ପାଟ୍ରୋଲିଂ ସମୟରେ ଚୋରା ଗାଡ଼ି ଧରିଲା ପୋଲିସ
ଆଠଗଡ଼,୧୩।୩(ସ୍ବ.ପ୍ର.): ଚୋରଙ୍କୁ ଅଡୁଆ ଏବେ ପୋଲିସର ଚେକିଂ। ଏହାର ପ୍ରଭାବ ଆଠଗଡ଼ରେ ଦେଖିବାକୁ ମିଳିଛି। ଗୁରୁବାର ରାତିରେ ଏକ ଚାରିଚକିଆ ଚୋରା ଗାଡ଼ିକୁ ଦୁର୍ବୃତ୍ତମାନେ ଆଠଗଡ଼ ରଥଗଡ଼ା ଛକଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ଏହାକୁ ପାଟ୍ରୋଲିଂ କରୁଥିବା ପୋଲିସ ଉଦ୍ଧାର କରିଛି।…
ଉତ୍ତରପ୍ରଦେଶରେ ମାର୍ଚ୍ଚ ୨୨ଯାଏଁ ସମସ୍ତ ସ୍କୁଲ, କଲେଜ ବନ୍ଦ
ଲକ୍ଷ୍ନୌ,୧୩।୩: କରୋନା ଭାଇରସ ସାରା ଦେଶରେ ଆତଙ୍କ ଖେଳାଇଛି। ଦେଶର ବିଭିନ୍ନ ସ୍ଥାନରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗରେ ସଂକ୍ରମିତ ହୋଇ କର୍ନାଟକରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେନ୍ସନ୍ଭୋଗୀଙ୍କ ବିକ୍ଷୋଭ
କେନ୍ଦୁଝର,୧୩।୩(ସ୍ବ.ପ୍ର.): ଇପିଏଫ୍ ପେନ୍ସନ୍ ଆସୋସିଏଶନ କେନ୍ଦୁଝର ଶାଖା ପକ୍ଷରୁ ୩ ଦଫା ଦାବିରେ ଶୁକ୍ରବାର ବିକ୍ଷୋଭ କରାଯାଇଛି। ଟେଲିଫୋନ୍ ଭବନ ଛକରୁ ପେନସନ୍ଧାରୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସର୍ବନିମ୍ନ ୯ ହଜାର…
ଦାରିଙ୍ଗବାଡ଼ିରେ କରୋନା ସନ୍ଦିଗ୍ଧ
ଦାରିଙ୍ଗବାଡ଼ି,୧୩।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଉକ୍ତ ବ୍ଲକର ହଜାର ହଜାର ସଂଖ୍ୟକ ଲୋକ…
ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ,୧୩।୩: ଦେଶରେ କରୋନା ଭାଇରସର ଆତଙ୍କ ଚାଲିଥିବା ବେଳେ ମୋଦିଙ୍କ କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଶୁକ୍ରବାର ହୋଇଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇଥିବା ସୂଚନା…
କାଠଯୋଡ଼ିରୁ ଅଚିହ୍ନା ମୃତଦେହ ଉଦ୍ଧାର: ହୋଲିରେ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ
କଟକ ଅଫିସ,୧୩।୩: ସହରର ସୁଭାଷ ସେତୁ ନିକଟସ୍ଥ କାଠଯୋଡ଼ି ନଦୀରୁ ଶୁକ୍ରବାର ମଧ୍ୟାହ୍ନରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଏହି ମୃତଦେହ ଉଦ୍ଧାର କରିଥିବା ବେଳେ ମୃତକଙ୍କର କୌଣସି ପରିଚୟ ମିଳିପାରିନାର୍ହିଁ। ମୃତକ…
ଗଞ୍ଜାମ ଏନ୍ଏସିରେ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ଫର୍ମ: ଯୋଗାଇବାକୁ ଦାବି
ଗଞ୍ଜାମ,୧୩।୩(ଡି.ଏନ୍.ଏ.): ରାଜ୍ୟ ସରକାର ଜନସାଧାରଣଙ୍କ ଲାଗି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି। ଜନ୍ମ ହେଲେ ମମତା ଯୋଜନା ଓ ମୃତ୍ୟୁ ଘଟିଲେ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛିି l ମାତ୍ର କେତେକ ସ୍ଥାନରେ ଏଥିରେ ବ୍ୟତିକ୍ରମ…
କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୩୧ ମାର୍ଚ୍ଚ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ଚାଲୁ ରହିବ
ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ସଂକ୍ରମଣ ବିଶ୍ୱବାସୀଙ୍କ ନିଦ ହଜାଇ ସାରିଥିବା ବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ନାଟକର କଲ୍ବୁର୍ଗୀରେ କରୋନାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।…
କରୋନା ‘ରାଜ୍ୟ ବିପର୍ଯ୍ୟୟ’: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବା ବେଳେ ଭାରତରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ରୋଗକୁ ନେଇ ସମସ୍ତଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଉଛି। ଏହି କ୍ରମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କରୋନା…
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ରେ ପହଞ୍ଚିଲା: ଜଣେ ମୃତ
ନୂଆଦିଲ୍ଲୀ,୧୩।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ୭୫ ଜଣ କରୋନା ଭାଇରସରେ ସଂକ୍ରମିତ ହେବା ସହ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କର୍ନାଟକରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କର କରୋନା ଭାଇରସ ସଂକ୍ରମଣରେ…
ଫିଲ୍ମରେ ଖଳନାୟକ ସାଜି ଦର୍ଶକଙ୍କୁ ଡରାଉଥିବା ପ୍ରେମ୍ ନିଜେ ଡରନ୍ତି ଭୂତକୁ
ବଲିଉଡ୍ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ରରେ ଅଭିନୟକରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଳାକାର ହେଉଛନ୍ତି ପ୍ରେମ୍ ଚୋପ୍ରା। ୧୯୬୦ ମସିହାରେ ପଞ୍ଜାବୀ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ପ୍ରେମ୍ କିନ୍ତୁ ୧୯୬୪ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପଦ…
ହଲିଉଡ୍ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଜିନତ୍
ବଲିଉଡ୍ କଳାକାର ଇରଫାନ୍ ଖାନ୍, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ହଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି। ପୂର୍ବରୁ ମଧ୍ୟ ବଲିଉଡ୍ର ହିଟ୍ ଯୋଡି ଜିନତ୍ ଅମାନ ଏବଂ ଦିବଙ୍ଗତ ଅଭିନେତା ଦେବ୍ ଆନନ୍ଦ ହଲିଉଡ୍ ଫିଲ୍ମରେ କାମ କରିିଛନ୍ତି। ଅର୍ଥାତ୍…
Archives


