Home

ଗ୍ବାଦରରେ ନୌସେନା ଘାଟି ଗଢ଼ୁଛି ଚାଇନା

ଗ୍ବାଦର,୪ା୬: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ବାଦର ବନ୍ଦରରେ ଚାଇନା ଗୋପନରେ ଏକ ହାଇ ସିକ୍ୟୁରିଟି କମ୍ପାଉଣ୍ଡ ନିର୍ମାଣ କରୁଛି। ଏହାକୁ ଚାଇନା ନୌସେନା ଘାଟି ଭାବେ ବ୍ୟବହାର କରିବ ବୋଲି ଜଣାପଡ଼ିଛି। ଫୋର୍ବସ ମାଗାଜିନ୍‌ର ରିପୋର୍ଟ ଅନୁସାରେ ବିଶ୍ଳେଷକମାନେ ଏହାକୁ ଗ୍ବାଦରରେ…

ଭିଡିଓ କନଫରେନ୍ସରେ ହୋଇପାରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୪।୬(ବ୍ୟୁରୋ): କରୋନା (କୋଭିଡ୍‌-୧୯) ମହାମାରୀ ସଂକ୍ରମଣ ବିଧାନସଭା ଅଧିବେଶନ ବସିବା କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ଆସନ୍ତା ୬ ମାସ ଅର୍ଥାତ୍‌ ସେପ୍ଟେମ୍ବର ମଧ୍ୟରେ ବାଚସ୍ପତି ବିଧାନସଭା ଅଧିବେଶନ ଡାକି ପାରନ୍ତି। ପୂର୍ବଭଳି ବିଧାନସଭାରେ ଅଧିବେଶନ ନ ହୋଇ ଲୋକସେବା ଭବନରେ…

ଜୁନ୍‌, ଜୁଲାଇ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହ: ବାଚସ୍ପତି

ଭୁବନେଶ୍ୱର, ୪।୬(ବ୍ୟୁରୋ):ଗଞ୍ଜାମର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଭିଡିଓ କନ୍‌ଫରେନ୍ସ ଜରିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୌସୁମୀ ଜନିତ ସମ୍ଭାବ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲାର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା। ବିଧାନସଭାର କନ୍‌ଫରେନ୍ସ ପ୍ରକୋଷ୍ଠରେ…

ପରଲୋକରେ ନିତ୍ୟାନନ୍ଦ ଶତପଥୀ

ଭୁବନେଶ୍ୱର,୪।୬: (ବ୍ୟୁରୋ):ବିଶିଷ୍ଟ ସାହିତି୍ୟକ, ପ୍ରାବନ୍ଧିକ ଏବଂ ସମାଲୋଚକ ନିତ୍ୟାନନ୍ଦ ଶତପଥୀ ଆଉ ନାହାନ୍ତି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ବୁଧବାର ପୂର୍ବାହ୍ନ ୯ଟା ୧୫ରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ…

ଗିଲ୍‌ଗିଟ୍‌ ବାଲତିସ୍ତାନରେ ବୌଦ୍ଧ କୀର୍ତ୍ତି ଭାଙ୍ଗିଦେଲେ

ନୂଆଦିଲ୍ଲୀ,୪ା୬(ପି.ଟି.): ପାକିସ୍ତାନର ଗିଲ୍‌ଗିଟ୍‌ ବାଲତିସ୍ତାନରେ ଥିବା ଏକ ବୌଦ୍ଧ ଐତିହ୍ୟକୁ ଭାଙ୍ଗିଦିଆଯାଇଛି। ଏହାକୁ ନେଇ ବୁଧବାର ଭାରତ ପକ୍ଷରୁ ଆପତ୍ତି ଉଠାଯାଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଏପରି କଠୋରପନ୍ଥୀ କାର୍ଯ୍ୟକଳାପ ପ୍ରାଚୀନ ସଭ୍ୟତା ଓ ସାଂସ୍କୃତିକ ଐତିହ୍ୟର…

କରୋନା କବଳରେ ସାରା ଓଡ଼ିଶା

ଭୁବନେଶ୍ୱର,୪।୬:(ବ୍ୟୁରୋ):ମହାମାରୀ କରୋନା କବଳକୁ ଚାଲିଯାଇଛି ରାଜ୍ୟର ସମସ୍ତ ଜିଲା। ପୂର୍ବରୁ ୨୯ ଜିଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଥିବାବେଳେ ଏବେ ବାକିଥିବା ରାୟଗଡ଼ା ଜିଲାରୁ କୋଭିଡ୍‌-୧୯ ଠାବ ହୋଇଛି। ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ…

