ସାମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ: ବର୍ଷାଋତୁ ଆସିବା ପୂର୍ବରୁ ମରାମତି ଲାଗି ଦାବି
ହିିଞ୍ଜିଳିକାଟୁ,୧।୬(ଡି.ଏନ୍.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ସୁନାରୀ ସାହିରେ ସୋମବାର ମଧ୍ୟାହ୍ନରେ ହୋଇଥିବା ସମାନ୍ୟ ବର୍ଷାରେ ଗାଁ ରାସ୍ତା ବେହାଲ ହୋଇ ଯାଇଛି। ଏହାର ପ୍ରଭାବରେ ଡ୍ରେନପାଣି ନିଷ୍କାସନ ହୋଇ ନ ପାରି ଦୀର୍ଘ ସମୟ ରାସ୍ତା ଉପରେ…
ଛତ୍ରପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର,୧।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରର ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ସୋମବାର ଅପରାହ୍ନରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ କର୍ମୀ ଭାଗୀରଥି ବେହେରାଙ୍କ ନେତୃତ୍ୱରେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୋର୍ଟ ଡକ୍ ୱାର୍କର୍ସ ୟୁନିୟନର ସଭାପତି ଜି…
ଭୋଗରାଇ ତହସିଲ ଆଗରେ ବିକ୍ଷୋଭ
ଭୋଗରାଇ, ୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ତହସିଲ ସମ୍ମୁଖରେ ସୋମବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ଭାଜପାର ମିଳିତ ସହଯୋଗରେ ଶତାଧିକ ମହିଳା ଏବଂ ପୁରୁଷ ସାମାଜିକ ଦୂରତା ରକ୍ଷା କରି ନୀରବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସମାଜସେବୀ ଦିଲ୍ଲୀପ କାମିଳାଙ୍କ…
ନୂତନ ଛତ୍ରପୁର ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର,୧।୬(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ନୂତନ ଏନ୍ଏସିର ନିର୍ବାହୀ ଅଧିକାରୀ ଭାବେ ଏନ୍ ଗଣେଶ ବାବୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମରେ ଓଏସ୍ଡି ଭାବେ କାର୍ଯ୍ୟକରୁଥିଲେ । ଛତ୍ରପୁର ଏନ୍ଏସିର ବିଭିନ୍ନ…
ବିକାଶର କର୍ଣ୍ଣଧାର ଥିଲେ ପର୍ଶୁରାମ
ଖଇରା, ୧ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ନିର୍ବାଚନମଣ୍ଡଳୀରେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ବର୍ଗତ ପର୍ଶୁରାମ ପାଣିଗ୍ରାହୀଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଖଇରା ବିଜୁ ଜନତା କାର୍ଯ୍ୟାଳୟରେ ଅୟୋଜିତ…
କାଳ ବୈଶାଖୀ ପ୍ରଭାବ : କାନ୍ଥ ପଡି ଘର ଭାଙ୍ଗିଲା, ୩ ଆହତ
ପାଟଣା,୧।୬(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲ ପାଟଣା ଅଞ୍ଚଳରେ କୁଆପଥର ବର୍ଷା, ଘଡଘଡି ସାଙ୍ଗକୁ ବହୁତ ଜୋର୍ସେ ପବନରେ ବିଦ୍ୟୁତ ସରବରାହ ବ୍ୟାହତ ହେବା ସହ ୩ଜଣ ଆହତ ହୋଇଛନ୍ତି। ପୂର୍ବାହ୍ନରୁ ସା ମଧ୍ୟରେ ପାଟଣା ଅଞ୍ଚଳରେ ୪୧.୪ ମିଲି…
