Home

ଆଖିର ଏସ୍‌-୨ ରିସେପ୍ଟର ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଲୋକଙ୍କୁ ମାସ୍କ୍‌ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି। ତେବେ ଆଖି ଦ୍ୱାରା ମଧ୍ୟ ସହଜରେ କରୋନା ସଂକ୍ରମଣ ହୋଇପାରିଥାଏ। ଏନେଇ…

ପୁରୀରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଛୁଇଁଲା

ପୁରୀ ଅଫିସ, ୧୨।୫: ପୁରୀ ଜିଲାରେ ମଙ୍ଗଳବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ…

ପଞ୍ଜାବରେ ଲକ୍‌ଡାଉନ ପ୍ରଭାବ : ୫୦% କମିଛି ଚାଷୀ ଆତ୍ମହତ୍ୟା

ଜଳନ୍ଧର,୧୨।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। ପ୍ରାକୃତିକ ଦୁର୍ବିପାକର ଚିର ସହଚର ପାଲଟିଥିବା କୃଷି କ୍ଷେତ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଏହାସତ୍ତ୍ୱେ ଚାଷୀ ଭାଙ୍ଗି ଯାଇନାହିଁ। କୃଷି କ୍ଷେତ୍ରରେ କରୋନା କଟକଣା କୋହଳ କରାଯାଇଥିବାରୁ…

ଶିକ୍ଷାରେ ବିପର୍ଯ୍ୟୟ ଆଣିବ କରୋନା

ନୂଆଦିଲ୍ଲୀ,୧୨ା୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଶିକ୍ଷାକୁ ଗୁରୁତର ପ୍ରଭାବିତ କରିବାକୁ ଯାଉଛି। ଯଦି ତୁରନ୍ତ ମହତ୍ୱାକାଂକ୍ଷୀ ନୀତି କାର୍ଯ୍ୟକାରୀ କରା ନଯାଏ ତେବେ ପିଲାମାନଙ୍କର ଶିକ୍ଷା ବିପର୍ଯ୍ୟୟ ଆଡକୁ ଠେଲିହୋଇଯିବ ବୋଲି ବିଶ୍ୱ ବ୍ୟାଙ୍କ ବିଶେଷଜ୍ଞମାନଙ୍କ ଏକ ଟିମ୍‌…

ବୁଧବାରରୁ ସୁପ୍ରିମକୋର୍ଟରେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୨ା୫: ସୁପ୍ରିମକୋର୍ଟରେ ବୁଧବାରଠାରୁ ପ୍ରଥମ ଥର ଲାଗି କେତେକ ମାମଲାର ଶୁଣାଣି ଜଣିକିଆ ଖଣ୍ଡପୀଠରେ ହେବ। ବହୁସଂଖ୍ୟାରେ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଥିବାରୁ ଜଣିକିଆ ଖଣ୍ଡପୀଠରେ ସେଗୁଡ଼ିକର ଶୁଣାଣି ଲାଗି ନିଷ୍ପତ୍ତି ହୋଇଛି। ୭ ବର୍ଷ କିମ୍ବା ଏହାଠାରୁ କମ୍‌ ଜେଲ୍‌ଦଣ୍ଡ…

‘ଏହା ରାଜନୀତି କରିବା ସମୟ ନୁହେଁ’

ନୂଆଦିଲ୍ଲୀ, ୧୨ା୫: ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଏକ୍ଷେତ୍ରରେ କେନ୍ଦ୍ର ସରକାର ଆମକୁ ସହଯୋଗ କରୁନାହାନ୍ତି। ରାଜ୍ୟ-ରାଜ୍ୟ ମଧ୍ୟରେ ଭେଦଭାବ କରାଯାଇ ରାଜନୀତି କରାଯାଉଛି। ସଂଘୀୟ ବ୍ୟବସ୍ଥାର ଅବମାନନା କରାଯାଉଛି। ଏଭଳି ସ୍ଥିତିରେ ସହଯୋଗ କରାଯିବା ବଦଳରେ…