ଛାଡ଼ପତ୍ର ଦାବିକଲେ ଡେରେକ୍‌ଙ୍କ ସ୍ତ୍ରୀ

ଓ୍ବାଶିଂଟନ,୪ା୬(ପି.ଟି.): ଜର୍ଜ ଫ୍ଲୟଡ୍‌ଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଅଧିକାରୀ ଡେରେକ୍‌ ଶଉଭିନ୍‌ (୪୪)ଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ଗିରଫ କରାଯାଇଛି। ଡେରେକ୍‌ଙ୍କ ସ୍ତ୍ରୀ କିଲିଏ ମେ ଶଉଭିନ୍‌ (୪୫) ଏହି ଥାର୍ଡ-ଡିଗ୍ରୀ ହତ୍ୟାକାଣ୍ଡକୁ ନେଇ ମର୍ମାହତ ହୋଇ ତାଙ୍କଠାରୁ ଛାଡ଼ପତ୍ର ଦାବି…

ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର, ୪।୬(ବ୍ୟୁରୋ)- ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ପୂର୍ବରୁ ୩ ମାସ ପାଇଁ ମଧ୍ୟାହ୍ନ ଭୋଜନ ରାଶନ ମିଳିଥିଲା। ଏବେ ରୋଷେଇ ଖର୍ଚ୍ଚ ମିଳିବ। ଏନେଇ ମଧ୍ୟାହ୍ନ ଭୋଜନ ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ ବୁଧବାର ସମସ୍ତ ଜିଲାପାଳଙ୍କୁ ଚିଠି…

୫୦% କୋଭିଡ୍‌ ମୃତକଙ୍କ ବୟସ ୬୦ ଉପରେ

ନୂଆଦିଲ୍ଲୀ,୪ା୬: ଭାରତରେ ବରିଷ୍ଠ ବ୍ୟକ୍ତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦ ପ୍ରତିଶତ ହୋଇଥିବାବେଳେ କୋଭିଡ୍‌-୧୯ ମୃତ୍ୟୁରେ ଏମାନଙ୍କ ସଂଖ୍ୟା ୫୦% ଥିବା ସରକାର ସୂଚନା ଦେଇଛନ୍ତି। ୭୩ ପ୍ରତିଶତ କୋଭିଡ୍‌ ମୃତକଙ୍କଠାରେ ଅନ୍ୟାନ୍ୟ ରୋଗ ରହିଥିବା ଜଣାପଡିଛି। ଅନ୍ୟ ଦେଶ ତୁଳନାରେ…

ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ର ପ୍ରସିଦ୍ଧ ଗୀତିକାର ଅନଓ୍ବର ସାଗରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ସାଗରଙ୍କ ଅନେକ ଗୀତ ଲୋକପ୍ରିୟ ହୋଇଥିଲା। ଏଥିମଧ୍ୟରୁ ଅକ୍ଷୟ କୁମାର ଏବଂ ଆୟଶା ଜୁଲକାଙ୍କ ଅଭିନୀତ ‘ଖିଲାଡି’…

ହିରୋ ସାଜିଲେ ଭାରତୀୟ ବ୍ୟବସାୟୀ

ଓ୍ବାଶିଂଟନ,୪ା୬(ପି.ଟି.): ମିନେସୋଟା ରାଜ୍ୟସ୍ଥିତ ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍‌ ହତ୍ୟା ଘଟଣାର ପ୍ରତିବାଦରେ ଆମେରିକାରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଜଣେ ଭାରତୀୟ ବ୍ୟବସାୟୀ ୭୫ ବିକ୍ଷୋଭକାରୀଙ୍କୁ ନିଜ ଘରେ ସୁରକ୍ଷା ଦେଇ ନିଜ ପାଇଁ ଜଣେ ହିରୋର ପରିଚୟ ସୃଷ୍ଟି…

ବର୍ଣ୍ଣବୈଷମ୍ୟ ପ୍ରତି ଆଖି ବୁଜିଦେଇପାରିବା ନାହିଁ

ଭାଟିକାନ୍‌ ସିଟି,୪ା୬: କୃଷ୍ଣକାୟ ଆମେରିକୀୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଶୋକବ୍ୟକ୍ତ କରିଛନ୍ତି। ପୋପ୍‌ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ବର୍ଣ୍ଣବୈଷମ୍ୟ ପାପର ପରିଣାମ ଭାବେ ଅଭିହିତ କରି ତାଙ୍କ ଆମତ୍ାର ସତ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି। ସପ୍ତାହିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri