Home

ରଞ୍ଜନ ଦାସ ହତ୍ୟାକୁ ଦୁର୍ଘଟଣା ରୂପ ଦେଇଛି ପୋଲିସ

ଭୁବନେଶ୍ୱର,୧୩।୩(ବ୍ୟୁରୋ): କେନ୍ଦ୍ରାପଡା ଜିଲାର ସୂଚନାଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାକୁ ୪୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ଏହି ଘଟଣାରେ ଠିକାଦାର, ଶାସକ ଦଳର ନେତା ସଂପୃକ୍ତ ରହିଥିବାରୁ ମାମଲାକୁ ଚାପି ଦେବାକୁ ପୋଲିସ ଉପରେ ଚାପ…

ଜୁନ୍‌ ୧୨ରେ ରିଲିଜ୍‌ ହେବ ଉର୍ବଶୀଙ୍କ ‘ଭର୍ଜିନ ଭାନୁପ୍ରିୟା’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର ରହିଛି ଯାହାକୁ କୁମାରୀ ରହିବା ପାଇଁ ଭବିଷ୍ୟବାଣୀ ହେଉଛି। ଏହାକୁ ନେଇ ସେ ଚିନ୍ତାରେ ପଡ଼ିଯାଉଛନ୍ତି।…

ଡାଲି ଜାତୀୟ, ତୈଳବୀଜ ଜମିରୁ ଜଳ ନିଷ୍କାସନ ପାଇଁ ପରାମର୍ଶ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁ ଓଡ଼ିଶାର ଅଧିକାଂଶ ଜିଲାରେ ୧୨ରୁ ୧୫ ତାରିଖ ମଧ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି।…

ଗଞ୍ଜେଇ ଧରିବାକୁ ଯାଇ ପୋଲିସ ହଟହଟା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଗୁରୁବାର ନୀଳାଦ୍ରିବିହାର ଏଟିଏମ୍‌ ଛକରେ ଗଞ୍ଜେଇ ଓ ବ୍ରାଉନସୁଗାର ବେପାରୀଙ୍କୁ ଧରିବାକୁ ଯାଇ ହଟହଟା ହୋଇଥିବା ଜଣାପଡ଼ିଛି। ଏପରି କି ପୋଲିସ ଚଢ଼ାଉ କରିବା ଜାଣି ନିଶା ମାଫିଆ ଦୋକାନରେ ସ୍ତ୍ରୀକୁ ରଖି ଦେଇଥିଲେ। ଫଳରେ…

ଆନ୍ତଃରାଜ୍ୟ ହାଇଓ୍ବା, ଜେସିବି ଚୋର ଗ୍ୟାଙ୍ଗ ଠାବ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ଜେସିବି ଓ ହାଇଓ୍ବା ଟ୍ରକ ଚୋରି କରୁଥିବା ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୋଲିସ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ସ୍ପେଶାଲ ସ୍କ୍ବାଡ୍‌। ଏଥିସହ…

ତ୍ରିସ୍ତରୀୟ ସମବାୟ ଋଣ ପରିଶୋଧ ଅବଧି ବଢ଼ି ୧୨ ମାସ ହେଲା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ସ୍ବଳ୍ପମିଆଦୀ ତ୍ରିସ୍ତରୀୟ ସମବାୟ ଋଣ ଉଠାଣ ଓ ପରିଶୋଧର ସମୟସୀମା ବୃଦ୍ଧି କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ ଏହି ଋଣ ଉଠାଣ ଓ ପରିଶୋଧର ସମୟସୀମା ୧୨ ମାସ ଧାର୍ଯ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷ ମାର୍ଚ୍ଚ ୨୦୨୦ରୁ…

କରୋନା ଭାଇରସ: ଭାରତୀୟ ସଂସ୍କୃତିକୁ ଆପଣାଇଲା ଆମେରିକା

ଓ୍ବାଶିଂଟନ,୧୩।୩: କରୋନା ଭାଇରସର ଭୟ ଏତେ ମାତ୍ରାରେ ବଢି ଚାଲିଛି ଯେ ଏଥିରୁ ଦୂରେଇ ରହିବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। କରୋନା ଯୋଗୁ ଆଲିଙ୍ଗନ କରିବା, ହାତ ମିଳାଇବା ଆଦିକୁ ବାରଣ କରାଯାଇଥିବାରୁ ଏବେ ବିଦେଶୀମାନେ ଭାରତୀୟ ସଂସ୍କୃତିକୁ ଆପଣାଉଥିବା ଦେଖାଯାଇଛି।…

ରାଜ୍ୟରେ ଆଉ ୪ ବିମାନବନ୍ଦର ହେବ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଝାରସୁଗୁଡା ସମେତ ଜୟପୁର, ଉତ୍‌କେଲା ଏବଂ ରାଉରକେଲାରେ ବିମାନବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ୧୯ଟି ଏୟାର ଷ୍ଟ୍ରିପର ଉନ୍ନତୀକରଣ କରାଯିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର…

‘ପାଲା’ ପାଇଁ ପାଗଭିଡ଼ା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଦିନେ ଓଡ଼ିଶାର ଘରେ ଘରେ ପରିଚିତ ଥିବା ପାରମ୍ପରିକ ଲୋକକଳା ‘ପାଲା’ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଧୀରେ ଧୀରେ ଜନମାନସରୁ ଦୂରେଇ ଯାଉଥିବାବେଳେ ପାଲାକୁ ପ୍ରୋତ୍ସାହନ ଦେବାକୁ ପାଗ ଭିଡ଼ିଛନ୍ତି ରାଜ୍ୟ ସରକାର। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା…

କରୋନା ଭାଇରସରେ ପୀଡ଼ିତ କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ

ଓଟାଓ୍ବା,୧୩।୩: କରୋନା ଭାଇରସ ଏବେ ପ୍ରାୟ ୧୧୭ ଦେଶକୁ ବ୍ୟାପିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଙ୍କ ସହଧର୍ମିଣୀ ଶୋଫିଆ ଗ୍ରିଗୋଇରେ ଟ୍ରୁଡେ ମଧ୍ୟ ଏଥିରେ ପୀଡିତ ହୋଇଥିବା ସୂଚନା ମିଳିଛି। ଲଣ୍ଡନରୁ ଫେରିବା ପରେ ତାଙ୍କ ନିକଟରେ ଫ୍ଲୁର ଲକ୍ଷଣ…

ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ପୂର୍ବାପେକ୍ଷା ଶ୍ରୀକ୍ଷେତ୍ରକୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ ବି ବୃଦ୍ଧିପାଉଛି।…

ସୁନାମି ମୁକାବିଲା: ପ୍ରଶିକ୍ଷିତ ହେବ ୩୨୮ ଗାଁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚଳିତ ବର୍ଷ ଅକ୍ଟୋବର ପୂର୍ବରୁ ଓଡ଼ିଶା ଉପକୂଳର ୩୨୮ ଗାଁକୁ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ। ତନ୍ମଧ୍ୟରୁ ୨ ଗାଁ ସମ୍ପୂର୍ଣ୍ଣ ସୁନାମି ପ୍ରତିରୋଧ କରିବାକୁ ସକ୍ଷମ ହୋଇଗଲାଣି। ଯେକୌଣସି ସମୟରେ ୟୁନେସ୍କୋ ପକ୍ଷରୁ ଏହି ୨ ଗାଁକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri