Home

ଅନ୍‌ଲାଇନ୍‌ରେ ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ, ୭।୫(ପି.ଟି.): ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ଏହା ଅନ୍‌ଲାଇନ୍‌ରେ ଜରିଆରେ ହେବ। ଏଥିରେ ଉଭୟ ପୁରୁଷ ଓ ମହିଳା ଦଳର ଅଲିମ୍ପିକ ପ୍ରସ୍ତୁତି ଓ ହକିର ପୁନରାରମ୍ଭ ନେଇ ଆଲୋଚନା ହେବ। କୋଭିଡ୍‌-୧୯…

ମୁଁ ମଧ୍ୟ ଚାପ, ଭୟ ଅନୁଭବ କରିଥାଏ: ଧୋନୀ

ଚେନ୍ନାଇ,୭।୫(ପି.ଟି.): ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଜଣେ ସଫଳ କ୍ରିକେଟର ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଭଳି ସେ ଚାପର ବଶବର୍ତ୍ତୀ ହୋଇଥାନ୍ତି ଓ ଭୟ ମଧ୍ୟ କରିଥାନ୍ତି। ମେଣ୍ଟାଲ ହେଲ୍‌ଥ ବା ମାନସିକ ସ୍ବାସ୍ଥ୍ୟକୁ ନେଇ ଏକ ଆଲୋଚନାରେ…

ଅଷ୍ଟ୍ରେଲିଆନ୍‌ ଓପନ୍‌ ବାତିଲ ସମ୍ଭାବନା

ସିଡ୍‌ନୀ,୭।୫(ଏଏଫ୍‌ପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ଏପରିକି ଅଷ୍ଟ୍ରେଲିଆ ଓପନ ବାତିଲ ହେବା ସମ୍ଭାବନା ରହିଛି ବୋଲି ଟେନିସ ଅଷ୍ଟ୍ରେଲିଆ ସ୍ବୀକାର କରିଛି। ଯଦି କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିଥାଏ…

ରେଢାଖୋଲରେ ନିରାଡ଼ମ୍ବରରେ ପାଳିତ ହେଲା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ

ରେଢାଖୋଲ,୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଗୁରୁବାର ନିରାଡ଼ମ୍ବର ଭାବେ ପାଳିତ ହୋଇଛି। ବ୍ରହ୍ମ ଅବଧୁତ ବାବା ଆନନ୍ଦ ଦାସ ଦୀପ ପ୍ରଜ୍ୱଳନ କରି ବିଶ୍ୱଶାନ୍ତି କାମନା କରିଥିଲେ। ଏହି ଅବସରରେ ବସଷ୍ଟାଣ୍ଡସ୍ଥିତ ସନ୍ଥକବି ଭୀମ ଭୋଇଙ୍କ…

ରଥ ନିର୍ମାଣକୁ କେନ୍ଦ୍ର ସରକାରଙ୍କ ଅନୁମତି: ରଥ ଖଳାରେ ଧାର୍ମିକ ସମାବେଶକୁ ବାରଣ

ଭୁବନେଶ୍ୱର, ୭।୫(ବ୍ୟୁରୋ): ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କରିବା ସକାଶେ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ରଥ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସରକାରଙ୍କୁ କେତେକ ସର୍ତ୍ତମୂଳକ ଭତ୍ତିରେ ଅନୁମତି ଦେଇଛନ୍ତି। ଏ…

ଦିନକରେ ୩୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୭।୫(ବ୍ୟୁରୋ)-ରେକର୍ଡ ଭାଙ୍ଗିଲା କରୋନା ପଜିଟିଭ। ଦିନକରେ ରାଜ୍ୟରେ ମୋଟ ୩୪ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡିଶାରେ ଗୁରୁବାର ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଛି। ଗୁରୁବାର ଗଞ୍ଜାମରେ ୨୪, ମୟୁରଭଞ୍ଜରେ ୪, ଭୁବନେଶ୍ୱରରେ ୩, ବାଲେଶ୍ୱରରେ ୨…

ଭୁବନେଶ୍ୱରରେ ପୁଣି କରୋନା ପଜିଟିଭ

ଭୁବନେଶ୍ୱର,୭।୫(ବ୍ୟୁରୋ)-ପୁଣି ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ। ଗୁରୁବାର ସାରେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମଞ୍ଚେଶ୍ୱର , ଭିଏସ୍‌ଏସ୍‌ନଗର ଓ ସୂର୍ଯ୍ୟନଗର ଅଞ୍ଚଳରୁ ମୋଟ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ଦୁର୍ବଳ ନଦୀବନ୍ଧ ମରାମତି ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୭।୫-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତ୍ତିକ ବିପର୍ଯ୍ୟୟ କମିଟି ଓ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲାପାଳ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅନୁଦାନ

ବାଲେଶ୍ୱର ଅଫିସ, ୭।୫-ବାଲେଶ୍ୱର ଜିଲା ଗାୟତ୍ରୀ ଶକ୍ତିପୀଠ ତରଫରୁ ମହାମାରୀ କରୋନା ପୀଡ଼ିତଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ହଜାର ଟଙ୍କାର ଚେକ୍‌ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କୁ ପ୍ରଦାନ କରାଯାଇଛି। ଅଙ୍ଗାରଗଡ଼ିଆସ୍ଥିତ ଉକ୍ତ ଶକ୍ତିପୀଠର ଯୁବାବର୍ଗ ଲକ୍‌ଡାଉନ୍‌…

ସ୍ବତନ୍ତ୍ର ବସ୍‌ ଯୋଗେ ଝାଡଖଣ୍ଡ ଗଲେ ୨୮ ଶ୍ରମିକ

ବଡ଼ବିଲ, ୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରୁ ବୁଧବାର ୨୮ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଝାଡ଼ଖଣ୍ଡ ରାଜ୍ୟକୁ ପଠାଯାଇଥିବା ଜଣାପଡିଛି। ରାଜ୍ୟର କେନ୍ଦୁଝର ଜିଲା ବାମେବାରୀ, ଯୋଡ଼ା ଓ ରୁଗୁଡି ଏବଂ ସୁନ୍ଦରଗଡ଼ ଜିଲାର କୋଇଡା ଓ କାଲଟା ଆଦି ସ୍ଥାନରେ…

CORONAVIRUS UPDATE: ଆଉ ୧୦ ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଲା

ଭୁବନେଶ୍ୱର, ୭।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ସନ୍ଧ୍ୟାରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଜିଲାର ୭ ଥିବାବେଳେ ଭୁବନେଶ୍ୱରର ୩ ଆକ୍ରାନ୍ତ ରହିଛନ୍ତି। ଭୁବନେଶ୍ୱରର ୩ ଆକ୍ରାନ୍ତଙ୍କ ଘର ମଞ୍ଚେଶ୍ୱର, ଭିଏସ୍‌ଏସ୍‌ ନଗର ଓ ସୂର୍ଯ୍ୟନଗର ଅଞ୍ଚଳରେ।…

ଶିମିଳିପାଳରୁ ଶିକାରୀ ଗିରଫ

ଖୁଣ୍ଟା, ୭।୫(ଡି.ଏନ.ଏ.)-ଡୁକୁରା ରେଞ୍ଜ ଅଧୀନ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଗତ ବୁଧବାର ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି। ସେ ହେଲେ ଉକ୍ତ ରେଞ୍ଜ ତଥା ଉଦଳା ଥାନା ଅଧୀନ କାଶୀକୁଣ୍ଡଳ ଗ୍ରାମର ମଧୁ ନାଏକ( ୪୦)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?