ମାଟି ତଳୁ ମିଳିଲା ପୁରାତନ ଦୀପଷ୍ଟାଣ୍ଡ
ଚମ୍ପୁଆ/ଝୁମ୍ପୁରା/ପାଟଣା,୧।୬(ଡି.ଏନ.ଏ/ସ୍ବ.ପ୍ର.)-ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତ ଅଧୀନ ରସବନ୍ତଳା ଗ୍ରାମରୁ ପୁରାତନ କାଳରେ ବ୍ୟବହାର ହେଉଥିବା ସୌଖୀନଯୁକ୍ତ କାରୁକାର୍ଯ୍ୟ ସମ୍ପନ୍ନ ଏକ ଦୀପଷ୍ଟାଣ୍ଡ ମାଟି ତଳୁ ଉଦ୍ଧାର କରାଯାଇଛି। ଏହା ରାଜା ରାଜରାଜୁଡ଼ା ସମୟରେ ବ୍ୟବହାର କରାଯାଉଥିଲା ବୋଲି…
କାଳବୈଶାଖୀରେ ଭାଙ୍ଗିଲା ଗଛ, ଟ୍ରାନ୍ସଫର୍ମର
ଭଦ୍ରକ ଅଫିସ,୧ା୬- ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବହୁ କ୍ଷୟକ୍ଷତି ଘଟିଛି। ବହୁଦିନର ଗଛଗୁଡ଼ିକ ଭାଙ୍ଗି ପଡ଼ିଥିବା ବେଳେ ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୋଟି ପଡ଼ିଛି। ଭଦ୍ରକ ଉପକଣ୍ଠ ଗେଲପୁର ନିକଟରେ ବିରାଟ ଗଛ…
ବିଦ୍ୟୁତ୍ ବିଲ୍ ଛାଡ଼ ପାଇଁ ବିକ୍ଷୋଭ
କଟକ ଅଫିସ,୧ା୬: ଏସୟୁସିଆଇ (ସି) କଟକ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବିରେ ସୋମବାର ରାଣୀହାଟ ସେସୁ ଅଫିସ୍ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପଠାଯାଇଛି। ଲକ୍ଡାଉନ୍ ପାଇଁ ବହୁ ଲୋକ ନିଜର କର୍ମ…
ବିରଳ ପ୍ରଜାତିର କଇଁଛ ଉଦ୍ଧାର
ବାରିପଦା ଅଫିସ,୧ା୬- ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ଅଧୀନ ଦେଉଳିସ୍ଥିତ ଜମ୍ଭୀରା ଡ୍ୟାମ୍ରୁ ସୋମବାର ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର କରାଯାଇଛି। ସକାଳେ କିଛି ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ଏହି କଇଁଛଟି ଜାଲରେ ଲାଗିଥିଲା। ଏହାର ଓଜନ ୩୦…
ମୃତ ପ୍ରବାସୀ ଶ୍ରମିକଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ
ବାଲେଶ୍ୱର ଅଫିସ, ୧।୬-ସମଗ୍ର ଦେଶରେ ଲକ୍ଡାଉନ୍ ଯୋଗୁ ଜୀବିକା ହରାଇ ଭୋକିଲା ପେଟରେ ହଜାର ହଜାର କି.ମି. ପାଦରେ ଚାଲିବା ସହ ଅକାଳ ମୃତ୍ୟୁବରଣ କରିଥିବା ପ୍ରବାସୀ ଶ୍ରମିକଙ୍କ ସମ୍ମାନାର୍ଥେ ଉତ୍କଳ ମହିଳା ସମିତି ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ…
ଭିଟାମାଟି ପାଇଁ ବିକ୍ଷୋଭ
ବାଲେଶ୍ୱର ଅଫିସ, ୧।୬-ବାଲେଶ୍ୱର ସଦର ତହସିଲ ଅଧୀନ ଚାନ୍ଦିପୁର ଶ୍ରୀକୋଣା, ହିଡ଼ିଗାଁ ଆଦି ଅଞ୍ଚଳରେ ଶହ ଶହ ବର୍ଷ ଧରି ଭୂମିହୀନ, ଆଦିବାସୀ, ଦଳିତ ଓ ଗରିବ ଲୋକମାନେ ରହିଆସୁଛନ୍ତି। ସେମାନଙ୍କୁ ସରକାରୀ ଜମିର ପଟ୍ଟା ଦିଆ ନ ଯାଇ ମାଫିଆମାନେ…
Archives


