ବାଲେଶ୍ୱରରେ ହେବ ଦେଶର ପ୍ରଥମ ପାଇଲଟ ପ୍ରୋଜେକ୍ଟ
ଭୋଗରାଇ, ୧୧ା୬(ଡ଼ି. ଏନ. ଏ. )-ମତ୍ସ୍ୟଚାଷ ଓ ମତ୍ସ୍ୟଜୀବୀଙ୍କ ସକାଶେ ଭାରତର ପ୍ରଥମ ପାଇଲଟ ପ୍ରୋଜେକ୍ଟ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ବାଲେଶ୍ୱରରେ ଖୁବ୍ଶୀଘ୍ର ହେବାକୁ ଯାଉଛି l ଏଥି ନିମନ୍ତେ ୨ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯିବ। ଏନେଇ ଭୋଗରାଇ…
କର୍ମଚାରୀଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଚୋରି
ଯୋଡ଼ା, ୧୧।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ବନେଇକଳା ବସ୍ତିରେ ଭଡା ଘରେ ରହୁଥିବା ଜଣେ କମ୍ପାନୀ କର୍ମଚାରୀଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂଚନାନୁଯାୟୀ, ଏସଏମ ବର୍ମା…
ଦୁର୍ଘଟଣାରେ ୨ ଛାତ୍ରଙ୍କ ଜୀବନଗଲା
ଠାକୁରମୁଣ୍ଡା,୧୧ା୬(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଟାଙ୍ଗୁରସାହି ନିକଟରେ ଗୁରୁବାର ଏକ ବାଇକ୍ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଠାକୁରମୁଣ୍ଡା ଥାନା ଅଧୀନ ଗୁହାଳଡିହି ଗ୍ରାମର ବାସୁଦେବ ପାଲଟାଙ୍କ ପୁଅ ସୁନୀଲ ଏବଂ ରାମ ଦାସଙ୍କ…
କ୍ରିକେଟରେ ଏହି ୭ ଖେଳାଳିଙ୍କୁ ମିଳିଛି ‘ସର୍’ ଉପାଧି
କ୍ରିକେଟ ଖେଳାଳିଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ‘ସର୍’ ସମ୍ମାନ। ଖେଲାଳିଙ୍କ ନାଁ ପୂର୍ବରୁ ‘ସର୍’ ଲାଗିବା ଗୌରବର କଥା ହୋଇଥାଏ। ବିଶ୍ୱର ୭ ଖେଳାଳିଙ୍କୁ ଏହି ସମ୍ମାନ ମିଳିଛି। ସର୍ ଲିଓନାର୍ଡ ହଟନ ଇଂଲଣ୍ଡର ପୂର୍ବତନ…
୧୩ ମଧ୍ୟରାତ୍ରରୁ ବାଲି ହରଚଣ୍ଡୀ ପୀଠରେ ୧୪୪ ଧାରା
ବ୍ରହ୍ମଗିରି,୧୧।୬(ଡି.ଏନ.ଏ.)- ଦିନ କେଇଟା ପରେ ଓଡ଼ିଶାର ଗଣ ପର୍ବ ରଜ ଉତ୍ସବ। ଏହି ଉତ୍ସବକୁ ନେଇ ପ୍ରତିଟି ଶକ୍ତି ପୀଠ ହୋଇଥାଏ ଚଳଚଞ୍ଚଳ। ଏହି ଶକ୍ତପୀଠଗୁଡ଼ିକ ମଧ୍ୟରୁ ବ୍ରହ୍ମଗିରି ବାଲି ହରଚଣ୍ଡୀ ପୀଠ ଅନ୍ୟତମ। ଉକ୍ତ ପୀଠରେ ୪ ଦିନ ଧରି…
ନାବାଳିକାଙ୍କୁ ଧମକ ଦେଇ ଯୁବକ ଗିରଫ
ଯୋଡ଼ା,୧୧।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନାନୁଯାୟୀ, ଜୁରୁଡି ଅଞ୍ଚଳର ରବିନ ମହାନ୍ତ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ଫୋନ୍ ମାଧ୍ୟମରେ ହଇରାଣ ହରକତ…
କିଟ୍ କିଣା ଦୁର୍ନୀତିକୁ ନେଇ ଦାବିପତ୍ର ପ୍ରଦାନ
