୨୦୨୪ ସୁଦ୍ଧା ୧୦୦ ନୂଆ ବିମାନ ବନ୍ଦର; ଯାତ୍ରା କରିବ ୧୫୦ରୁ ଅଧିକ ଟ୍ରେନ୍
ନୂଆଦିଲ୍ଲୀ,୧।୨: ଚଳିତ ବର୍ଷର ବଜେଟ୍ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଉପସ୍ଥାପନ କରିଛନ୍ତି। ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବହୁ ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୨୪ ସୁଦ୍ଧା ଦେଶରେ ୧୦୦ ନୂଆ ବିମାନ ବନ୍ଦର ନର୍ମାଣ…
ବଜେଟ ଉପସ୍ଥାପନ ପୂର୍ବରୁ କଶ୍ମୀର କବିତା ପଢିଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧।୨: କେନ୍ଦ୍ରୀୟ ବଜେଟକୁ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବେ ସେ ତାଙ୍କର ଦ୍ୱିତୀୟ ବଜେଟ ଉପସ୍ଥାପନ କରିବା ପୂର୍ବରୁ ଏକ କଶ୍ମୀର କବିତା ପଢିଥିଲେ। ଏହାକୁ ପରେ ସେ ହିନ୍ଦୀରେ ଅନୁବାଦ ମଧ୍ୟ କରିଥିଲେ। ପଣ୍ଡିତ…
ବିନୟଙ୍କ ଆବେଦନ ଖାରଜ ପରେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲେ ଅକ୍ଷୟ
ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ଠାକୁର ଏବେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଛନ୍ତି। ଶନିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟ ଶର୍ମାଙ୍କ କ୍ଷମା ଆବେଦନ ଖାରଜ କରିବା ପରେ ଏବେ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ…
ଗାଁ-ଗରିବ ଚାଷୀ-ରୋଜଗାରକୁ ବଜେଟରେ ଗୁରୁତ୍ୱ
ନୂଆଦିଲ୍ଲୀ,୧।୨: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଗାଁ-ଗରିବ ଚାଷୀ-ରୋଜଗାରକୁ ଗୁରୁତ୍ୱ ଦିଆଯାଇଛି। ୨୦୩୦ ସୁଦ୍ଧାରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ଅନ୍ୟ ବର୍ଗଙ୍କ ତୁଳନାରେ ଅଧିକ ରହିବ। ସେମାନଙ୍କୁ ଆବଶ୍ୟକ ନିଯୁକ୍ତି ଯୋଗାଇବା ପାଇଁ ସରକାର…
ପୁଲଓ୍ବାମା ଭଳି ଆକ୍ରମଣ ଯୋଜନାରେ ଥିଲେ ଆତଙ୍କବାଦୀ: ଜବତ ଅସ୍ତ୍ରଶସ୍ତ୍ର ଉଡାଇ ପାରିଥାଆନ୍ତା ବୁଲେଟ୍ ପ୍ରୁଫ୍ ଗାଡ଼ି
ଶ୍ରୀନଗର,୧।୨: ଜମ୍ମୁର ଗନରୋଟା ଅଞ୍ଚଳରେ ଜୈଶ-ଇ-ମହମ୍ମଦର ମୃତ ୩ ଆତଙ୍କବାଦୀ ବଡ ଧରଣର ଆକ୍ରମଣ ଯୋଜନାରେ ଥିବା ଜଣାପଡିଛି। ଏଥିପାଇଁ ସେମାନେ ନଗରୋଟା ହାଇଓ୍ବେର ସ୍ଥାନେ ସ୍ଥାନେ ଆଇଇଡି ଲଗାଇଥିଲେ। ଏବେ ଜାଣିବାକୁ ମିଳିଛି କି ଜବତ ହୋଇଥିବା ଆଇଇଡି ଗୁଡିକ…
୫ ଶ୍ରେଷ୍ଠ ନାଟକ ପୁରସ୍କୃତ
କଟକ ଅଫିସ, ୧।୨: ଥିଏଟର ମୁଭ୍ମେଣ୍ଟ ପକ୍ଷରୁ କଟକ କଳାବିକାଶ କେନ୍ଦ୍ରଠାରେ ଚାଲିଥିବା ଗ୍ଲୋବାଲ ଥିଏଟର ଫେଷ୍ଟିଭାଲ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ନିର୍ବାଚନ କମିଶନର ରବିନାରାୟଣ ସେନାପତି ଯୋଗଦେଇଥିଲେ। ଗତ ୨୦ ତାରିଖରୁ ଚାଲିଥିବା…
