Home

୨ ହଜାର କିମି ଚାଲି ଚାଲି ଘରେ ପହଞ୍ଚିଲେ ଶ୍ରମିକ, ଘର ପାଖରେ ସାପ କାମୁଡିବାରୁ ଜୀବନଗଲା

ଗୋଣ୍ଡା,୨।୬: ଉତ୍ତରପ୍ରଦେଶର ଗୋଣ୍ଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବେଙ୍ଗାଲୁରୁରୁ ଗୋଣ୍ଡା ପ୍ରାୟ ୨ ହଜାର କିମି ଚାଲି ଚାଲି ଆସିଥିବା ଜଣେ ଶ୍ରମିକଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି। ଗୋଣ୍ଡାର ଥାନେପୁର ଗାଁରେ ରହୁଥିବା ସଲମାନ ନାମକ ଶ୍ରମିକ…

୬ ବର୍ଷରେ ପୋଲିସ ଗୁଳିରେ ୭,୬୬୬ କୃଷ୍ଣକାୟଙ୍କ ଯାଇଛି ଜୀବନ: କାଲିଫର୍ନିଆରେ ସର୍ବାଧିକ

ଓ୍ବାଶିଂଟନ, ୨।୬: ଆମେରିକାରେ ପୋଲିସ ନିର୍ଯାତନାରେ କୃଷ୍ଣକାୟ ଜର୍ଜ ଫ୍ଲୋୟଡ୍‌ଙ୍କର ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ଥମିବାର ନାଁ ଧରୁନି। ମିନିଆପଲିସ ସହରରେ ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଥିତ୍ଲା। ଏବେ ଏହା ଦେଶର ୪୦ଟି ସହରକୁ…

ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ରାନ୍ଧୁଛନ୍ତି ବିରେନ୍ଦ୍ର ସେହ୍ବାଗଙ୍କ ପରିବାର

କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି। ଶ୍ରମିକଙ୍କ ଏଭଳି ଦୁଃଖ…

୨ ଲକ୍ଷ ଛୁଇଁବାକୁ ଯାଉଛି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨।୬: ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୮,୧୭୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ୨୦୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।…

ପୁରୀରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଛୁଇଁଲା

ପୁରୀ ଅଫିସ,୨।୬: ପୁରୀ ଜିଲାରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା…

୧୮ ଜିଲାରୁ ୧୪୧ ପଜିଟିଭ୍‌: ୧୧୦ କ୍ୱାରାଣ୍ଟାଇନ ସେଣ୍ଟରରୁ, ୩୧ ଲୋକାଲ କେସ୍‌; ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ ହୋଇଥିବା ୧୪୧ ନୂଆ କରୋନା ପଜିଟିଭ୍‌ ୧୮ ଜିଲାର। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ସର୍ବାଧିକ ୨୭ ଆକ୍ରାନ୍ତ ରହିଛନ୍ତି। ସେହିପରି ଖୋର୍ଦ୍ଧରୁ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ୧୯, କେନ୍ଦ୍ରାପଡ଼ା ୧୩,…

ବୈଷ୍ଣୋଦେବୀ ଯାତ୍ରା: କଟ୍ରାରେ ୫୦ ଘୋଡ଼ା ସହିତ ଚାଳକଙ୍କ କରୋନା ପରୀକ୍ଷା

କଟ୍ରା, ୨।୬: ଜୁନ୍‌ ୮ରୁ ମାତା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ମନ୍ଦିର କର୍ତ୍ତୃପକ୍ଷ ବେଶ୍‌ ସକ୍ରିୟ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ସୋମବାର କଟ୍ରାଠାରେ ୫୦ ଘୋଡ଼ା ସହିତ ସେମାନଙ୍କ ଚାଳକଙ୍କର ନମୁନା ସଂଗ୍ରହ…

CORONAVIRUS UPDATE: ରାଜ୍ୟରେ ପୁଣି ୧୪୧ କରୋନା ପଜିଟିଭ ଚିହ୍ନଟ; ୨୨ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ଶହ ଟପିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ଆଡଭାନୀଙ୍କ ସହ ଫଟୋ ଶେୟାର କଲେ ‘ରାମାୟଣ’ର ସୀତା

ରମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ଦେବୀ ସୀତାଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକା ଚିଖଲିଆଙ୍କୁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଥାନ୍ତି। ନିଜ ବିଷୟରେ କିଛି ନା କିଛି ତଥ୍ୟ ସେ ନିଶ୍ଚୟ ଶେୟାର୍‌ କରିଥାନ୍ତି। ନିକଟରେ ସେ ଭାଜପାର…

ସୋନାକ୍ଷୀ ୩୩ ବର୍ଷରେ ପାଦ ଦେଲେ

ମୁମ୍ବାଇ, ୨।୬: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଙ୍ଗଳବାର ୩୩ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍‌ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଫେଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ପରେ ବଲିଉଡ୍‌ରେ ୨୦୧୦ରେ ଦବଙ୍ଗ…

କରୋନା ସଂକ୍ରମଣ: ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨।୬: ଭାରତ ବିଶ୍ୱର ସର୍ବାଧିକ କରୋନା ରୋଗୀଥିବା ଦେଶ ତାଲିକାର ସପ୍ତମ ସ୍ଥାନରେ ପହଞ୍ଚିଛି। ଫ୍ରାନ୍ସ, ଜର୍ମାନୀ ଭଳି ଦେଶକୁ ପଛକୁ ଠେଲି ଭାରତ ଉପରକୁ ଉଠିଛି। ଏବେ ଭାରତରେ ୧ ଲକ୍ଷ ୯୩ ହଜାର ୪୭୩ ସଂକ୍ରମିତ ବ୍ୟକ୍ତି ଥିବାବେଳେ…

୧୩ ପାକ୍‌ ଆତଙ୍କବାଦୀ ନିହତ

ଜମ୍ମୁ,୨।୬: ଭାରତକୁ ଅନୁପ୍ରବେଶ ଲାଗି ଉଦ୍ୟମ କରୁଥିବା ୧୩ ପାକିସ୍ତାନୀ ଆତଙ୍କବାଦୀ ଭାରତୀୟ ସେନାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ଏଥିସହ ଏକ ଟେରର୍‌ ଲଞ୍ଚ୍‌ପ୍ୟାଡ୍‌କୁ ମଧ୍ୟ ଧ୍ୱଂସ କରାଯାଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ମେନ୍ଧାର ସେକ୍ଟରରେ ଏହି ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri