Home

‌ବିଦେଶରେ ରହିଛି ଏହି ଭାରତୀୟ କ୍ରିକେଟରଙ୍କ ନାଁରେ ରାସ୍ତା

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଧିନାୟକ ବିରାଟ କୋହଲି ଏବଂ ୧୯୮୩ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଲ ଦେବ ନାଁରେ ବିଦେଶରେ ରାସ୍ତା ରହିଛି। ଅଷ୍ଟ୍ରେଲିଆର ପଶ୍ଚିମ ମେଲବୋର୍ଣ୍ଣରେ ଏହି ରାସ୍ତାଗୁଡିକ ରହିଛି। ଏଠାରେ ଭାରତୀୟମାନେ ବହୁ ସଂଖ୍ୟାରେ ରହୁଥିବାରୁ ରାସ୍ତାଗୁଡିକ ଭାରତୀୟ…

ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ୍‌ ଖୁଣ୍ଟ

ସମ୍ବଲପୁର, ୧୫।୬ (ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଦଲେଇପଡା ପୋଲିସ କ୍ଲବ ଗଳିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଖୁଣ୍ଟର ତଳ ଅଂଶ ୮୦ ପ୍ରତିଶତ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। କୌଣସି ସମୟରେ ଏହା ଭାଙ୍ଗି…

କରୋନା ସଂକ୍ରମଣରୁୁ ନିଜ ଶିଶୁକୁ ବଞ୍ଚାଇବାକୁ ଯଶୋଦା ପାଲଟିଲେ ୨ମା’

ଗାଙ୍ଗଟକ୍‌,୧୫।୬: ଭଗବାନ କୃଷ୍ଣଙ୍କୁ ମା’ ଦେବକୀ ଜନ୍ମ ଦେଇଥିଲେ କିନ୍ତୁ ତାଙ୍କୁ ମାତୃତ୍ୱର ସ୍ନେହ ଯଶୋଦାଙ୍କଠାରୁ ମିଳିଥିଲା। ତେବେ ବିଶ୍ୱ ମହାମାରୀରେ କିଛି ଏଭଳି କାହାଣୀ ଦେଖିବାକୁ ମିଳିଛି। ଯେଉଁଠାରେ କରୋନା ସଂକ୍ରମଣରୁ ନିଜ ଶିଶୁକୁ ବଞ୍ଚାଇବା ପାଇଁ ୨ ମା’…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବହଳଦା,୧୫।୬((ଡି.ଏନ୍‌.ଏ): ରଜ ନେଇ ସମସ୍ତେ ବ୍ୟସ୍ତ ଥିବାବେଳେ ମୟୂରଭଞ୍ଜ ଜିଲା ସୀମାନ୍ତ ତିରିଙ୍ଗ ଥାନା ଅନ୍ତର୍ଗତ ଗୀତିଲତା ଗାଁ ମୁଣ୍ଡ ଏକ ଗଛରୁ ପୋଲିସ ସୋମବାର ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକଦ୍ୱୟ ରାମେଶ୍ବର ପାତ୍ର (୨୪) ଓ…

ଓଡ଼ିଶା ସାରା ଦେଶରେ ମଡେଲ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଓଡ଼ିଶାରେ ମୃତ୍ୟୁହାର ସାରା ଦେଶରେ ସର୍ବନିମ୍ନ। ଦିଲ୍ଲୀରେ ମୃତ୍ୟୁହାର ୬.୬ ପ୍ରତିଶତ ରହିଥିବା ବେଳେ ଭାରତରେ ୦.୭ ପ୍ରତିଶତ। ସେହିପରି ଓଡ଼ିଶାରେ ଏହା ମାତ୍ର ୦.୦୩ ପ୍ରତିଶତ ରହିଛି। ଆରୋଗ୍ୟ ହାରରେ ମଧ୍ୟ ସାରା ଦେଶରେ ଓଡ଼ିଶା ସବୁଠାରୁ…

ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ସାମ୍ପଲ ଟେଷ୍ଟ

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଓଡ଼ିଶାରେ କରୋନା ସାମ୍ପଲ ଟେଷ୍ଟ ୨ ଲକ୍ଷ ଟପିଛି। ଏ ନେଇ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ଆମକୁ ୨…

ମାସ୍କ ନ ପିନ୍ଧି ବିବାହ ଉତ୍ସବରେ ଯୋଗଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଦେବନାଗିରି,୧୫।୬: କର୍ନାଟକର ସ୍ବାସ୍ଥମନ୍ତ୍ରୀ ବି. ଶ୍ରୀରାମମୁଲୁ ଏକ ବିବାହ ଉତ୍ସବରେ ମାସ୍କ ନ ପିନ୍ଧି ଯୋଗଦେଇଥିବା ଦେଖିବାକୁ ମିଳିଛି। ପୂର୍ବତନ ମନ୍ତ୍ରୀ ପରମେଶ୍ୱର ନାଏକଙ୍କ ପୁଅ ବାହାଘରରେ ଯୋଗଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ। ଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସଚେତନତା ସୃଷ୍ଟି କରାଯାଉଥିବା…

ଜୁନ୍‌ ୧୬ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶା ଦିଦି

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଜୁନ୍‌ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଘରକୁ ଘର ବୁଲି ଆଶା ଦିଦି ଏବଂ ଏଏନ୍‌ଏମ୍‌ କର୍ମୀ ସର୍ଭେ କରିବେ । ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ସେମାନେ ଯିବେ। କାହାର କରୋନା ଲକ୍ଷଣ…

ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ ପରିଦର୍ଶନ କଲେ ଶାହା

ନୂଆଦିଲ୍ଲୀ,୧୫।୬: ଦିଲ୍ଲୀରେ ଲଗାତର ଭାବେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧିପାଇବା ସହ ଦିନକୁ ଦିନ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ଏହାକୁ ନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ଦିଲ୍ଲୀରେ ସବୁ ରାଜନୈତିକ ଦଳ…

ନୟାଗଡ଼ରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଗୋଟିଏ ପରିବାରର ୩ ଆକ୍ରାନ୍ତ

ନୟାଗଡ଼ ଅଫିସ,୧୫।୬: ନୟାଗଡ଼ ଜିଲାରେ ସୋମବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦଶପଲ୍ଲା ହାଇସ୍କୁଲ କ୍ବାରାଣ୍ଟାଇନ ସେଣ୍ଟରରୁ ଶାଆନ୍ତସାହିର ଜଣେ ଚିହ୍ନଟ ହୋଇଥିବା ବେଳେ ବାରମାସିଦଣ୍ଡାର ଗୋଟିଏ ପରିବାରର ୩ ଜଣ ବାପା, ମା’ ଓ ପୁଅ…

ଆଣ୍ଡାମାନ ଡିଜିପି କରୋନାରେ ଆକ୍ରାନ୍ତ

ପୋର୍ଟବ୍ଲେୟାର,୧୫।୬: ଆଣ୍ଡାମାନ ଓ ନିକୋବର ଦ୍ୱୀପର ମହାନିର୍ଦ୍ଦେଶକ(ଡିଜିପି) ଦେପେନ୍ଦ୍ର ପାଠକ ସୋମବାର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ତାଙ୍କ ସହ ଅନ୍ୟ ୨ଜଣ ଅଧିକାରୀ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଡିଜିପି ଦେପେନ୍ଦ୍ର ଟୁଇଟ କରି ସମସ୍ତଙ୍କୁ ଜଣାଇଛନ୍ତି।…

ଦିନକରେ ଆକ୍ରାନ୍ତ ୧୪୬, ସୁସ୍ଥ ୧୪୬

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ଅର୍ଥାତ୍‌ ସୋମବାର ସକାଳେ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ୧୪୬ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୬ଜଣ ରହିଥିବା ବେଳେ ଖୋର୍ଦ୍ଧା ୨୩, ଗଞ୍ଜାମ ୧୮, ମୟୂରଭଞ୍ଜ ୧୩,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri