କରୋନା ଭୟ: ଆପାର୍ଟମେଣ୍ଟରେ ୫୦ କିମି ଦୌଡ଼ିଲେ ଧାବକ, ବାଲ୍କୋନିରେ ମାରିଲେ ୬୨୫୦ ଚକ୍କର
ବେଜିଂ: ଚାଇନାରେ କରୋନା ଭାଇରସ୍ ଆତଙ୍କ ବଢ଼ିବାରେ ଲାଗିଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ିଛି। ଫଳରେ ଝୋଜିୟାଙ୍ଗ୍ ହାଙ୍ଗ୍ଝୋଉର ଏକ ଆପାର୍ଟମେଣ୍ଟରେ ରହୁଥିବା…
୪୫ରୁ ଅଧିକ ଆସନରେ ଜିତି ଦିଲ୍ଲୀରେ ସରକାର ଗଢିବ ଭାଜପା: ଶାହା
ନୂଆଦିଲ୍ଲୀ,୭।୨: ଏବେ ଦିଲ୍ଲୀ ବିଧାନସଭାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ପ୍ରଚାର ସରିବା ପରେ ଏବେ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ…
ସିଏଏ ବିରୋଧ ପ୍ରଦର୍ଶନ ପରେ ପ୍ରଥମଥର ଗୁଆହାଟି ପହଞ୍ଚିଲେ ମୋଦି
ଗୁଆହାଟି, ୭।୨: ଐତିହାସିକ ବୋଡୋ ଏଗ୍ରିମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମଥର ପାଇଁ ଆସାମ ଗସ୍ତ କରିଛନ୍ତି। କୋକରାଝରରେ ପହଞ୍ଚିବା ପରେ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ସ୍ବାଗତ କରିଥିଲେ। ସେହି ସମୟରେ ରାଜ୍ୟପାଳ ଜଗଦୀଶ ମୁଖି ମଧ୍ୟ…
ସ୍ତ୍ରୀଙ୍କୁ ଭରଣପୋଷଣ ଦେବାକୁ ପଡିବ ବୋଲି ୫ କୋଟି ଟଙ୍କାରେ ନିଆଁ ଲଗାଇଲେ ବ୍ୟବସାୟୀ
ବୈବାହିକ ଜୀବନରେ ଝଡ ଆସିଲେ ସ୍ତ୍ରୀସ୍ବାମୀ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନେଇଥାନ୍ତି। ପରେ କୋର୍ଟରେ ଛାଡପତ୍ର ମାମଲା ଚାଲେ। ଶେଷରେ ସ୍ତ୍ରୀଙ୍କୁ ଭରପୋଷଣ ପାଇଁ ଅର୍ଥ ଦେବାପରେ ମାମଲାଟି ଶାନ୍ତ ପଡେ। କାନାଡାରେ ଛାଡପତ୍ରର ଏକ ଅଜବ ମାମଲା ସାମ୍ନାକୁ…
ମାଟିରେ ମିଶିବ ରୂପେଶ ଭଦ୍ରଙ୍କ ବିବାଦୀୟ ଅତିଥିଭବନ: ବିରୋଧ ସତ୍ତ୍ୱେ ଭଙ୍ଗା କାର୍ଯ୍ୟ ଆରମ୍ଭ
ଧର୍ମଶାଳା/ରସୁଲପୁର,୭।୨(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିବାଦକୁ ଆସିଥିବା ବାଲିଗରିରେ ଥିବା ଅତିଥିଭବନ ଶୁକ୍ରବାର ଭଙ୍ଗାଯାଉଛି। ପାଞ୍ଚଜଣ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଅପରାହ୍ନ ୧୨ଟାରୁ ଏହି ଭଙ୍ଗା କାର୍ଯ୍ୟ ଆରମ୍ଭ…
ନମସ୍କାରର ସଠିକ୍ ଅର୍ଥ ବୁଝାଇଲେ ବିଗ୍ ବି
ମୁମ୍ବାଇ: ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିଥାନ୍ତି। ପ୍ରାୟ ସମୟରେ ସେ ମନରୋଞ୍ଜନ ହେଉ କି କିଛି ଶିକ୍ଷଣୀୟ ଟୁଇଟ ଶେୟାର କରିଥାନ୍ତି। ଇତିମଧ୍ୟରେ ଅମିତାଭ ଟୁଇଟରରେ ‘ନମସ୍କାର’ର ସଠିକ୍ ଅର୍ଥକୁ ନେଇ ଏକ ଟୁଇଟ…
ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର: ଏଠାରେ ଶୁଣିବାକୁ ମିଳିବ ପଶୁପକ୍ଷୀଙ୍କ ସ୍ବର
ରାଜକୋଟ: ଗୁଜରାଟର ରାଜକୋଟରେ ପ୍ରଦ୍ୟୁମ୍ନ ପାର୍କ ପ୍ରାଣୀ ସଂଗ୍ରାହାଳୟରେ ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର ନିର୍ମାଣ ସରିଛି। ଏଠାରେ ମନୁଷ୍ୟ, ପଶୁପକ୍ଷୀଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଆହୁରି ମଧ୍ୟ ଏଠାରେ ଫଟୋ ସ୍କ୍ଲପ୍ଚର ପେଣ୍ଟିଂ ଜରିଆରେ ପ୍ରାଣୀ ଜଗତର ବିବିଧତାକୁ…
ଓସା ନିର୍ବାଚନ ପାଇଁ ବାଟ ଫିଟୁଛି
ଭୁବନେଶ୍ୱର,୭।୨ (ବ୍ୟୁରୋ)- ଓଡ଼ିଶା ସଚିବାଳୟ ସେବା ସଂଘ(ଓସା) ନିର୍ବାଚନ ସମୟ ଅତିକ୍ରାନ୍ତ ହୋଇଯାଇଛି। ନୂତନ ଭାବେ ନିଯୁକ୍ତି ପାଇଥିବା ସହକାରୀ ଉପବିଭାଗ ଅଧିକାରୀ(ଏଏସ୍ଓ) ଏବଂ କେତେକ ବରିଷ୍ଠ ସଚିବାଳୟ କର୍ମଚାରୀଙ୍କ ସକାରାତ୍ମକ ଉଦ୍ୟମ ଯୋଗୁ ନିର୍ବାଚନ ନେଇ ଆଶା ସଞ୍ଚାର ହୋଇଛି।…
ବ୍ରିଟେନରେ ସବୁଠୁ ଅଧିକ ପଢୁଛନ୍ତି ଭାରତୀୟ ଛାତ୍ର
ଲଣ୍ଡନ : ବ୍ରିଟେନକୁ ପାଠ ପଢ଼ିବା ପାଇଁ ଆସୁଥିବା ଛାତ୍ରଙ୍କ ମଧ୍ୟରେ ସବୁଠାରୁ ଅଧିକ ଭାରତୀୟ ରହିଛନ୍ତି। ବର୍ଷକୁ ଲକ୍ଷେରୁ ଅଧିକ ଛାତ୍ର ଏଠାକୁ ପଢ଼ିବାକୁ ଆସିଥାନ୍ତି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଭାରତୀୟ ଛାତ୍ରଙ୍କ ସଂଖ୍ୟା ପ୍ରାୟ ୧୦୭ ପ୍ରତିଶତ ଛୁଇଁଛି।…
ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘେରିଲା ଭାଜପା
ନୂଆଦିଲ୍ଲୀ,୭।୨: ଜିଏସଟି ମାମଲାରେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଗୋପାଳ କୃଷ୍ଣ ମାଧବଙ୍କୁ ଗିରଫ କରିଛି। ଦିଲ୍ଲୀ ନିର୍ବାଚନର ଗୋଟିଏ ଦିନ ଏଭଳି ଘଟଣା ସାମ୍ନାକୁ…
ବର୍ଷା ଯୋଗୁ ଘୁଞ୍ଚିଲା ଜିଲା ମହୋତ୍ସବ
ଅନୁଗୋଳ ଅଫିସ,୭।୨: ଅନୁଗୋଳରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁୁ ଜିଲା ମହୋତ୍ସବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହୋତ୍ସବ ୧୧ରୁ ୧୩ ପର୍ଯ୍ୟନ୍ତ କରାଯିବ ବୋଲି ଜିଲା ସଂସ୍କୃତି ପରିଷଦ ପକ୍ଷରୁ ନିଷ୍ପତ୍ତି…
ସ୍ମରଣୀୟ ସିରିଜ
ଟି୨୦ ଫର୍ମାଟ୍ରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍ କ୍ଲିନ୍ ସୁଇପ୍ କରି ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଟିମ୍ ଇଣ୍ଡିଆ ର଼୍ୟାଙ୍କିଙ୍ଗ୍ରେ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥି ସହିତ ଭାରତ ଆଗାମୀ…
Archives


