Posted inଜାତୀୟ

ଚିନ୍ତା କରନ୍ତୁ ନାହିଁ, ଖୁବ୍‌ଶୀଘ୍ର ଆସିବ କରୋନା ଔଷଧ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮।୬:ଦେଶରେ କରୋନା ରୋଗୀଙ୍କ ବୃଦ୍ଧି ପାଉଛି। ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ଆସୁଛି ଏବଂ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ, କରୋନା ଟିକା ଖୋଜିବା ପାଇଁ ସମଗ୍ର ବିଶ୍ୱ କାର୍ଯ୍ୟ କରୁଛି। ଏହାର ସନ୍ଧାନ ଭାରତରେ ମଧ୍ୟ ଚାଲିଛି। ମୁଁ ଭାବୁଛି ଆସନ୍ତା ବର୍ଷ ଏହି ଟିକା ଆସିବ। ଭାରତ ମଧ୍ୟ ନିରନ୍ତର ପ୍ରୟାସରେ ନିୟୋଜିତ ଏବଂ ଆମେ ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ ନୁହେଁ ବୋଲି ସେ କହିଛନ୍ତିି। ବିଶ୍ୱର ଅନ୍ୟମାନଙ୍କ ତୁଳନାରେ ଭାରତ କରୋନା ଉପରେ ଭଲ ପ୍ରଦର୍ଶନ କରିଛି। ଭାରତରେ ମୃତ୍ୟୁ ହାର ମଧ୍ୟ କମ ଅଛି। ଭାରତ ତୁଳନାରେ ଆମେରିକା, ବ୍ରାଜିଲ ଏବଂ ବ୍ରିଟେନରେ ମୃତ୍ୟୁ ହାର ଅଧିକ। ତେଣୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ନିର୍ବାଚନ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କୁ ଧୋକା ଦେଲା ହେଲିକପ୍ଟର

ମୁଜାଫରପୁର,୩୦ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ହୁଏତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସପକ୍ଷରେ ଯାଉନାହିଁ ତାଙ୍କ ହେଲିକପ୍ଟର । ଯାହା ଏବେ ତାଙ୍କୁ ଚିନ୍ତାରେ...

ଏସ୍‌ପି-ବିଏସ୍‌ପି ମେଣ୍ଟ ଭାଙ୍ଗିଲା

ଲକ୍ଷ୍ନୌ,୪ା୬: ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ୫ ମାସ ତଳେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଏସ୍‌ପି-ମାୟାବତୀଙ୍କ ବିଏସ୍‌ପିକୁ ନେଇ ଗଠନ ହୋଇଥିବା ମେଣ୍ଟ...

ବିଦେଶ ଯାଇପାରିବେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୨୫।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଅକ୍ଟୋବର ୨୫ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ବିଦେଶ ଯିବା ଲାଗି ସୁପ୍ରିମକୋର୍ଟ ସୋମବାର...

ମୋଦିଙ୍କୁ ହତ୍ୟା କରିବାକୁ ପଡିବ, କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ମାମଲା ଦାଏର…

ଭୋପାଳ,୧୨।୧୨ : କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପଡିବ ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ...

ପ୍ରାଣନାଶକ ସୂକ୍ଷ୍ମ ବାୟୁ ପ୍ରଦୂଷକ: ଘଣ୍ଟାଏରେ ହୋଇପାରେ ହୃଦ୍‌ଘାତ

ନୂଆଦିଲ୍ଲୀ, ୨୪।୪: ସମ୍ପ୍ରତି ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ବୈଶ୍ୱିକସ୍ତରରେ ଚିନ୍ତାର ବିଷୟ। ପ୍ରଦୂଷିତ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କଲେ କିଛି ସମୟ ମଧ୍ୟରେ ତାହା...

ଜାନୁୟାରୀ ୨୬ ହିଂସାରେ ଗିରଫ ହୋଇଥିବା କୃଷକଙ୍କୁ ମିଳିବ ୨ଲକ୍ଷ ଟଙ୍କା

ଚଣ୍ଡିଗଡ଼,୧୩ ।୧୧: ପଞ୍ଜାବ ସରକାର କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ବଡ ଘୋଷଣା କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହଛନ୍ତି...

ନାଗା ଶାନ୍ତି ବୁଝାମଣା ସମାଧାନ ବିଧାନସଭା ନିର୍ବାଚନ ପୂର୍ବରୁ ହେଉ: ଜେଡିୟୁ ଏମ୍‌ପିଙ୍କ ଦାବି…

କୋହିମା,୮।୧ : ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଜ୍ୟ ସଭା ଏମ୍‌ପି ଅନିଲ ପ୍ରସାଦ ହେଗଡେ ନାଗା ଶାନ୍ତି ବୁଝାମଣା ସମଧାନ ପରେ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ...

ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…

ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ)...

Advertisement
Archives

Model This Week