୪୨ ବର୍ଷ ଧରି ଖବର କାଗଜକୁ ଲେଖୁଛନ୍ତି ଅଭିଯୋଗ ପତ୍ର
ଲଣ୍ଡନ,୩।୩: କେତେକ ଲୋକଙ୍କର ଚିଠି ଲେଖିବା ନିଶା ପାଲଟିଥାଏ। ଏଭଳି ଜଣେ ଲୋକ ଇଂଲଣ୍ଡର ଲଣ୍ଡନରେ ରହିଛନ୍ତି। ୭୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଗତ ୪୨ ବର୍ଷ ଧରି ଖବର କାଗଜ ସମ୍ପାଦକଙ୍କ ପାଖକୁ ଅଭିଯୋଗ ପତ୍ର ଲେଖିବା…
ଦେଶର ବିଭାଜନ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ: ମୋଦି
ନୂଆଦିଲ୍ଲୀ,୩।୩: ଦେଶର ବିଭାଜନ କରିବାକୁ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାଜପା ସଂସଦୀୟ ଦଳର ବୈଠକରେ ଯୋଗଦେଇ ମଙ୍ଗଳବାର ମୋଦି ଏଭଳି ମତ ଦେଇଛନ୍ତି। ଦେଶର ବିକାଶ ଲାଗି ଶାନ୍ତି,…
କିୟାରାଙ୍କୁ କପି କଲେ ପଲକ: ପତ୍ରରେ ଆବରଣ କରି କଲେ ଫଟୋ ସୁଟ୍
ବଲିଉଡ୍ ଅଭିନେତ୍ରୀ କିୟାରା ଆଡଓ୍ବାନି ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ପାଇଁ ଫଟୋ ସୁଟ୍ କରି ଖୁବ୍ ଚର୍ଚ୍ଚାରେ ରହିଥିଲେ। କିୟାରା ଏହି ଫଟୋ ସୁଟ୍ ପାଇଁ କଦଳୀ ପତ୍ରରେ ନିଜକୁ ଆବରଣ କରିଥିଲେ। ଏବେ କିୟାରାଙ୍କୁ ଅନୁକରଣ କରିଛନ୍ତି ଟିଭି ଅଭିନେତ୍ରୀ…
ସୋସିଆଲ୍ ମିଡ଼ିଆ ରାଜନୀତି: ଅନ୍ଲାଇନ୍ରେ ମୋଦି ଶକ୍ତିଶାଳୀ
ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୩: ସୋସିଆଲ ମିଡ଼ିଆରେ ନିଜର ଶକ୍ତି ବୃଦ୍ଧି କରିବା ପାଇଁ ପୃଥିବୀର ଶକ୍ତଶାଳୀ ଦେଶର ରାଜନେତା ମାନେ ଉଦ୍ୟମ କରୁଥିବାର ନଜିର ରହିଛି। ସୋସିଆଲ ମିଡ଼ିଆରେ ରାଜନୀତି କରି ବେଶ୍ ସଫଳ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
କରୋନା ଭାଇରସ: ଦକ୍ଷିଣ କୋରିଆର ସ୍ଥିତି ଅସମ୍ଭାଳ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ଅତିକ୍ରମ କଲା
ସିଓଲ,୩।୩: ଚାଇନା ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ ତା’ର କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଗଲାଣି। ମଙ୍ଗଳବାର ୪୭୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହି…
ପୁରୀକୁ ଭିକାରିମୁକ୍ତ ପ୍ରକ୍ରିୟା ଆରମ୍ଭ: ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରୀଙ୍କୁ କାଉନ୍ସେଲିଂ କରାଗଲା
ପୁରୀ ଅଫିସ,୩।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଡ୍ରାଇଭ୍ରେ ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରିମାନଙ୍କୁ କାଉନ୍ସେଲିଂ କରାଯାଇଛି। କାଉନ୍ସେଲିଂ ପରେ ଏମାନଙ୍କୁ…
