ଅପରାଧୀ-ପ୍ରଶାସନର ମଧୁଚନ୍ଦ୍ରିକା: ବିକାଶ ଦୁବେଙ୍କ ଗିରଫ ନାଟକ
ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ତାଙ୍କୁ ମଧ୍ୟପ୍ରଦେଶ ଉଜୈନର ମହାକାଳ ମନ୍ଦିରରୁ ଗିରଫ କରାଯାଇଥିବା କୁହାଯାଉଛି। ତେବେ ଗିରଫ ଘଟଣା ଏକ ନାଟକ ପରି ମନେ ହେଉଥିବା…
ଆଜୀବନ କାରାଦଣ୍ଡ ଭୋଗୁଥିବା ୫ କଏଦୀ ମୁକ୍ତ
ଭଦ୍ରକ ଅଫିସ,୯।୮: ରାଜ୍ୟ ଆଇନ ବିଭାଗର ବିଜ୍ଞପ୍ତି ତଥା ରାଜ୍ୟ ଜେଲ୍ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଉପକାରାଗାରରୁ ବୁଧବାର ରାତିରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୫ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା କଏଦମାନେ ହେଲେ ଚାନ୍ଦବାଲି ଥାନା ଅନ୍ତର୍ଗତ…
ବିକାଶ ଦୁବେ ଗିରଫ ହୋଇଛନ୍ତି ନା କରିଛନ୍ତି ଆତ୍ମସମର୍ପଣ ସରକାର କରନ୍ତୁ ସ୍ପଷ୍ଟ: ଅଖିଳେଶ
ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଏନେଇ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସରକାରଙ୍କୁ ଘେରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ, ବିକାଶ ଦୁବେ ଗିରଫ…
କରୋନା ନେଲା ଆଉ ୪ଜୀବନ: ଜାଣନ୍ତୁ କେଉଁଠାରୁ କେତେ
ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୩ ରହିଥିବା ବେଳେ ଭଦ୍ରକରୁ ଜଣେ ରହିଛନ୍ତି। ଗଞ୍ଜାମରେ କରୋନା ଜନିତ…
ମେଲାନିଆଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ସ୍ଲୋଭେନିଆ,୯।୭: ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପଙ୍କ ଏକ କାଠ ପ୍ରତିମୂର୍ତ୍ତି ତାଙ୍କ ସହର ସ୍ଲୋଭେନିଆର ସେଭେନିକାଠାରେ ସ୍ଥାପିତ ହୋଇଥିଲା। ଏହି ପ୍ରତିମୂର୍ତ୍ତିକୁ ଜୁଲାଇ ୪ ତାରିଖ ରାତିରେ କିଏ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏହି ଦିନ ଆମେରିକାରେ ସ୍ବାଧୀନତା…
ଭାବପ୍ରବଣତା ସୃଷ୍ଟି କରନ୍ତି ପୋଷା କୁକୁର
ନେଡଲାଣ୍ଡସ(ଅଷ୍ଟ୍ରେଲିଆ): ପରିବର୍ତ୍ତିତ ଜୀବନଶୈଳୀରେ କେତେକ ଲୋକ ମାନସିକ ଚାପଗ୍ରସ୍ତ ହୋଇଥାନ୍ତି। କିଛି ଲୋକଙ୍କ ମଧ୍ୟରେ ଚିଡିଚିଡ଼ାପଣ ବଢ଼ିଥାଏ। ସାମାନ୍ୟ ସମସ୍ୟାରେ କେତେକ ଧୈର୍ଯ୍ୟହରା ପଡ଼ିଥାନ୍ତି। ତେବେ ଏସବୁର ସହଜ ସମାଧାନ ପୋଷା କୁକୁର ଦ୍ୱାରା ସମ୍ଭବ ବୋଲି ସମ୍ପ୍ରତି ହୋଇଥିବା ଏକ…
