ଫଡ଼ନଭୀସଙ୍କ ପୁନର୍ବିଚାର ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୩।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସଙ୍କୁ ବଡ଼ ଝଟ୍କା ଲାଗିଛି। ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କ ଦ୍ୱାରା କରାଯାଇଥିବା ପୁନର୍ବିଚାର ଆବେଦନ ସୁପ୍ରିମ୍କୋର୍ଟରେ ମଙ୍ଗଳବାର ଖାରଜ ହୋଇଛି। ୨୦୧୪ ବିଧାନସଭା ନିର୍ବାଚନରେ ନାମାଙ୍କନ ସମୟରେ ଦାଖଲ ହୋଇଥିବା…
ଦିଲ୍ଲୀରେ ଅଛନ୍ତି କେତେ ଅନୁପ୍ରବେଶକାରୀ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ରିପୋର୍ଟ ମାଗିଲେ ପ୍ରବେଶ ବର୍ମା
ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ କେତେ ସଂଖ୍ୟକ ଅନୁପ୍ରବେଶକାରୀ ଅଛନ୍ତି। ତାହାର ରିପୋର୍ଟ ଭାଜପା ଏମ୍ପି ପ୍ରବେଶ ବର୍ମା ଲୋକସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁୁ ମାଗିଛନ୍ତି। ସେମାନେ କିଭଳି ଦିଲ୍ଲୀରେ ପ୍ରବେଶ କରିଛନ୍ତି ଏବଂ ଏହାର ରିପୋର୍ଟ ସରକାରଙ୍କ ପାଖରେ ଅଛି କି ନାହିଁ ସେ…
ସିଏଏ ବିରୋଧରେ ସୁପ୍ରିମ୍କୋର୍ଟ ପହଞ୍ଚିଲା ଜାତିସଂଘ
ନୂଆଦିଲ୍ଲୀ,୩।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଜାତିସଂଘ ମାନବାଧିକାର କମିଶନ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସିଏଏ ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ କୌଣସି ବାହାର ସଂସ୍ଥାର ହସ୍ତକ୍ଷେପକୁ ସହ୍ୟ…
ଛାଡୁନି ସୋସିଆଲ୍ ମିଡ଼ିଆ, ମହିଳା ଦିବସରେ ମହିଳାଙ୍କୁ ସମର୍ପିତ ହେବ ଆକାଉଣ୍ଟ୍: ମୋଦି
ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡ଼ିଆ ଛାଡୁଥିବା ନେଇ ସୋମବାର ରାତିରେ ଟୁଇଟ୍ କରି ସୂଚନା ଦେଇଥିଲେ। ଏହାକୁ ନେଇ ସୋସିଆଲ୍ ମିଡ଼ିଆ ୟୁଜରଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ମୋଦିଙ୍କୁ ମନାଇବା ପାଇଁ କେତେକ ୟୁଜର…
ସଲମାନ୍ଙ୍କ ଅଫରକୁ ନାଁ କରିଥିବା ଶ୍ରଦ୍ଧା ଅମିତାଭଙ୍କ ସହ କରିଥିଲେ ଡେବ୍ୟୁ
ବର୍ତ୍ତମାନ ସମୟରେ ବଲିଉଡ୍ର ଜଣେ ଆଗଧାଡିର ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା କପୁର। ‘ହାଇଦର’, ‘ଆଶିକି-୨’, ‘ସ୍ତ୍ରୀ’ ପରି ସଫଳ ଫିଲ୍ମରେ ସୁନ୍ଦର ଅଭିନୟ ପାଇଁ ସେ ବେଶ୍ ପରିଚିତ। ଷ୍ଟାର କିଡ୍ ହୋଇ ମଧ୍ୟ ଶ୍ରଦ୍ଧା ନିଜର ଦକ୍ଷତା ବଳରେ ବଲିଉଡ୍ରେ…
କରୋନା ଆତଙ୍କ: ଶ୍ରୀଲଙ୍କା ଦଳ ସହିତ ହାତ ମିଳାଇବେ ନାହିଁ ଇଂଲଣ୍ଡ ଖେଳାଳି
ଲଣ୍ଡନ,୩।୩: ଇଂଲଣ୍ଡ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି। ସେଠାରେ ଦୁଇଦଳଙ୍କ ମଧ୍ୟରେ ୨ଟି ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ତେବେ କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଂଲଣ୍ଡ ଖେଳାଳି ଶ୍ରୀଲଙ୍କାର ଦଳ ସଦସ୍ୟଙ୍କ ସହିତ ହାତ ମିଳାଇବେ ନାହିଁ ବୋଲି କୁହାଯାଉଛି।…
ଡିଟୋନେଟର ବିସ୍ଫୋରଣ: ୩ ନାବାଳକ ଆହତ
ହିିଞ୍ଜିଳିକାଟୁ,୩ା୩(ଡି.ଏନ୍.ଏ): ଗଞ୍ଜାମ ଜିଲା ହଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ପାହାଡ଼ରୁ ପଥର ଫୁଟା ପାଇଁ ବ୍ୟବହୃତ ଡିଟୋନେଟର ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ସେମାନେ ହେଲେ ବାଦଲ ଗାୈଡ(୧୦), ନାରାୟଣ ଗାୈଡ(୧୨), ଶ୍ରୀଧର ଗାୈଡ(୧୦)। ପ୍ରକାଶ…
ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ
ନବରଙ୍ଗପୁର, ୩।୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ଚଡିଆପାରା ଗ୍ରାମର ଏକ ଶାଳଗଛରୁ ମଙ୍ଗଳବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଉକ୍ତ ଗ୍ରାମର କିରି ଗଣ୍ଡଙ୍କ ପୁଅ ଅମଲସିଂ ଏବଂ ପର୍ଶୁ ଗଣ୍ଡଙ୍କ…
କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ: ବଣିକ ସଂଘ ପକ୍ଷରୁ ନିନ୍ଦା
ଗଞ୍ଜାମ, ୩।୩(ଡି.ଏନ୍.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ବଡ ବଜାର ଓ ସାନ ବଜାରରେ କ୍ୟାବିନ ଓ ଉଠା ଦୋକାନୀମାନେ ଦୀର୍ଘବର୍ଷ ହେବ ନିଜର ବ୍ୟବସାୟ କରିଆସୁଛନ୍ତି l କିନ୍ତୁ ପ୍ରଶାସନ ପକ୍ଷରୁ ଅନେକ ସମୟରେ ବିଭିନ୍ନ କାରଣନେଇ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ…
୧୧ ବର୍ଷ ତଳେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ
ଇସଲାମାବାଦ୍,୩।୩: ପାକିସ୍ତାନକୁ ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୧ ବର୍ଷ ବିତିଛି। ୨୦୦୯ ମାର୍ଚ୍ଚ ୩ରେ ଲାହୋରସ୍ଥିତ ଗଦାଫି ଷ୍ଟାଡ଼ିୟମ୍ରେ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନର ଖେଳ ଖେଳାଯିବାର ଥିଲା।…
ଦଙ୍ଗା ଦୋଷୀଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: କେଜରିଓ୍ବାଲ
ନୂଆଦିଲ୍ଲୀ,୩।୩: ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୋଦିଙ୍କ ସହିତ…
ଦିଲ୍ଲୀ ଦଙ୍ଗା: ଗିରଫ ହେଲେ ଶାହାରୁଖ
ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ପୋଲିସ ଉପରକୁ ବନ୍ଧୁକ ଉଠାଇଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ଶାହାରୁଖଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ନାଲି ରଙ୍ଗର ଟି-ଶାର୍ଟ ପିନ୍ଧିଥିବା…
Archives


