ରାଜ୍ୟରେ ବଢ଼ିଲା ବସ୍ ଭଡ଼ା: ସାଧାରଣ-ଏକ୍ପ୍ରେସ୍ ୩ ପଇସା, ଡିଲକ୍ସ- ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି
ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୫ ଟଙ୍କା ଅଧିକ ଟଙ୍କା ବଢ଼ି ସାରତିଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବସ୍ଭଡ଼ାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।…
ସରପଞ୍ଚ ଅଜୟ ପଣ୍ଡିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ
ଶ୍ରୀନଗର,୧୬।୬: ଜମ୍ମୁ-କଶ୍ମୀର ଅନନ୍ତନାଗରେ ଜୁନ ୮ରେ କଶ୍ମୀରି ପଣ୍ଡିତ ସରପଞ୍ଚ ଅଜୟ ପଣ୍ଡିତାଙ୍କ ହୋଇଥିବା ହତ୍ୟାର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ। ଗତ ସପ୍ତାହ ଏନ୍କାଉଣ୍ଟରରେ ନିପାତ ହୋଇଥିବା ହିଜବୁଲ ମୁଜାହିଦିନର ଆତଙ୍କବାଦୀ ଓମାର ହିଁ ସରପଞ୍ଚଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଏନେଇ…
୪୫ ବର୍ଷ ପରେ ଭାରତ-ଚାଇନା ସୀମାରେ ଗୁଳି ବିନିମୟ: ଜଣେ କର୍ନଲ-୨ ଯବାନ ଶହୀଦ
ଲଦାଖ, ୧୬।୬: ଭାରତ ଚାଇନା ସୀମାରେ ଦୀର୍ଘ ୪୫ ବର୍ଷ ପରେ ପୁଣି ଥରେ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ଜଣେ କର୍ନଲ ଏବଂ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ଚାଇନର ୩ ସୈନ୍ୟଙ୍କର ଏଥିରେ ମୃତ୍ୟୁ ଘଟିଥିବା…
ବଢ଼ିଲା ରଥଯାତ୍ରା ସମ୍ଭାବନା: ରଥ ପ୍ରତିଷ୍ଠା ପାଇଁ ଦେଉଳ ପୁରୋହିତଙ୍କୁ ଅନୁମତି
ପୁରୀ ଅଫିସ, ୧୬।୬: ମହାମାରୀ କରୋନା ଯୋଗୁ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡ଼ିବ ନା ନାହିଁ ଏହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି। ଆସନ୍ତା ୨୩ ତାରିଖରେ ରଥଯାତ୍ରା। ମଝିିରେ ଆଉ ମାତ୍ର ୬ ଦିନ ରହିଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟ…
ଜୁଲାଇ ୧୫ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ଛୁଇଁବା ଆଶଙ୍କା
ନୂଆଦିଲ୍ଲୀ, ୧୬।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୁଲାଇ ୧୫ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଛୁଇଁବ। ହୋଇଥିବା ଏକ ସର୍ଭେ ରିପୋର୍ଟରେ…
ଲକ୍ଡାଉନ ନିୟମ ଉଲ୍ଲଂଘନ, ଗଞ୍ଜାମ, ହୁମା ଅଞ୍ଚଳର ୭ ଦୋକାନ ସିଲ୍
ଗଞ୍ଜାମ,୧୬।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଶଟ୍ଡାଉନ ଘୋଷଣା କରିଛନ୍ତି। ଏଥିସହ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ…
ଫ୍ରାନ୍ସରେ ଖୋଲିଲା ବର୍ଡର, ବାର, କାଫେ, ସ୍କୁଲ
ପ୍ୟାରିସ,୧୬।୬: କରୋନା ଭାଇରସ୍ ମହାମାରୀ ସାରା ବିଶ୍ୱକୁ ଏକ ଆହ୍ବାନ ଦେଇଛି, ଯେଉଁଥିରୁ ମୁକୁଳିବା ପାଇଁ କୌଣସି ଦେଶ ଏଯାଏଁ ସଫଳ ହୋଇପାରିନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ମାସ ମାସ ଧରି ଚାଲିଆସୁଥିବା ଲକ୍ଡାଉନ ଯୋଗୁ ସମସ୍ତଙ୍କ ଜୀବିକାରେ ସଙ୍କଟ…
ସାତଫେରା ପରେ କ୍ୱାରାଣ୍ଟାଇନ୍ରେ କନ୍ୟା-ବର-ବରଯାତ୍ରୀ
ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ସାତଫେରା ପରେ କନ୍ୟା, ବର ଏବଂ ୮୫ ବରଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ସ୍ଥାନୀୟ ଛତ୍ରପୁର ଅଞ୍ଚଳରେ ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁଗ୍ରାମ୍ରୁ ବରଯାତ୍ରୀ ଘୁବରା ସହରକୁ ଆସିଥିଲେ। ତେବେ ବିବାହରେ ଯୋଗଦେଇଥିବା…
ପୁଅକୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଇବା ପାଇଁ ରାସ୍ତାକୁ ଓହ୍ଲାଇଲେ ଶିଖର ଧାଓ୍ବନ
କରୋନା ଯୋଗୁ ଏବେ ସମସ୍ତ କ୍ରିକେଟ ସିରିଜ୍ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି। ଭାରତୀୟ ଦଳର ଷ୍ଟାର୍ ସପନର ଶିଖର ଧାଓ୍ବନ ନିଜ ଫ୍ୟାନଙ୍କ ସହ ଯୋଡି…
ସଙ୍ଗରୋଧରୁ ବାହାରିବାର ୨ ଦିନ ପରେ କରୋନା ପଜିଟିଭ ଚିହ୍ନଟ: ନପଙ୍ଗ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ଭଣ୍ଡାରିପୋଖରୀ, ୧୬।୬ (ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସୋମବାର କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। କୋଲକାତାରୁ ଫେରି ଜଣେ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସେଠାରେ ଅବଧି ଶେଷ ହେବା ପରେ ସେ…
୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍ !
ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି। ପ୍ରୟାଗରାଜର ମୋତିଲାଲ ନେହେରୁ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ ପକ୍ଷରୁ ଏକ ନୂଆ ପ୍ରଣାଳୀ ଡିପ୍-ଏକ୍ସ୍ର…
ପ୍ରୟାଗରାଜର ପୂର୍ବତନ ଏସ୍ଏସ୍ପିଙ୍କୁ କରୋନା
ପ୍ରୟାଗରାଜ,୧୬।୬: ଉତ୍ତରପ୍ରଦେଶ ପ୍ରୟାଗରାଜର ପୂର୍ବତନ ଏସ୍ଏସ୍ପି ସତ୍ୟାର୍ଥ ଅନିରୁଦ୍ଧ ପଙ୍କଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଆସିବା ପରେ ମଙ୍ଗଳବାର ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସତ୍ୟାର୍ଥଙ୍କ ଗନ୍ମ୍ୟାନ ପ୍ରଥମେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ଏହାପରେ…
Archives


