ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ବାନା

ତେହେରାନ,୩୦ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଇରାନ ଗିରଫ ପରଓ୍ବାନା ଜାରି କରିବା ସହ ଇଣ୍ଟରପୋଲର ସହଯୋଗ ଲୋଡ଼ିଛି। ବାଗ୍‌ଦାଦରେ ଇରାନର ମୁଖ୍ୟ ଜେନେରାଲ କାସିମ୍‌ ସୁଲେମାନୀଙ୍କୁ ହତ୍ୟା କରାଯିବା ଘଟଣାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଇରାନ ଦର୍ଶାଇ ଏଭଳି ପଦକ୍ଷେପ ଗ୍ରହଣ କରିଛି। ତେହେରାନ ଓକିଲ ଅଲି ଅଲ୍‌କାସିମେହର ସୋମବାର କହିଛନ୍ତି, କେବଳ ଟ୍ରମ୍ପ ନୁହନ୍ତି, ୩୦ରୁ ଅଧିକ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଲାଗି ଦାୟୀ। ଗତ ଜାନୁୟାରୀ ୩ ଏୟାରଷ୍ଟ୍ରାଇକ୍‌ରେ ସୁଲେମାନୀଙ୍କୁ ହତ୍ୟା କରାଯାଇଥିଲା। ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବା ଓ ତେହେରାନ ଅଣୁଚୁକ୍ତିରୁ ଆମେରିକା ଓ ସହଯୋଗୀ ରାଷ୍ଟ୍ର ମୁହଁ ଫେରାଇ ଆଣିବା ପରିସ୍ଥିତିକୁ ଗମ୍ଭୀର କରିଛି। ଇଣ୍ଟରପୋଲ ଟ୍ରମ୍ପଙ୍କୁ ରେଡ୍‌କର୍ନର ନୋଟିସ ଜାରି କରୁ ବୋଲି ଅଲ୍‌କାସିମେହର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଇ ପୂର୍ବରୁ ଜାଣିଥିଲା ଚାଇନା

ହଂକଂ,୧୨ା୭: କରୋନା ମହାମାରୀ ସାରା ବିଶ୍ୱରେ ୧୨ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ ହେଲାଣି। ଚାଇନା ଯେଉଁ ସମୟରେ ସଂକ୍ରମଣ ନେଇ ସୂଚନା ଦେଲା ତାହାର...

ବୟସ ୧୪, ଉଚ୍ଚତା ୭ ଫୁଟ

ବେଜିଂ,୨୩ା୧୦: ଦକ୍ଷିଣ ପଶ୍ଚିମ ଚାଇନାର ସିଚୁଆନ ରାଜ୍ୟ ଲେଶାନ ସିଟିର ଜଣେ ୧୪ ବର୍ଷର ବାଳକଙ୍କ ଉଚ୍ଚତା ୭ ଫୁଟ। ଏହି ବାଳକ ବିଶ୍ୱର ସବୁଠୁ...

ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା...

ପ୍ରଥମଥର ପାଇଁ ମଙ୍ଗଳଗ୍ରହକୁ ରୋଭର ସହିତ ହେଲିକପ୍ଟର ପଠାଇବ ନାସା

ଓ୍ବାଶିଂଟନ୍‌,୩୦ା୭: ମଙ୍ଗଳଗ୍ରହକୁ ମିଶନ ପଠାଇବା ପାଇଁ ବର୍ତ୍ତମାନ ସତେ ଯେମିତି ପ୍ରତିଯୋଗିତା ଚାଲିଛି। ୧୧ ଦିନ ଭିତରେ ତୃତୀୟ ମିଶନ ହେବାକୁ ଯାଉଛି। ବର୍ତ୍ତମାନ ଆମେରିକା...

ତେଜଗାମ ଏକ୍ସପ୍ରେସରେ ନିଆଁ

କରାଚି,୩୧।୧୦: ପାକିସ୍ତାନର କରାଚି-ରାଓ୍ବଲପିଣ୍ଡି ତେଜଗ୍ରାମ ଏକ୍ସପ୍ରେସରେ ଗୁରୁବାର ସକାଳେ ନିଆଁ ଲାଗିଯାଇଛି। ରହିମ୍‌ ୟାର ଖାନ୍‌ ନିକଟ ଲିଆକତପୁରର ତାଲଓ୍ବାରି ଷ୍ଟେଶନଠାରେ ଉକ୍ତ ଟ୍ରେନରେ ଭୟଙ୍କର...

କାଲିଫର୍ନିଆ ଜଙ୍ଗଲରେ ନିଆଁ: ଘଣ୍ଟାରେ ଜଳୁଛି ୮ଶହ ଏକର; ଏକ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଲସ୍‌ ଏଞ୍ଜେଲ୍ସ୍‌,୧୨।୧୦: ଆମେରିକା କାଲିଫର୍ନିଆ ଜଙ୍ଗଲରେ ଗତ ଦୁଇଦିନ ତଳେ ଲାଗିଥିବା ନିଆଁ ଶନିବାର ଭୟଙ୍କର ରୂପ ନେଇଛି। ସୁରକ୍ଷା ଦୃଷ୍ଟିରୁ ଏକ ଲକ୍ଷ ଲୋକଙ୍କୁ...

କୁର୍ଦ୍ଦଙ୍କ ଉପରେ ତୁର୍କୀର ଆକ୍ରମଣ

ରାସ୍‌ ଅଲ୍‌-ଅଇନ୍‌,୧୦ା୧୦(ଏଫ୍‌ପି): ଉତ୍ତର ସିରିଆରେ ଥିବା କୁର୍ଦ୍ଦ ଆତଙ୍କବାଦୀମାନଙ୍କ ଆଡ୍ଡାସ୍ଥଳ ଉପରେ ତୁର୍କୀ ପକ୍ଷରୁ ବୁଧବାର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୀମାନ୍ତ ଅଞ୍ଚଳଗୁଡିକରେ ତୁର୍କୀ...

Advertisement


Archives

Model This Week

Why Dharitri