ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିବ ଦରମା
ଭୁବନେଶ୍ୱର, ୯।୭(ବ୍ୟୁରୋ): ଲକ୍ଡାଉନ ଯୋଗୁ କେତେକ ସରକାରୀ କାର୍ଯ୍ୟାଳୟ ଆଂଶିକ ଖୋଲା କିମ୍ବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିରେ ନିଯୁକ୍ତ ଚୁକ୍ତିଭିତ୍ତିକ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଯୁକ୍ତ ଅଛନ୍ତି। ସେହି କର୍ମଚାରୀଙ୍କୁ ଦରମା ଦେବା ନେଇ ବିଭିନ୍ନ ବିଭାଗ ପକ୍ଷରୁ…
ପାରାଦୀପରେ ଗ୍ୟାସ୍ ନିର୍ଗତ ନେଇ ଚର୍ଚ୍ଚା
ପାରାଦୀପ,୯।୭(ସ୍ବ.ପ୍ର.): ପାରାଦୀପ ବନ୍ଦର ସହରରେ ଚାରି ଦିନ ହେଲା ରସାୟନ ଗ୍ୟାସ୍ ନିର୍ଗତ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରି କି ବୁଧବାର ଅଠରବାଙ୍କି ଅଞ୍ଚଳର ଜଣେ ବ୍ୟକ୍ତି ଆମୋନିଆ ଗ୍ୟାସ ପ୍ରଭାବରେ ଅସୁସ୍ଥ ହୋଇଛନ୍ତି ବୋଲି ଗଣମାଧ୍ୟମରେ ଅଭିଯୋଗ…
ସରକାରୀ କର୍ମଚାରୀଙ୍କୁ ଅଫିସ ମନା
ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦୈନିକ ୫୦୦ରୁ ଅଧିକ ମାମଲା ଦୃଷ୍ଟିକୁ ଆସୁଛି। ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାକୁ ଲାଗିଲେଣି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା…
ବିବାହ, ଶୁଦ୍ଧିରେ କୋଭିଡ୍-୧୯ ନିୟମ ଉଲ୍ଲଂଘନ ନେଇ ଉଦ୍ବେଗ: କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହା ମହାମାରୀ ରୂପ ନେବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ଶୁଦ୍ଧିକାର୍ଯ୍ୟ ବେଳେ କୋଭିଡ୍ ଗାଇଡ୍ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର…
ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ବିଶେଷଜ୍ଞ କମିଟିରେ ଓଡ଼ିଆ
ଭୁବନେଶ୍ୱର, ୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ପକ୍ଷରୁ ‘ଇନୋଭେସଶନ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଏଣ୍ଟରପ୍ରିନିୟର୍ଶିପ୍ ଡେଭ୍ଲପ୍ମେଣ୍ଟ’ ବିଶେଷଜ୍ଞ ଉପଦେଷ୍ଟା ସମିତିର ସଦସ୍ୟା ଭାବେ ଓଡ଼ିଶା ଜନ୍ମିତ ଡ. ମନୀଷା ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଛି। ସେ ୩ ବର୍ଷ…
୨୦୧୩ ଟୁଇଟ୍କୁ ନେଇ ମୋଦିଙ୍କୁ ଘେରିଲା କଂଗ୍ରେସ
ନୂଆଦିଲ୍ଲୀ,୯।୭: ୨୦୧୩ ଏପ୍ରିଲ ୧୫ରେ ଚାଇନାର ୧ ପ୍ଲାଟୁନ ସୈନ୍ୟ ଦୌଲତବେଗ୍ ଓଲ୍ଡି ସୀମାରୁ ଭାରତୀୟ ଭୂଖଣ୍ଡର ୧୯ କି.ମି. ଭିତରକୁ ଅନୁପ୍ରବେଶ କରି ୪ଟି ଟେଣ୍ଟ ତିଆରି କରିଥିଲେ। ଏହାକୁ ନେଇ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ୨୧ ଦିନ ଧରି…
ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ
ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ। ଏ ସମ୍ପର୍କରେ ବୁଧବାର ଇ-କମର୍ସ କମ୍ପାନୀଗୁଡିକ ସହ କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ…
ଭୁବନେଶ୍ୱର ଜମି ଉପରେ ନଜର ରଖିବ ‘ବ୍ଲୁଇସ୍’
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ୍)। ଏହା ଏକ ଓ୍ବେବ୍ ଓ ମୋବାଇଲ ଆପ୍ ଆଧାରିତ ବ୍ୟବସ୍ଥା। ଉଚ୍ଚ ଶକ୍ତିସମ୍ପନ୍ନ ଉପଗ୍ରହ ଚିତ୍ର ମାଧ୍ୟମରେ ଭୁବନେଶ୍ୱର ଅଞ୍ଚଳର ସମସ୍ତ ସରକାରୀ ଜମିକୁ…
ପିଲା ପଢ଼ିବେନି ଗୁରୁତ୍ୱପୂର୍ଣ୍ଣ ପାଠ
ନୂଆଦିଲ୍ଲୀ,୯।୭(ପି.ଟି.): କେବଳ ପିଲାଙ୍କ ପାଠପଢ଼ା ନୁହେଁ, ରାଜନୀତିରେ ମଧ୍ୟ କୋଭିଡ୍ର ପ୍ରଭାବ ଅସମ୍ଭାଳ ହୋଇପଡ଼ିଛି। ଏହାର ଆଭାସ ମିଳିଛି କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ସିଲାବସ୍ ପରିବର୍ତ୍ତନ ନିଷ୍ପତ୍ତିରୁ। କୋଭିଡ୍ ମୁକାବିଲା ପାଇଁ ଜାରି କଟକଣା…
ଅଭିନେତା ଜଗଦୀପଙ୍କ ପରଲୋକ
ମୁମ୍ବାଇ,୯।୭: ବଲିଉଡ୍ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫିଲ୍ମ ‘ଶୋଲେ’ରେ ସୁର୍ମା ଭୋପାଲି ଭୂମିକାରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣି…
କୋଭିଡ୍ ହସ୍ପିଟାଲରେ ଜନ୍ମ ନେଲେ ଦୁଇ ଶିଶୁ
ରାଉରକେଲା ଅଫିସ,୮।୭-ରାଉରକେଲା କୋଭିଡ୍ ହସ୍ପିଟାଲରେ ଆଡମିଟ ଥିବା ୨ଜଣ କରୋନା ଆକ୍ରାନ୍ତ ମହିଳା ସୁରକ୍ଷିତ ଭାବେ ଏକ କନ୍ୟା ଓ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁଧବାର ଜିଲାପାଳ ନିଖିଲ ପୱନ କଲ୍ୟାଣ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ…
ଝିଅ ପରେ ମା’ କରୋନା ଆକ୍ରାନ୍ତ
ବରଗଡ଼ ଅଫିସ୍,୮।୭- ବରଗଡ଼ ଜିଲାରେ ବୁଧବାର ପୁଣି ଜଣେ କରୋନା(କୋଭିଡ୍-୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଅତାବିରା ବ୍ଲକ୍ ଅଧୀନ କୁଲୁଣ୍ଡା ଗ୍ରାମର ଜଣେ ମହିଳା। ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ତଥା ପୂର୍ବରୁ କରୋନାରେ ସଂକ୍ରମିତ ନିଜ…

