Home

ଏହି ବୃଦ୍ଧାଙ୍କ ଇଂଲିଶ୍‌ ଶୁଣିଲେ ଶଶି ଥରରୁ ବି ପ୍ରଶଂସା କରିବେ!

ବଲିଉଡ୍‌ ଫିଲ୍ମରେ ବହୁ ପ୍ରକାରର ଇଂଲିଶ ଶବ୍ଦକୁ ବ୍ୟବହାର କରାଯାଉଥିବା ଶୁଣିବାକୁ ମିଳିଥାଏ। କିନ୍ତୁ ଯଦି କଠିନରୁ କଠିନ ଇଂଲିଶ କଥା ଆସେ ତେବେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ନାଁ ପ୍ରଥମେ ଆସିଥାଏ। ସେ ଏଭଳି ଶବ୍ଦ କହିଥାନ୍ତି…

ଦିଲ୍ଲୀ ହିଂସା ଯୋଜନାବଦ୍ଧ ନରସଂହାର: ମମତା

କୋଲକାତା,୨।୩: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସିଙ୍କ ପରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଦଙ୍ଗାକୁ ନରସଂହାର ବୋଲି କହିଛନ୍ତି। ସୋମବାର ତୃଣମୂଳ କଂଗ୍ରେସର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଦିଲ୍ଲୀ ଦଙ୍ଗା ଏକ ଯୋଜନାବଦ୍ଧ ନରସଂହାର। ଏହାକୁ…

ଗଛରେ ପିଟିହେଲା ସହକାରୀ ଯନ୍ତ୍ରୀଙ୍କ ଗାଡ଼ି

ଝାରସୁଗୁଡ଼ା ଅଫିସ,୨।୩: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପଞ୍ଚାୟତିରାଜ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ଗାଡ଼ି (ଓଡି ୩୩ ଏନ୍‌ ୬୮୩୩) ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଯନ୍ତ୍ରୀ ନ ଥିବା ବେଳେ ଡ୍ରାଇଭର ଜଣକ ମଦ୍ୟପାନ…

ଫିଟ୍‌ନେସ୍‌ ନ ଥିବାରୁ ସିଜ୍‌ ହେଲା ୨ଟି ବସ୍‌: ୫୧ ହଜାର ଫାଇନ୍‌

ଭୁବନେଶ୍ୱର, ୨।୩(ବ୍ୟୁରୋ): ଦୁଇ ଦୁଇ ଥର ମହଲତ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ରବିବାର ଟ୍ବିନ୍‌ ସିଟିରରୁ ସାଢ଼େ ୬ ଲକ୍ଷ ଫାଇନ ଆଦାୟ କରାଯାଇଥିବା ବେଳେ ସୋମବାର ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ୨ଟି ବସ୍‌କୁ…

ଦିଲ୍ଲୀ ହିଂସା: ଆଖିରେ କଳାପଟି ବାନ୍ଧି ଏମ୍‌ପିଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗାକୁ ନେଇ ସୋମବାର ସଂସଦ ଭବନରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପିମାନେ ଆଖିରେ କଳାପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି। ଏମାନେ ଆଖିରେ କଳାପଟି ବାନ୍ଧିବା ସହ ପାଟିରେ ଆଙ୍ଗୁଠି ଦେଇଥିବା ଦେଖାଯାଇଥିଲା।…

୧୫ ମିନିଟରେ ସ୍ତନକର୍କଟ ସମ୍ପର୍କରେ ସୂଚନା ଦେଉଛି ଡିଭାଇସ୍‌

ବେଙ୍ଗାଲୁରୁ,୨।୩: ଭାରତରେ ସ୍ତନକର୍କଟରେ ବହୁ ମହିଳାଙ୍କ ମୃତ୍ୟୁ ଘଟିଥାଏ। ତେବେ ସ୍ତନକର୍କଟର ଚିହ୍ନଟ ପ୍ରାଥମିକ ପର୍ଯ୍ୟାୟରେ ହୋଇପାରିଲେ ଏହା ଘାତକ ହୋଇପାରି ନ ଥାଏ ବୋଲି ଚିକିତ୍ସକ କହିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗୀତା ମଞ୍ଜୁନାଥ ନାମକ ଜଣେ ମହିଳାଙ୍କ ଦ୍ୱାରା…

ଦୋଷୀଙ୍କୁ କାହିଁକି କ୍ଷମା କରିବେ ବୋଲି ପ୍ରଶ୍ନ କଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨।୩: ରାଜଧାନୀ ଦିଲ୍ଲୀର ଛାତି ଉପରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ମୋଡ ବଦଳି ଚାଲିଥିବା ବେଳେ ସୋମବାର ଏହାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ମାର୍ଚ୍ଚ ୩ ସକାଳ…

ପରଲୋକରେ ଭାଜପା ବିଧାୟକ ବିରେନ୍ଦ୍ର ସିରୋହି

ଲକ୍ଷ୍ନୌ,୨।୩: ଉତ୍ତରପ୍ରଦେଶ ବୁଲନ୍ଦଶରର ସଦର ବିଧାନସଭା ଆସନର ଭାଜାପା ବିଧାୟକ ବିରେନ୍ଦ୍ର ସିଂହ ସିରୋହିଙ୍କ ସୋମବାର ପରଲୋକ ହୋଇଛି। ଦିଲ୍ଲୀର ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଭୋର ୩ଟା ୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବୟସ…

ରବିବାର ଛୁଟି ବି ନେଉଛନ୍ତି ଜମ୍ମୁ-କଶ୍ମୀର ଭିକାରି

ଶ୍ରୀନଗର,୨।୩: ଜମ୍ମୁ-କଶ୍ମୀରରେ ଏବେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେମାନେ ସପ୍ତାହରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଭିକ୍ଷା ମାଗୁଥିବାବେଳେ ରବିବାର ସରକାରୀ ଚାକିରି ଭଳି ଛୁଟି ନେଉଛନ୍ତି। ରବିବାର ନିଜ ନିଜର ପରିବାର କାର୍ଯ୍ୟରେ ସେମାନେ ଲାଗି ରହୁଛନ୍ତି।…

ଅଟୋ ଶିଳ୍ପ ଉପରେ କରୋନା ପ୍ରଭାବ: କାର୍‌ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୨।୩: କରୋନା ସଂକ୍ରମଣର ପ୍ରଭାବ ଧୀରେଧୀରେ ବିଭିନ୍ନ ଶିଳ୍ପସଂସ୍ଥା ଉପରେ ପଡ଼ିବାରେ ଲାଗିଛି। କରୋନା ସଂକ୍ରମଣ ହେବାକୁ ଇତିମଧ୍ୟରେ ଗତ ୨ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ବଜାରରେ କାରବାରରେ ସଙ୍କଟ ଦେଖାଦେଇଛି। କରୋନାର ପ୍ରଭାବ ଭାରତୀୟ ଅଟୋ ଶିଳ୍ପ…

ଏଣିକି ଅସ୍ତ୍ରଶସ୍ତ୍ର ବିକିବ ଭାରତ: ୨୮୦ କୋଟିର ଚୁକ୍ତି

ନୂଆଦିଲ୍ଲୀ,୨।୩: ଭାରତକୁ ଏକ ବଡ଼ ସଫଳତା ମିଳିଛି। ଭାରତ-ଆର୍ମେନିଆ ମଧ୍ୟରେ ୨୮୦ କୋଟି ଟଙ୍କାର ସାମରିକ ଅସ୍ତ୍ରଶସ୍ତ୍ର ଚୁକ୍ତି ହୋଇଛି। ଏହା ଅନୁସାରେ ଭାରତ ଆର୍ମେନିଆକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଏବେ ବାହାର ଦେଶକୁ ପଠାଇବ।…

ବେଆଇନ ଜବରଦଖଲ ଉଚ୍ଛେଦ

ନୟାଗଡ଼ ଅଫିସ,୨।୩: ନୟାଗଡ଼ ତହସିଲ ରୋଟାରୀ ଭବନ ପଛପାଖରେ ବେଲ ପାହାଡ ପାଦ ଦେଶରେ ଗଢ଼ିଉଠିଥିବା ବେଆଇନ୍‌ ଜବରଦଖଲକୁ ସୋମବାର ପ୍ରସାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ନୟାଗଡ ଟାଉନ ଥାନା ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri