ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା
ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ପହଞ୍ଚିଛି ୩,୪୦୫ରେ ଯାହା ଚାଇନାଠାରୁ ଅଧିକ। ଚାଇନାରେ ଏବେ ମୃତକଙ୍କ…
ଏସ୍ସି/ଏସ୍ଟି ପିଲାଙ୍କ ହଷ୍ଟେଲ ବନ୍ଦ
ଭୁବନେଶ୍ୱର,୨୦।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ ହୋଇଥିବା କରୋନା ଭୂତାଣୁ ଜନିତ ସଂକ୍ରମଣ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ରାଜ୍ୟରେ ଭୟର…
ହୃଦ୍ରୋଗୀଙ୍କୁ ସୁସ୍ଥ ରଖେ ସଙ୍ଗୀତ
ଲଣ୍ଡନ: ଦିନକୁ ୧ ଘଣ୍ଟା ସଙ୍ଗୀତ ଶୁଣିଲେ ହାର୍ଟ ପାଇଁ ବହୁତ ଭଲ। ସର୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରି ଏହା କହିଛନ୍ତ। ସଙ୍ଗୀତ ଚିନ୍ତା ଏବଂ ଦୁଃଖ ଦୂର କରିବା ସହ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ। ବିଶେଷଜ୍ଞମାନେ…
ମୁମ୍ବାଇ, ପୁଣେ, ନାଗପୁର ସମେତ ମହାରାଷ୍ଟ୍ରର ୪ ସହର ଲକ୍ଡାଉନ୍
ମୁମ୍ବାଇ.୨୦।୩: ମହାରାଷ୍ଟ୍ରରେ କରୋନା ପୀଡ଼ିତଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିବାରୁ ଏବେ ଏହାକୁ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶୁକ୍ରବାର ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହରକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ…
ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତାର ହାତ ବଢ଼ାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲା ପାଟଣାଗଡ଼ ପୋଲିସ
ପାଟଣାଗଡ଼,୨୦।୩ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଦ୍ୱାରା ନିଃସ୍ବାର୍ଥପର ସେବା ପାଇଁ ଶୁକ୍ରବାର ଜଣେ ଯୁବକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଭଲ ମଣିଷ କାର୍ଯ୍ୟକ୍ରମ (ଗୁଡ୍ ସମରିଟାନ) ମାଧ୍ୟମରେ ସମ୍ମାନିତ କରାଯାଇଛି। ଯୁବକ ଜଣକ ହେଲେ ବାଙ୍କିବାହାଲ ଗ୍ରାମର…
କରୋନାରେ ପୀଡ଼ିତ ବଲିଉଡ୍ ଗାୟିକା
ମୁମ୍ବାଇ,୨୦।୩: ବଲିଉଡ୍ ଗାୟିକା କନିକା କପୁର କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେ ଲଣ୍ଡନରୁ ଫେରିଥିବା ବେଳେ ଏବେ…
କରୋନା ଭାଇରସ: ସରକାର ଜାରି କଲେ ହ୍ବାଟସ୍ ଆପ୍ ହେଲ୍ପଡେସ୍କ
ନୂଆଦିଲ୍ଲୀ,୨୦।୩: କରୋନା ଭାଇରସରେ ଏବେ ଭାରତରେ ପାଖାପାଖି ୨୦୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହେଲାଣି। ଏହି କରୋନାକୁ ନେଇ ଲୋକେ କିପରି ଭୟଭୀତ ନ ହେବେ ସେଥିପ୍ରତି ସରକାର ସବୁ ପ୍ରକାର ପ୍ରସ୍ତୁତି କରୁଛନ୍ତି। ଏବେ…
ଭିନ୍ନ ଢଙ୍ଗରେ କରୋନା ବାର୍ତ୍ତା : ଅଷ୍ଟ୍ରିଆନ୍ ପାଇଲଟ୍ ଏୟାରକ୍ରାଫ୍ଟ ଦ୍ୱାରା ଆକାଶରେ ଲେଖିଲେ ‘ଷ୍ଟେ ହୋମ୍’
ଭିଏନା: ଅଷ୍ଟ୍ରିଆର ଜଣେ ପାଇଲଟ୍ କୋରନା ଭାଇରସ୍ ମହାମାରୀ ସମୟରେ ଘରେ ରହିବା ପାଇଁ ଆକାଶମାର୍ଗରୁ ଲୋକଙ୍କୁ ସଚେତନତା ବାର୍ତ୍ତା ଲେଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ‘ଷ୍ଟେ ହୋମ୍’ ବା ଘରେ ରହିବା ପାଇଁ ବାର୍ତ୍ତା ଲେଖିବାକୁ ପାଇଲଟ୍ ଫ୍ଲାଇଟ୍ ରାଡାରର…
ହିତାଧିକାରୀଙ୍କ ଘରକୁ ଯାଇ ଦିଆଯିବ ଭତ୍ତା ଟଙ୍କା
ଛତ୍ରପୁର, ୨୦।୩(ଡି.ଏନ୍.ଏ.): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା…
ଆଖଣ୍ଡଳମଣି ମନ୍ଦିରରେ ତାଲା: ନିରାଶ ହୋଇ ଫେରୁଛନ୍ତି ଭକ୍ତ
ଆରଡି,୨୦।୩,(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର ପ୍ରଭାତରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଜିଲା ପ୍ରଶାସନ ମନ୍ଦିର ବନ୍ଦ ସଂକ୍ରାନ୍ତୀୟ ବିଜ୍ଞପ୍ତି ୪୦୦/୧୯.୦୩.୨୦ ଜାରି କରିଥିଲା। ସେଥିରେ ଏପ୍ରିଲ…
କରୋନା ପାଇଁ ୭୩ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ସ୍ଥଗିତ
ମୁମ୍ବାଇ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ଏବେ ସାରା ଦେଶରେ ଲକ୍ଡାଉନ୍ ପରିସ୍ଥିତି ସୃଷ୍ଟି କରିଦେଇଛି। କରୋନା ଯୋଗୁ ସାଧାରଣ ଜୀବନଠାରୁ ଆରମ୍ଭ କରି ଖେଳ, ଫିଲ୍ମ ଇଣ୍ଡଷ୍ଟ୍ରି ଓ ବ୍ୟବସାୟରେ ବହୁ ପ୍ରଭାବ ପକାଇଛି। କରୋନା…
ୟୁନିୟନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା
ପୁରୀ ଅଫିସ,୨୦।୩: ଘରୋଇ ୟେସ୍ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଆଇ)ରେ ରହିବ। ଏନେଇ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଛି। ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ଜମା କରାଯିବ ବୋଲି ଶୁକ୍ରବାର ଉନ୍ନୟନ…
Archives