କେନ୍ଦୁଝର, ୧୧।୬ (ସ୍ବ.ପ୍ର./ଡି.ଏନ.ଏ.)-କରୋନା ସମୟରେ କିଟ୍ କିଣାରେ ହୋଇଥିବା ଦୁର୍ନୀତି ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ଏକ ୬ ଦଫା ଦାବିପତ୍ର ଗୁରୁବାର ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ଖବରଦାତା…
୫ ଗାଁ ୭୨ ଘଣ୍ଟା ପାଇଁ ଶଟ୍ଡାଉନ
ପାଟଣା,୧୧।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି, ଏରଣ୍ଡେଇ ଓ ସରସକୋଲା ପଞ୍ଚାୟତର ଜଣେ ଲେଖାଏ କରୋନା ପଜିଟିଭ ବାହାରିଥିବାରୁ ଗୁରୁବାର ଜିଲା ପ୍ରଶାସନ ତରଫରୁ ଟୁଇଟର ଯୋଗେ ସୂଚନା ଦିଆଯାଇଛି। ଏଥିସହ ପାଟଣା ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।…
ଜିଲା ପ୍ରଶାସନର ଉପେକ୍ଷା ପ୍ରତିବାଦରେ କଂଗ୍ରେସର ଧାରଣା
ବାରିପଦା ଅଫିସ,୧୧ା୬- ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ମାସ୍କ, ଟେଷ୍ଟିଙ୍ଗ କିଟ୍, ପିପିଇ ଓ ର଼୍ୟାପିଡ୍ କୋଭିଡ୍ ଟେଷ୍ଟିଂ ମେଶିନ କିଣାରେ ଅନିୟମିତତା ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏନେଇ ସରକାରଙ୍କ ବିରୋଧରେ ଗୁରୁବାର ଦାବିପତ୍ର ଦେବାକୁ ଯାଇଥିତ୍ବା…
ପ୍ରଥମ ବଲ୍ରେ ଉଇକେଟ୍ ନେଇଥିଲେ ଏହି ୫ ବୋଲ୍ର
ବିଶ୍ୱ କ୍ରିକେଟରେ କିଛି ବୋଲର ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ପ୍ରଥମ ବଲରେ ଉଇକେଟ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଇଞ୍ଜାମାନ ଉଲ୍-ହକ୍ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍ ହକ ଦଳ ପାଇଁ ୧୨୦ଟି ଟେଷ୍ଟ ଖେଳି…
ଜୁଲାଇ ୧ରୁ ହେବ ସାଳନ୍ଦୀରୁ ଦଳ ସଫା
ଭଦ୍ରକ ଅଫିସ, ୧୧ା୬-ବର୍ଷାଦିନକୁ ଆଖି ଆଗରେ ରଖି ଜଳ ନିଷ୍କାସନର ସୁବ୍ୟବସ୍ଥା ପାଇଁ ସାଳନ୍ଦୀ ନଦୀରୁ ଦଳ ସଫା କରାଯିବା ପାଇଁ ଜିଲାପାଳ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକର ଲାଇଫ୍ଲାଇନ କୁହାଯାଉଥିବା ସାଳନ୍ଦୀ ନଦୀରେ ବର୍ଷାଦିନେ ବନ୍ୟା ସୃଷ୍ଟି ହୋଇଥାଏ।…
୧୫ ଦୋକାନ, ମଲ୍ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର, ୧୧ା୬ (ବ୍ୟୁରୋ)- ବର୍ତ୍ତମାନ ସାରା ଦେଶ ଅନ୍ଲକ୍-୧ରେ ଗତି କରୁଛି। କିନ୍ତୁ ଓଡ଼ିଶାରେ ଏବେ ବି ଲକ୍ଡାଉନ୍ ଜାରି ରହିଛି। ଅବଶ୍ୟ ରାଜ୍ୟ ସରକାର ଲକ୍ଡାଉନ୍-୫ରେ ନିୟମକୁ ସ୍ବଳ୍ପ ମାତ୍ରାରେ କୋହଳ କରିଛନ୍ତି। ଯାହାଫଳରେ ଏବେ ଜନସାଧାରଣ କରୋନା କଟକଣାକୁ…
Archives


