‘ନିସର୍ଗ’ ବାତ୍ୟାର ନାମ ଦେଇଥିଲା ଏହି ଦେଶ, ଜାଣନ୍ତୁ କେଉଁ ବାତ୍ୟାର ନାମକରଣ କରିଛି କେଉଁ ଦେଶ
୧୯୫୩ ମସିହାରେ ଆଟ୍ଲାଣ୍ଟିକ ସାଗରର ଦେଶମାନଙ୍କ ଦ୍ୱାରା ପ୍ରଥମେ ବାତ୍ୟାର ନାମକରଣ କରାଯାଇଥିଲା। ବର୍ତ୍ତମାନ ବିଶ୍ୱ ପାଣିପାଗ ସଂଗଠନ ଏକ ବ୍ୟବସ୍ଥା କରିଛି, ଯେଉଁଥିରେ କେବଳ ଘୂର୍ଣ୍ଣିବଳୟ ଅଞ୍ଚଳର ନାମକରଣ କରାଯାଇଛି। ଆରବସାଗର ଏବଂ ବଙ୍ଗୋପସାଗରରେ ଝଡ଼ର ନାମକରଣ ପ୍ରକ୍ରିୟା ୧୬ବର୍ଷ…
ଲକ୍ଡାଉନ୍ରେ ମାଗଣାରେ ଲୋକଙ୍କ ଜିନିଷ ବୋହୁଛନ୍ତି ୮୦ ବର୍ଷୀୟ କୁଲି
ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ଲୋକ ଅସହାୟଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ସେହିପରି ଜଣେ ହେଲେ ଲକ୍ଷ୍ନୌର ୮୦ ବର୍ଷୀୟ ବୃଦ୍ଧ କୁଲି ମୁଜିବୁଲ୍ଲାହ। ସେ ରେଳ ଷ୍ଟେଶନରେ ବିନା…
ଲ୍ୟାଣ୍ଡ୍ଫଲ୍ କରୁଛି ‘ନିସର୍ଗ’, ୧୦୦- ୧୨୦ କିଲୋମିଟର ବେଗରେ ବହୁଛି ପବନ
ମୁମ୍ବାଇ,୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡ୍ଫଲ୍ କରୁଛି। ଏଠାରେ ବର୍ତ୍ତମାନ ୧୦୦-୧୨୦ କିଲୋମିଟର ବେଗରେ ପବନ ବହୁଛି। ଏହି ସମୟରେ ମୁମ୍ବାଇର ବାନ୍ଦ୍ରା – ଓ୍ବର୍ଲି ସାଗର ନିକଟବର୍ତ୍ତୀ…
ବାପାଙ୍କ ଚଲାପଥରେ ସଲମାନ୍: ଫାର୍ମ ହାଉସରେ ଲେଖୁଛନ୍ତି ଲଭ୍ଷ୍ଟୋରୀ
କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍ଡାଉନରେ ବଲିଉଡ୍ର ସବୁ କାମ ବନ୍ଦ ହୋଇଯାଇଥିଲା। ତେବେ ସୁପରଷ୍ଟାର ସଲମାନ୍ ଖାନ୍ ଏହି ସମୟରେ ଫାର୍ମହାଉସରେ ରହି ନିଜ ବନ୍ଧୁଙ୍କ ସହ ସମୟ ବିତାଉଛନ୍ତି। ତେବେ ସେଠାରେ ସେ…
ହାତ ରଖିଲେ ହସିଥାଏ ଗଛ
ଜାଣନ୍ତି ଏମିତି ଗଛ ଅଛି, ଯାହା ମଣିଷ ପରି ହଇରାଣ ହରକତ କରିଥାଏ। ଏପରିକି ହସିଥାଏ ମଧ୍ୟ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଗଛ ଭାରତରେ ହିଁ ରହିଛି। ଏହି ଅଜବ ଗଛ ଉତ୍ତରାଖଣ୍ଡର କାଲାଢୁଙ୍ଗୀ ଜଙ୍ଗଲରେ ରହିଛି। ଏହି…
CORONAVIRUS UPDATE: ଆଉ ୧୪୩ ନୂଆ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୩୮୮କୁ ବୃଦ୍ଧି
ଭୁବନେଶ୍ୱର, ୩।୬(ବ୍ୟୁରୋ): ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୨ କ୍ୱାରାଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ୧୧ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି। ଏ…
ଆରମ୍ଭ ହେଲା କ୍ୟାବିନେଟ୍ ବୈଠକ
ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ। ବୈଠକରେ ଅନେକ ଗୁରୁତ୍ପୁର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ସୋମବାର ବସିଥିବା ବୈଠକରେ ଏମଏସଏମଇରେ ମଧ୍ୟମ…
ଭୁବନେଶ୍ୱରରେ ହେବନି କଣ୍ଟେନମେଣ୍ଟ
ଭୁବନେଶ୍ୱର, ୩।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ କଣ୍ଟେନମେଣ୍ଟ ଜୋନ୍ ହେବ ନାହିଁ। ସିଲ କିମ୍ବା କଣ୍ଟେନମେଣ୍ଟ ଜୋନ କରାଯିବ ନାହିଁ । ଆବଶ୍ୟକ ହେଲେ ରାଜ୍ୟ ସରକାରଙ୍କ ଅନୁମତି ଅନୁସାରେ କଣ୍ଟେନମେଣ୍ଟ ଜୋନ୍ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା…
କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରତିବାଦ, ଅର୍ଦ୍ଧଦଗ୍ଧ ମୃତଦେହ ନେଇ ପଳାଇଲେ ପରିବାର ଲୋକେ
ଶ୍ରୀନଗର,୩।୬: କରୋନା ସଂକ୍ରମଣକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ଅଛନ୍ତି ଯେ, ପୀଡିତ ଲୋକଙ୍କଠାରୁ ଦୂରେଇ ରହିବା ସହ ସାର୍ବଜନୀନ ଶ୍ମଶାନରେ ମୃତ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ମଧ୍ୟ ବିରୋଧ କରୁଛନ୍ତି। ଜମ୍ମୁକଶ୍ମୀରର ଡୋଡାରେ ଏଭଳି ଏକ ଘଟଣା…
ବଦଳିଲା ପାର୍କ ସମୟ: ଶଟ୍ଡାଉନ୍ରେ ବନ୍ଦ
ଭୁବନେଶ୍ୱର, ୩।୬(ବ୍ୟୁରୋ): ବିଏମ୍ସି ଅଧୀନ ସବୁ ପାର୍କ ସମୟରେ ପରିବର୍ତ୍ତନ କରାଯାଇଛି। ଏଣିକି ସକାଳ ୫ ଟାରୁ ୧୦ଟା ଓ ଅପରାହ୍ନ ୪ରୁ ସନ୍ଧ୍ୟା ୬ଟା ଯାଏ ପାର୍କ ଖୋଲିବ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ସକାଳ ୫ରୁ ୭ଟା…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ: ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ
ଭୁବନେଶ୍ୱର, ୩।୬(ବ୍ୟୁରୋ): ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି। ମଙ୍ଗଳବାର ଜଗନ୍ନାଥ ଭାଜପାରୁ ଇସ୍ତଫା ଦେଇଥିଲେ। ଭୁବନେଶ୍ୱର ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଇସ୍ତଫା…
ବାତ୍ୟା ନିସର୍ଗକୁ ନେଇ ଚିନ୍ତାରେ ବଲିଉଡ୍ ଷ୍ଟାର୍, ଲୋକଙ୍କୁ ସତର୍କ ରହିବାକୁ ଦେଲେ ପରାମର୍ଶ
ବାତ୍ୟା ଅମ୍ଫନ୍ ପରେ ଏବେ ‘ନିସର୍ଗ’କୁ ନେଇ ଚିନ୍ତା ବଢିଯାଇଛି। ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ ଉପରେ ରହିଛି। ବୁଧବାର ଅପରାହ୍ନରେ ବାତ୍ୟା ନିସର୍ଗ ସ୍ଥଳଭାଗ ଛୁଇଁବ। ଏବେ ଏହା ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ରହିଛି।…
Archives


