ ଯୁବତୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଯୁବତୀଙ୍କ ଘର…
ବାଲୁକା କଳାରେ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା
ପୁରୀ ଅଫିସ, ୨୫ା୧୨: ପ୍ଲାଷ୍ଟିକ ପ୍ରଦୂଷଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ପ୍ଲାଷ୍ଟିକ କେବଳ ପରିବେଶକୁ ପ୍ରଦୂଷଣ କରୁଛି ତା’ ନୁହେଁ ମଣିଷ, ପଶୁପକ୍ଷୀ ସମସ୍ତଙ୍କ ପାଇଁ ଏହା ମାରାତ୍ମକ ସାଜିଲାଣିି। ପୁଣି ବିଭିନ୍ନ ପ୍ରକାର ରୋଗର କାରଣ ବିି। ତେଣୁ…
ମଧ୍ୟରାତ୍ରିରେ ଉତ୍ସବ, ଜନ୍ମନେଲେ ଯିଶୁ
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଖ୍ରୀଷ୍ଟ୍ରିୟାନ ଧର୍ମାବଲମ୍ବୀଙ୍କ ବଡ଼ପର୍ବ ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ। ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିବସକୁ ପାଳନ କରିବା ଓ ତାଙ୍କ ଜନ୍ମମୁହୂର୍ତ୍ତରେ ଉତ୍ସବ ମନାଇବାକୁ ବର୍ଷ ତମାମ ଅପେକ୍ଷାରେ ଥିଲେ ଖ୍ରୀଷ୍ଟଧର୍ମାବଲମ୍ବୀ। ଏନେଇ ମଙ୍ଗଳବାରଠାରୁ ରାଜଧାନୀର ଦୁଇଟି ପ୍ରମୁଖ ସତ୍ୟନଗର…
ନାବାଳକ କାର ଚାଳକଙ୍କୁ ୨୫ ହଜାର ଜରିମାନା
ରାୟଗଡ଼ା ଅଫିସ,୨୫ା୧୨: ମଙ୍ଗଳବାର ରାୟଗଡ଼ା ସହରର ରିଂ ରୋଡ଼ରେ ଜଣେ ନାବାଳକ କାର ଚଲାଇ ୨୫ ହଜାର ଟଙ୍କା ଜରିମାନା ଦେଇଛନ୍ତି ା ରାୟଗଡ଼ା ପୋଲିସ ଏବଂ ଆରଟିଓ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ କାରକୁ ଜବତ କରାଯିବା ସହ…
ବଦଳିବ ଝାରସୁଗୁଡ଼ାର ରୂପ
ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ) :ଝାରସୁଗୁଡ଼ା ସହରକୁ ଏକ ନୂତନ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏଥିପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…
ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ୍ ଲୋକାର୍ପିତ
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ ମଙ୍ଗଳବାର ଅପରାହ୍ନରେ ଲୋକାର୍ପିତ ହୋଇଛି ା କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପୋର୍ଟାଲ୍କୁ ଲୋକାର୍ପଣ କରିଛନ୍ତି ା ବାଣିଜ୍ୟ…
ଓଡ଼ିଶାରେ ଝାଡ଼ଖଣ୍ଡ ଫଳାଫଳ ପ୍ରଭାବ ପଡ଼ିବା ନେଇ ଚର୍ଚ୍ଚା
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଝାଡ଼ଖଣ୍ଡରେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟକୁ ବଡ଼ ସଫଳତା ମିଳିଛି। ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଭାଜପାକୁ ଶକ୍ତ ଧକ୍କା ଦେଇଛି। ଭାଜପାକୁ ପଛରେ ପକାଇ ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ୮୧ ଆସନ ବିଶିଷ୍ଟ ବିଧାନସଭାରେ ୪୭ ଆସନରେ ସଫଳତା ପାଇଛି। ଏହି ଫଳାଫଳକୁ…
ମେ ମାସରେ ବଡ଼ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଙ୍ଗଠନ
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଛି। ଏହାର ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଆସନ୍ତା ୨୬ରୁ ଅନଶନରେ ବସିବେ। ମଙ୍ଗଳବାର ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ…
ଦିଲ୍ଲୀ ପରେଡ୍ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଆସନ୍ତା ୨୦୨୦ ଜନରାଜ୍ୟ ଦିବସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ପରେଡ୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ଲାଗି ଯୋଗ୍ୟ ବିବେଚିତ ହୋଇଛି। ପ୍ରତି ବର୍ଷ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି…
Archives


