କୀଟନାଶକ କାରଖାନାରେ ବିସ୍ଫୋରଣ: ୫ ମୃତ, ୫୭ ଆହତ
ଭାରୁଚ୍,୩ା୬: ଗୁଜରାଟର ଭାରୁଚ୍ ଜିଲା ଅନ୍ତର୍ଗତ ଦାହେଜସ୍ଥିତ ଆଗ୍ରୋ- କେମିକାଲ୍ ଫ୍ୟାକ୍ଟ୍ରିବଏଲରରେ ବୁଧବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୫୭ ଶ୍ରମିକ ଆହତ ହୋଇଥିବା ଜିଲାପାଳ…
ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ଅଭିଯୋଗ, ଥାନାରେ ଏତଲା
ବଅଁରପାଳ,୩ା୬(ଡି.ଏନ୍.ଏ.) : ଅନୁଗୋଳ ଜିଲା ନାଲ୍କୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ହରିଜନସାହିର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନରେ ଠକେଇ ହୋଇଥିବା ନେଇ ବୁଧବାର ନାଲ୍କୋ ଥାନାରେ ଅଭିଯୋଗ ହୋଇଛି। ସେମାନେ ଅଭିଯୋଗ କରିଛନ୍ତି, ଗ୍ରାମର ଜଣେ ବ୍ୟକ୍ତି ଗତ…
ଆମେରିକାକୁ ଚାଇନାର କଡ଼ା ଜବାବ: ଭାରତ-ଚାଇନା ସୀମା ସ୍ଥିତି ସ୍ଥିର, ତୃତୀୟପକ୍ଷର ହସ୍ତକ୍ଷେପ ଅନାବଶ୍ୟକ
ବେଜିଂ, ୩।୬: ଭାରତ-ଚାଇନା ସୀମାରେ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ପାଇଁ ଆମେରିକା ନିଜେ ହସ୍ତକ୍ଷେପ କରିବା ସମ୍ପର୍କରେ ସୂଚନା ଦେଇଥିଲା। ସୀମା ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…
ଚୌଧୁରୀ ଟିକରପଡ଼ା ପଞ୍ଚାୟତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କଲା ପ୍ରଶାସନ
ଦିଗପହଣ୍ଡି,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗାଁରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବୁଧବାର ମଧ୍ୟାହ୍ନରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅନୁମୋଦନ କ୍ରମେ ସମୁଦାୟ ଚୌଧୁରୀ ଟିକରପଡ଼ା…
CORONAVIRUS UPDATE: ସୁସ୍ଥ ହେଲେ ଆଉ ୯୧ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୧,୪୧୬କୁ ବୃଦ୍ଧି
ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୯୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ଦେବଗଡ଼ର ୨୨, ପୁରୀର ୧୬, ନୟାଗଡ଼ର ୧୫, ବଲାଙ୍ଗୀରର ୯, ଅନୁଗୋଳ-ବାଲେଶ୍ୱରର ୫, ଭଦ୍ରକ-ସୁନ୍ଦରଗଡ଼ର ୩, କଟକ-ଗଞ୍ଜାମ-ଖୋର୍ଦ୍ଧା-କଳାହାଣ୍ଡି-ବରଗଡ଼ର ୨, ଢେଙ୍କାନାଳ-ଗଜପତି-ଯାଜପୁରର ଜଣେ ଲେଖାଏଁ…
ଲକ୍ଡାଉନ୍-୫: ପ୍ରତିଦିନ ୮ ହଜାରରୁ ଅଧିକ ରହୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ, ୩।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍ଡାଉନ୍-୫ ଜୁନ୍ ୧ଠାରୁ ଜାରି ହୋଇଛି। ଏଥିରେ ବହୁ କ୍ଷେତ୍ରରେ ସର୍ତ୍ତ ଭିତ୍ତିକ କୋହଳ ନୀତି ଲାଗୁ କରାଯାଇଛି। ଲକ୍ଡାଉନ୍-୫ରେ ପ୍ରତିଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାରରୁ…
ନୟାଗଡରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୋବାଇଲ୍ ଟର୍ଚ୍ଚରେ ଆଟେଣ୍ଡାଣ୍ଟ କଲେ ଗୁରୁତର ରୋଗୀଙ୍କ ଷ୍ଟିଚିଂ
ନୟାଗଡ଼ ଅଫିସ,୩।୬: ମୋବାଇଲ ଟର୍ଚ୍ଚ ଆଲୋକରେ କରାଯାଉଛି ଷ୍ଟିଚ୍। ତାହା ପୁଣି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିବା ରୋଗୀଙ୍କୁ। ନୟାଗଡ ଜିଲା ରଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବୁଧବାର ସୂଚନା ମିଳିଛି।…
ବର୍ଷା ଛାଡ଼ିଗଲା ପରେ କାହିଁକି ଦିଶେ ଇନ୍ଦ୍ରଧନୁ
ଆକାଶରେ ନିଶ୍ଚିତ ଭାବେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ବର୍ଷାଦିନରେ ଏହା ଦେଖାଯାଏ। ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ମନକୁ କେବେ ପ୍ରଶ୍ନ ଆସିଛି କି,…
ପୁଣି ଆରମ୍ଭ ହେବ ଲାଇଟ୍, କ୍ୟାମେରା, ଆକ୍ସନ: ପ୍ରଥମ ଶୁଟିଂ ତାଲିକାରେ ଏହିସବୁ ଫିଲ୍ମ
ମୁମ୍ବାଇ: ଲକ୍ଡାଉନ୍ର ଦୁଇ ମାସ ପରେ ଆରମ୍ଭ ହେବାକୁ ଯାଉଛି ଲାଇଟ୍, କ୍ୟାମେରା ଆକ୍ସନ୍। ଅର୍ଥାତ୍ କରୋନା ମହାମାରୀ ଯୋଗୁ ଅଟକି ରହିଥିବା ଭାରତୀୟ ଫିଲ୍ମର ପୁଣି ଶୁଟିଂ ଆରମ୍ଭ ହେବା ପାଇଁ ଯାଉଛି। ଏଥିପାଇଁ ସରକାର ମଧ୍ୟ ଅନୁମତି ଦେଇସାରିଛନ୍ତି।…
ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍ ବ୍ୟବହାର କ୍ଷତିକାରକ: ଡବ୍ଲ୍ୟୁଏଚ୍ଓ
ଜେନେଭା, ୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସୁସ୍ଥ ହେବା ପାଇଁ ସଂକ୍ରମିତଙ୍କୁ ବିଭିନ୍ନ ଆଣ୍ଟିବାୟୋଟିକ୍ସ୍ ଦିଆଯାଉଛି। ତେବେ ଅତ୍ୟଧିକ ଆଣ୍ଟିବାୟୋଟିକ୍ସ୍ ବ୍ୟବହାର କ୍ଷତିକାରକ ବୋଲି (ବିଶ୍ୱସ୍ବାସ୍ଥ୍ୟ ସଂଗଠନ) ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। ଏନେଇ ଡବ୍ଲ୍ୟୁଏଚ୍ଓ ମହାନିର୍ଦ୍ଦେଶକ…
ନିସର୍ଗର ତାଣ୍ଡବ ଆରମ୍ଭ: ଅଲିବାଗରେ ବ୍ୟାପକ କ୍ଷୟକ୍ଷତି
ମୁମ୍ବାଇ, ୩।୬: ସାମୁଦ୍ରିକ ଝଡ଼ ନିସର୍ଗ ମହାରାଷ୍ଟ୍ରର ରାୟଗଡ଼ ଜିଲାର ହରିହରେଶ୍ୱର-ଡାମନ ମଧ୍ୟବର୍ତ୍ତୀ ଅଞ୍ଚଳ ଅଲିବାଗରେ ଭୂପୃଷ୍ଠ ଛୁଇଁଛି। ନିସର୍ଗ ପ୍ରଭାବରେ ଏଠାରେ ଘଣ୍ଟାପ୍ରତି ୧୨୦ରୁ ଅଧିକ ବେଗରେ ପବନ ବହିବା ସହିତ ବର୍ଷା ଲାଗି ରହିଛି। ଅଲିବାଗ ଅଞ୍ଚଳରେ ବହୁଗଛ…
ଚା’ କପ୍, ଟିକେ ବର୍ଷା, ବାତ୍ୟା ଅପେକ୍ଷାରେ ଟ୍ବିଙ୍କଲ
ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡଫଲ କରୁଛି। ଆଜି ମଧ୍ୟାହ୍ନରେ ଏହା ଲ୍ୟାଣ୍ଡଫଲ କରୁଛି। ଏହାକୁ ନେଇ ମୁମ୍ବାଇରେ ଘଣ୍ଟାପ୍ରତି ୧୧୦ କିମି ବେଗରେ ପବନ ବହୁଛଇ। ମହାରାଷ୍ଟ୍ର ସରକାର…
Archives