ଚାଷୀଙ୍କ ପାଇଁ ୧୬ସୂତ୍ରୀ ଯୋଜନା: ୨୦୨୨ ସୁଦ୍ଧା ଆୟ ହେବ ୨ ଗୁଣା
ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଚାଷୀଙ୍କ ପାଇଁ ୧୬ ସୂତ୍ରୀ ଯୋଜନା ଲାଗୁ କରିବାକୁ ସୀତାରମଣ ସୂଚନା ଦେଇଛନ୍ତି। ସେହିପରି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ ଗୁଣା କରିବା ଲକ୍ଷ୍ୟ ନେଇ…
କରୋନା ପାଇଁ ମକ୍ଡ୍ରିଲ୍
ଭୁବନେଶ୍ୱର,୧।୨(ବ୍ୟୁରୋ): ନଭେଲ୍ କରୋନା ଭୂତାଣୁର ସମ୍ଭାବ୍ୟ ସଂକ୍ରମଣ ମୁକାବିଲା ଲାଗି ଶୁକ୍ରବାର ଏକ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଡିଏମ୍ଇଟି ପ୍ରଫେସର ଡା. ସିବିକେ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ଅଜିତ୍ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଡା. ଧନଞ୍ଜୟ ଦାସଙ୍କ ନେତୃତ୍ୱରେ…
ମାଓବାଦୀ ଅଞ୍ଚଳ ବୁଲିଲେ ସିଆର୍ପିଏଫ୍ ଡିଜି
ଭୁବନେଶ୍ୱର,୧।୨(ବ୍ୟୁରୋ): ସିଆର୍ପିଏଫ୍ ଡିଜି ଏ.ପି. ମାହେଶ୍ୱରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ମାଲକାନଗିରି, କୋରାପୁଟ ଆଦି ରାଜ୍ୟର ବିଭିନ୍ନ ମାଓବାଦୀ ପ୍ରଭାବିତ ଜିଲା ବୁଲିଛନ୍ତି। କ୍ଷେତ୍ରୀୟ ଅନୁଧ୍ୟାନ ସହ ମାଓବାଦୀ ସ୍ଥିତିର ସମୀକ୍ଷା କରିଛନ୍ତି। ମାଓବାଦୀ ଦମନରେ ରହୁଥିବା…
କନ୍ୟା ମାଗିଲେ ଯୌତୁକ: ବରପକ୍ଷ କଲେ ମନା; ଭାଙ୍ଗିଲା ବିବାହ
ରୁର୍କି, ୧।୨: କନ୍ୟାପକ୍ଷ ବରଙ୍କୁ ଯୌତୁକ ଦେବାର ପରମ୍ପରା ଭାରତୀୟ ସଂସ୍କୃତିରେ ପ୍ରାୟତଃ ଦେଖିବାକୁ ମିଳିଥାଏ। ତେବେ ରୁର୍କିର ଜଣେ କନ୍ୟା ବରପକ୍ଷଙ୍କଠାରୁ ଯୌତୁକ ଦାବି କରିଛନ୍ତି। ବରପକ୍ଷ ଯୌତୁକ ଦେବାକୁ ମନା କରିବାରୁ ଏବେ ବିବାହ ଭାଙ୍ଗିଯାଇଛି। ଏନେଇ ବରପକ୍ଷରୁ…
ଅଭିଯୋଗ ପରେ ବନ୍ଦ ହେଲା ମଦ ଦୋକାନ
ଡେରାବିଶ (ସ୍ବ.ପ୍ର.)/ ପାଟକୁରା (ଡି.ଏନ.ଏ.), ୧।୨: ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳର ବିକାଶ ନକ୍ସା ଆଙ୍କିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୩ ସଚିବ କେନ୍ଦ୍ରାପଡା ଜିଲାକୁ ଶୁକ୍ରବାର ଗସ୍ତ କରିଛନ୍ତି। ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ…
ବ୍ୟାଙ୍କ କାରବାର ଠପ୍
ଭୁବନେଶ୍ୱର,୧।୨: ବେତନ ସଂଶୋଧନ ଦାବିରେ ବ୍ୟାଙ୍କ ସଂଘଗୁଡିକ ଦେଇଥିବା ୨ ଦିନିଆ ଧର୍ମଘଟ ଡାକରା ଯୋଗୁ ସାରା ଦେଶରେ ବ୍ୟାଙ୍କ କାରବାର ଠପ୍ ହୋଇଯାଇଛି। ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନ୍ସ(ୟୁଏଫ୍ବିୟୁ) ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ ଡାକରାରେ ଦେଶର ୧୦…
Archives