ଟ୍ରକ୍ ଧକ୍କାରେ ଜଣେ ମୃତ, କ୍ଷତି ପୂରଣ ଦାବିରେ ଆନ୍ଦୋଳନ
କଣିହାଁ,୩।୩(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଲି ଗ୍ରାମର କୁଳୁମା କୁଆଁରୀ ରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଗଣେଶ୍ୱର ସାମଲ। ଘଟଣାସ୍ଥଳରେ ଗଣେଶ୍ୱରଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଚାପା ଉତ୍ତେଜନା…
ନିଜ ନେତାଙ୍କୁ ଅନୁସରଣ କରି ସୋସିଆଲ ମିଡିଆ ଛାଡିବେ ଅମୃତା
ମୁମ୍ବାଇ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଛାଡିବା କଥା ଚିନ୍ତା କରୁଥିବା କହିବାର କିଛି ସମୟ ପରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ…
ଶିବଲିଙ୍ଗଙ୍କୁ ପୂଜା କରୁଛନ୍ତି ମୁସଲମାନ୍ ପରିବାର
ଗୁଆହାଟୀ,୩।୩ : ଦେଶରେ ଧର୍ମ, ଜାତି, ସମ୍ପ୍ରଦାୟ ମଧ୍ୟରେ ବାବବିବାଦ ଜାରି ରହିଥିବା ବେଳେ ଆସାମର ଏକ ମୁସଲମାନ୍ ପରିବାର ସାମ୍ପ୍ରଦାୟିକ ସଦ୍ଭାବର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପରିବାର ଦୀର୍ଘ ୫୦୦ ବର୍ଷ ଧରି ଶିବଲିଙ୍ଗଙ୍କୁ ପୂଜା କରୁଛନ୍ତିି।…
କପିଲ ମିଶ୍ରାଙ୍କୁ ମିଳିବ ଓ୍ବାଇ ପ୍ଲସ ସୁରକ୍ଷା!
ନୂଆଦିଲ୍ଲୀ,୩।୩: ଦିଲ୍ଲୀ ଦଙ୍ଗା ପୂର୍ବରୁ ନିଜର ଉତ୍ତେଜିତ ଭାଷଣ ଭାଷଣ ପାଇଁ ଚର୍ଚ୍ଚାରେ ରହିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା କପିଲ ମିଶ୍ରାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ଏବେ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଛି।…
ପୃଥିବୀ ଉପରେ କଡ଼ା ନଜର ରଖିବ ଜିଆଇ ସାଟ୍-୧: ଅନୁକୂଳ ପାଗ ରହିଲେ ମାର୍ଚ୍ଚ ୫ରେ ହେବ ଉତ୍କ୍ଷେପଣ
ଶ୍ରୀହରିକୋଟା,୩।୩: ପୃଥିବୀ ଉପରେ କଡ଼ା ନଜର ରଖିବା ପାଇଁ ଇସ୍ରୋ ପକ୍ଷରୁ ମାର୍ଚ୍ଚ ୫ରେ ଶ୍ରୀହରିକୋଟାସ୍ଥିତି ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଜିଆଇ ସାଟ୍-୧ର ଉତ୍କ୍ଷେପଣ କରାଯିବ। ଅପରାହ୍ନ ୫ଟା ୪୩ରେ ଜିଏସ୍ଏଲ୍ଭି-ଏଫ୍-୧୦ ସହାୟତାରେ ଏହାକୁ ମହାକାଶକୁ ଉତ୍କ୍ଷେପଣ କରାଯିବ। ଏହାକୁ…
ଗୋମୂତ୍ର, ଗୋବର ଦ୍ୱାରା ଭଲ ହେବ କରୋନା ଭାଇରସ: ଭାଜପା ବିଧାୟିକା
ଗୁଆହାଟୀ,୩।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଏହାର ଏକ ଅଦ୍ଭୁତ ଚିକିତ୍ସା ପଦ୍ଧିତି ବିଷୟରେ କହିଛନ୍ତି ଭାରତୀୟ ଜନତା ପାର୍ଟି ବିଧାୟିକା ସୁମନ ହରିପ୍ରିୟା। ସୋମବାର ଆସାମ ବିଧାନସଭାରେ ହରିପ୍ରିୟ କହିଛନ୍ତି, ମୋତେ ଲାଗୁଛି ଗୋମୂତ୍ର ଓ…
Archives