ଭାରତକୁ ଡବ୍ଲ୍ୟୁଏଚ୍‌ଓର ପ୍ରଶଂସା

ନୂଆଦିଲ୍ଲୀ, ୧୨ା୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଭାରତକୁ ପ୍ରଶଂସା କରାଯାଇଛି। ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମିନାଥନ୍‌ ସୋମବାର କହିଛନ୍ତି, ବର୍ତ୍ତମାନ କରୋନା ଭାଇରସ୍‌ ଯୋଗୁ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକରେ ସ୍ଥିତି ଜଟିଳ ରହିଛି। ହେଲେ ଭାରତରେ ମୃତ…

ଦକ୍ଷିଣ କୋରିଆରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ

ସିଓଲ,୧୨ା୫: ଦକ୍ଷିଣ କୋରିଆରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ସତର୍କ କରିଦିଆଯାଇଛି। କଟକଣା କୋହଳ ହେବା ପରେ ରବିବାର ସଂକ୍ରମଣ ମାସକ ମଧ୍ୟରେ ସର୍ବାଧିକ ରହିଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ କହିଛନ୍ତି, ସଂକ୍ରମଣ ସମ୍ପୂର୍ଣ୍ଣ…

ଆନ୍ଧ୍ରରୁ ସମୁଦ୍ର ପଥରେ ଫେରିଲେ ୧୬ ନୋଳିଆ

କୋଣାର୍କ,୧୨।୫(ଡି.ଏନ୍‌.ଏ.): ଆନ୍ଧ୍ରରୁ ସମୁଦ୍ର ପଥଦେଇ ମଙ୍ଗଳବାର ଭୋର ୫ଟା୩୦ରେ ୧୬ଜଣ ନୋଳିଆ ଚନ୍ଦ୍ରଭାଗାରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ ପୁରୀ ନୋଳିଆ ସାହିର ୫ ଓ ଚନ୍ଦ୍ରଭାଗା ସାହିର ୧୧ଜଣ ରହିଛନ୍ତି। ଖବର ପାଇ କୋଣାର୍କ ଓ ଚନ୍ଦ୍ରଭାଗା ମେରାଇନ ପୋଲିସ ସୋମବାର…

୪୬୮ ଟ୍ରେନ୍‌ରେ ଫେରିଲେଣି ୫ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୧୨ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଆଣିବା ଲାଗି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରାଯାଉଛି। ମେ’ ୧ରୁ ଇତିମଧ୍ୟରେ ୪୬୮ଟି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ୫ ଲକ୍ଷରୁ ଅଧିକ…

ଇଟାଲୀକୁ ଟପି ୪ର୍ଥ ସ୍ଥାନରେ ରୁଷିଆ

ଓ୍ବାଶିଂଟନ/ମସ୍କୋ/ଲଣ୍ଡନ, ୧୨ା୫: ବିଗିିଡ଼ିବାରେ ଲାଗିଛି କରୋନା ସ୍ଥିତି। ବିଶ୍ୱକୁ ଥରହର କରି ଆତଙ୍କର ବାତାବରଣ ସୃଷ୍ଟିକରିଛି ଏହି ମହାମାରୀ ଭୂତାଣୁ। ସୋମବାର ସୁଦ୍ଧା ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪୨ ଲକ୍ଷ ୨୧ ହଜାର ଅତିକ୍ରମ କରିଥିବା ବେଳେ ଗଲାଣି ୨.୮୫…

ଆଜିଠାରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୧୨ା୫ (ପି.ଟି.):କରୋନା ମହାମାରୀ ପାଇଁ ପାଖାପାଖି ୫୦ ଦିନ ହେଲା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବନ୍ଦ ରହିଥିବାବେଳେ ମଙ୍ଗଳବାରଠାରୁ ପର୍ଯ୍ୟାୟକ୍ରମେ କେତେକ ରୁଟ୍‌ରେ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରେଲଓ୍ବେ ପକ୍ଷରୁ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?