ଆମ୍ବେଦକରଙ୍କ ବାସଭବନରେ ଭଙ୍ଗାରୁଜା
ନୂଆଦିଲ୍ଲୀ,୯।୭: ସମ୍ବିଧାନ ପ୍ରଣେତା ଡଃ ବି. ଆର୍. ଅମ୍ବେଦକରଙ୍କ ମହାରାଷ୍ଟ୍ରର ଦାଦରସ୍ଥିତ ବାସଭବନ ‘ରାଜ୍ଗୃହ’ରେ କେତେକ ଦୁର୍ବୃତ୍ତ ମଙ୍ଗଳବାର ସନ୍ଧ୍ୟାରେ ପଶି ଭଙ୍ଗାରୁଜା କରିଛନ୍ତି। ସେଠାରେ ଥିବା କେତେକ ଫୁଲକୁଣ୍ଡ ଫିଙ୍ଗିଦେବା ସହ ସିସିଟିଭି କ୍ୟାମେରାକୁ ଭାଙ୍ଗିଦେଇଛନ୍ତି। ଏନେଇ ଗୃହମନ୍ତ୍ରୀ ଅନିଲ…
ଟ୍ରମ୍ପ୍ ପ୍ରଶାସନର ବିଦେଶୀ ଛାତ୍ର ଭିଜା ନିୟମକୁ ବିରୋଧ
ଓ୍ବାଶିଂଟନ,୯ା୭: ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରସ୍ତାବିତ ନୂଆ ଭିଜା ନିୟମକୁ ବିରୋଧ କରି ହାର୍ଭାର୍ଡ ୟୁନିଭର୍ସିଟି ଏବଂ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି) ବୁଧବାର ବୋଷ୍ଟନ କୋର୍ଟରେ ପିଟିଶନ ଦାଏର କରିଛନ୍ତି। ବିବାଦୀୟ ନିୟମକୁ…
ଇଥିଓପିଆ ହିଂସାରେ ୨୩୯ ମୃତ
ଆଡିସ୍ ଆବାବ୍,୯ା୭: ଇଥିଓପିଆରେ ସପ୍ତାହେ ହେଲା ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ଏଥିରେ ୨୩୯ ଜଣଙ୍କ ମୃତ୍ୟୁ ଘଟିଲାଣି। ୩,୫୦୦ ଲୋକ ଗିରଫ ହେଲେଣି। ଫଳରେ ଦେଶର ନୋବେଲ୍ ପୁରସ୍କାରପ୍ରାପ୍ତ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି…
ଦେଶରେ ପ୍ରଥମଥର ପାଇଁ ସାମ୍ନାକୁ ଆସିଲା କରୋନାର ନୂଆ ରୂପ
ନୂଆଦିଲ୍ଲୀ,୯।୭: ଦେଶରେ ପ୍ରଥମ ଥର ପାଇଁ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ କରୋନା ଟେଷ୍ଟ ୪ଥର ନେଗେଟିଭ୍ ଆସିଥିବା ସତ୍ତ୍ୱେ ତାଙ୍କ…
୮୯ ଆପ୍ ବ୍ୟାନ୍ କଲା ଭାରତୀୟ ସେନା: ଫେସ୍ବୁକ୍, ପବଜୀ ସାମିଲ୍
ନୂଆଦିଲ୍ଲୀ,୯।୭: କିଛିଦିନ ପୂର୍ବରୁ ଭାରତ ସରକାର ୫୯ଟି ଚାଇନା ଆପ୍ ବ୍ୟାନ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସରକାରଙ୍କ ପରେ ଭାରତୀୟ ସେନା ମଧ୍ୟ ୮୯ଟି ଆପ୍କୁ ବ୍ୟାନ୍ କରିଛି। ଯବାନଙ୍କୁ ନିଜ ଫୋନରୁ ଏହି ଆପ୍ଗୁଡିକୁ ଡିଲିଟ୍ କରିବା ପାଇଁ ଭାରତୀୟ…
CORONAVIRUS UPDATE: ରାଜ୍ୟରେ ୧୧ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଭୟଙ୍କର ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ପୁଣି ୫୭୭ ପୁଣି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାରକୁ ଟପିଛି। ନୂଆ ଚିହ୍ନଟ ହୋଇଥିବା…

