Home

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ, ଖୋଲିଲେ ଏସବୁ ପୋଲ୍‌

ମାଲକାନଗିରି,୧୨ା୭(ସ୍ବ.ପ୍ର.): ରବିବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଏହି ଦୁଇଜଣ ହେଲେ କାନା ମାଢି ଓ ମହିଳା ମାଓବାଦୀ ଲାକେ ପୁନେମ। ଦୀର୍ଘଦିନ ଧରି ଉଭୟ ମାଓବାଦୀ ସଙ୍ଗଠନରେ ସକ୍ରିୟ ରହିଥିଲେ। ତେବେ ଏମାନେ ସମାଜର…

ଚିନ୍ତାରେ ବିଶେଷଜ୍ଞ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିଟରେ ୨ ମାସ ପରେ ମଧ୍ୟ ଦେଖାଯାଉଛି ଲକ୍ଷଣ

ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏସବୁ ସତ୍ତ୍ୱେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଖରେ କିଛି…

କଟକ ସହରରେ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ପୁଣି ୯ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୧୨ା୭: ରବିବାର କଟକ ସହରରୁ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ୮ ଜଣ ଇନ୍‌ଷ୍ଟିଚ୍ୟୁଶନାଲ୍‌ କ୍ୱାରାଣ୍ଟାଇନରେ ଥିବା ବେଳେ ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ ଥାଇ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ହେଲେ…

ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର: ଆକାଶ

ନୂଆଦିଲ୍ଲୀ,୧୨।୭: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି। ଭାରତର ଶ୍ରେଷ୍ଠ ୬ଜଣ ଫିଲ୍ଡର ଚୟନ ପାଇଁ ସେ ପ୍ରୟାସ କରୁଥିଲେ। ତେବେ ସେ ଦେଖିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଚୟନ…

ସୌରାଷ୍ଟ୍ର ଛାଡ଼ିଲେ ଜ୍ୟାକ୍‌ଶନ: ପୁଡୁଚେରୀ ତରଫରୁ ଖେଳିବେ

ଚେନ୍ନାଇ/ମୁମ୍ବାଇ,୧୨।୭(ପି.ଟି.): ଶେଲଡନ ଜ୍ୟାକ୍‌ଶନ ସୌରାଷ୍ଟ୍ର ଦଳ ଛାଡିଛନ୍ତି। ସୌରାଷ୍ଟ୍ରକୁ ଗତ ରଣଜୀ ସେସନରେ ଚାମ୍ପିୟନ କରାଇଥିବା ଏହି ତାରକା ବ୍ୟାଟ୍ସମ୍ୟାନ ଆଗାମୀ ଘରୋଇ ସେସନରେ ଏବେ ପୁଡୁଚେରୀ ପକ୍ଷରୁ ଖେଳିବେ। ଏ ନେଇ ଜ୍ୟାକଶନ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ନିଶ୍ଚିତ…

ପାଇଲଟ ସାଜିବାକୁ ସଚିନଙ୍କ ଇଛା: ବହୁମତ ପାଇଁ ଆବଶ୍ୟକ ୧୦୧ ସଦସ୍ୟ

ଜୟପୁର, ୧୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାରଙ୍କ ଉପରେ ସଙ୍କଟ ମାଡ଼ିଆସୁଛି। ସଚିନ ପାଇଲଟ ଏବେ ରାଜ୍ୟର ପାଇଲଟ ସାଜିବାକୁ ଇଛା କରିଛନ୍ତି। ତେବେ ଶାସନ ଡୋର ଧରିବା ଲାଗି ୧୦୧ ଜଣ ସଦସ୍ୟଙ୍କ ବହୁମତର ଆବଶ୍ୟକତା ରହିଛି। ରାଜ୍ୟରେ…

ଏସ୍‌ବିଆଇରେ ମିଳିଲାନି ଚାକିରି, ଖୋଲିଲେ ନକଲି ବ୍ୟାଙ୍କ ଶାଖା, ଆଉ ତା’ ପରେ…

ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଏକ ନକଲି ଶାଖାକୁ ପୋଲିସ ସିଲ୍‌ କରିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ହେଉଛନ୍ତି ପୂର୍ବତନ ଏସ୍‌ବିଆଇର ଜଣେ କର୍ମଚାରୀଙ୍କ ପୁଅ।…

ଆଧାର କାର୍ଡ ଦେଖାଇଲେ ମିଳିବ କରୋନା ଔଷଧ ‘ରେମଡେସିଭିର୍‌’

ମୁମ୍ବାଇ, ୧୨।୭: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନା ଧରୁନି। କରୋନା ମହାମାରୀ ସମୟରେ ରାଜ୍ୟରେ ମାସ୍କ, ସାନିଟାଇଜର ଏବଂ କରୋନା ଔଷଧ ‘ରେମଡେସିଭିର୍‌’ର କଳାବଜାରି ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା…

ସପ୍ତାହରେ ୫ ଦିନ ଖୋଲିବ ସରକାରୀ କାର୍ଯ୍ୟାଳୟ

ଲକ୍ଷ୍ନୌ, ୧୨।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ରାଜ୍ୟରେ ସପ୍ତାହ ୫ ଦିନ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବ।…

ଚିକିତ୍ସା କରିବାକୁ ମନା କଲେ ୩ ହସ୍ପିଟାଲ: କରୋନା ଆକ୍ରାନ୍ତ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୋଲକାତା, ୧୨।୭: କରୋନା ମହାମାରୀ ସଂକ୍ରମଣ ଠାରୁ ଲୋକଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରୁଛି ଏହା ପ୍ରତି ଥିବା ଭୟ। ଫଳରେ କେତେକ ରୋଗୀଙ୍କୁ ଠିକ୍‌ ସମୟରେ ଚିକିତ୍ସା ନ ମିଳିପାରିବାରୁ ସେମାନଙ୍କର ମୃତ୍ୟୁ ଘଟୁଛି। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ…

ବାୟୁରେ କରୋନା ଭୂତାଣୁ: ଏସି ବନ୍ଦ କରନ୍ତୁ , ନଚେତ ଏହି ଉପାୟ ଆପଣାଇବାକୁ କହିଲେ ବିଶେଷଜ୍ଞ

କରୋନା ସଂକ୍ରମଣ ବାୟୁ ଦ୍ୱାରା ବ୍ୟାପୁ ନଥିବା କୁହାଯାଉଥିଲା। ହେଲେ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) କରୋନା ଭାଇରସ୍‌ ବାୟୁରେ ରହୁଥିବା ସ୍ବିକାର କରିଛି। ଏହା ଜଣାପଡ଼ିବା ପରେ କିଛି ବିଶେଷଜ୍ଞ ଲୋକମାନଙ୍କୁ ଘରର ଏସି ବନ୍ଦ କରିବାକୁ କହିଛନ୍ତି। ଯଦି…

ଭଦ୍ରକରେ ୧୧ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଲା

ଭଦ୍ରକ ଅଫିସ,୧୨ା୭: ରବିବାର ଭଦ୍ରକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଛି। ଚି଼ହ୍ନଟ ସମସ୍ତେ ସଙ୍ଗରୋଧ କେନ୍ଦ୍ରରୁ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା କୁହାଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?