Home

ଭାରତରେ ବ୍ୟାନ୍‌ ହେବା ପରେ ପ୍ରତିକ୍ରିୟା ରଖିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୩୦।୬: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଦେଖାଦେବା ପରେ ଲଦାଖ ଘାଟିରେ ଉତ୍ତେଜନା ଜାରି ରହିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରିପାରୁ ନାହିଁ। ଅନ୍ୟପଟେ ସୋମବାର…

୩୬ ଘଣ୍ଟା ଆମ୍ବୁଲାନ୍ସ୍‌ରେ ବୁଲିବୁଲି ହସ୍ପିଟାଲ ଦ୍ୱାରରେ ଜୀବନ ହାରିଲେ ୫୨ ବର୍ଷ ବୟସ୍କ ବ୍ୟକ୍ତି

ବେଙ୍ଗାଲୁର, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ବହୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ନ ଥିବାବେଳେ କେତେକ ହସ୍ପିଟାଲ କରୋନା ସଂକ୍ରମଣ ଭୟରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ଭୟ କରୁଛନ୍ତି। ଏହାର ଏକ ସଦସ୍ୟତମ…

ମୌସୁମୀ ପାଗର ମଜା ନେଉଛି ମାଙ୍କଡ଼

ଆଧୁନୀକ ଯୁବକ ମଣିଷଙ୍କ ପରି ପଶୁପକ୍ଷୀ ମଧ୍ୟ ସ୍ମାର୍ଟ ହୋଇଯାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। ଏକ ମାଙ୍କଡ଼ ମୌସୁମୀ ପାଗର ମଜା ଦେବା ପାଇଁ ଛାତ ଉପରେ ଏକ ଟିଭି ଆଣ୍ଟିନା ଉପରେ ଆରାମ ଚେୟାର…

ସୁଶାନ୍ତଙ୍କ ପାଇଁ ଭଉଣୀ ଲେଖିଲେ ଭାବପ୍ରବଣ ବାର୍ତ୍ତା: ଯେଉଁଠି ଅଛ, ଖୁସିରେ ରୁହ

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଇତିମଧ୍ୟରେ ୧୭ ଦିନ ପୂରିଛି। ଏବେ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଦୁନିଆ ଛାଡିବା ପରେ ସେ ତାଙ୍କ ସହ ଅନେକ ପ୍ରଶ୍ନ ଛାଡିଯାଇଛନ୍ତି। ପରିବାରର ଏକମାତ୍ର ପୁଅକୁ ହରାଇ ପିତାଙ୍କ ଆଖିରେ…

CORONAVIRUS UPDATE: କରୋନା ନେଲା ଆଉ ୨ ଜୀବନ; ଉଭୟ ମହିଳା

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ଗଞ୍ଜାମ ଜିଲାର ବୋଲି ଜଣାପଡ଼ିଛି। ଉଭୟ ମହିଳା ହୋଇଥିବା ବେଳେ ଜଣେ ୪୮ ବର୍ଷୀୟା ଏବଂ ଅନ୍ୟ ଜଣେ ୩୯…

CORONAVIRUS UPDATE: ୭ ହଜାର ଛୁଇଁଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ପୁଣି ୨୦୬ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ…

ଯୌତୁକରେ ବାଇକ୍‌ ନ ମିଳିବାରୁ ମଣ୍ଡପରୁ ଉଠି ପଳାଇଲେ ବର, କନ୍ୟା କହିଲେ ଏମିତି

ପାଟନା,୩୦।୬: ବିହାରରେ ନାଳନ୍ଦା ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନାଚ ଗୀତ ସହ ବର ଜବରଦସ୍ତ ରୋଷଣୀରେ କନ୍ୟା ଘରେ ପହଞ୍ଚିଥିଲେ ବର କିନ୍ତୁ ଯୌତୁକରେ ବାଇନ ଦିଆଯିବା ଶୁଣିବା ପରେ ସେଠୁ ଉଠି ପଳାଇଥିଲେ ବର। ଏହା…

ଯବାନଙ୍କ ଜନ୍ମଦିନ ପାଳନର ଇମୋଶନାଲ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଜଣେ ସେନା ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିଲେ ଯେ କେହି ଭାବୁକ ହୋଇଯିବ ଏଥିରେ ସନ୍ଦେହ ନାହିଁ। ଭିଡିଓରେ ଜଣେ ଯବାନ ଯବାନଙ୍କ ଜନ୍ମଦିନ ପାଳନ କରାଯାଉଥିବା ଦେଖାଯାଇଛି। ପାଖରେ କେକ୍‌ ନ…

ପୁଣି ଏକ ମହାମାରୀ ଆଶଙ୍କା: ଚାଇନାରେ ଚିହ୍ନଟ ହେଲା ନୂଆ ସ୍ବାଇନ ଫ୍ଲୁ ଜି-୪ ଭୂତାଣୁ

ବେଜିଂ, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ତେବେ ପୁଣି ଏକ ମହାମାରୀର ଆଶଙ୍କା କରାଯାଉଛି। ଚାଇନାରେ ସମ୍ପ୍ରତି ନୂଆ ପ୍ରକାର ସ୍ବାଇନ୍‌ ଫ୍ଲୁ ଚିହ୍ନଟ ହୋଇଛି। ଚାଇନାର ଗବେଷକ ଏହି ନୂଆ ମହାମାରୀ ଭୂତାଣୁକୁ ଚିହ୍ନଟ…

ଦେଶର ୨ ବୈଜ୍ଞାନିକ ପ୍ରସ୍ତୁତ କଲେ ଖାସ୍‌ ମାସ୍କ, ମୂଲ୍ୟ ମାତ୍ର ୧୦ ଟଙ୍କା

ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋଭିଡ-୧୯ ପାଇଁ କୌଣସି ଔଷଧ ଏବଂ ଟିକା ଉପଲବ୍ଧ ନହେବା କାରଣରୁ ମୃତ୍ୟୁ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଏଡାଇବା ପାଇଁ ଫେସ ମାସ୍କ ଏବଂ ସାମାଜିକ ଦୂରତା ଅନୁସରଣ…

ସ୍ତ୍ରୀଙ୍କ ମୃତଦେହକୁ ସୋନ ନଦୀରେ ଭସାଇଲେ ସ୍ବାମୀ

ଭୋପାଳ, ୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ କାମଧନ୍ଦା ଅଭାବରୁ ବହୁ ଦିନମଜୁରିଆଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏହା ସଦ୍ୟତମ ଘଟଣା ମଧ୍ୟପ୍ରଦେଶର ସିଦ୍ଧି ଜିଲାରେ ଘଟିଛି। ସ୍ଥାନୀୟ କୋଟହା ମହଲା ବାସିନ୍ଦା…

ଧୋନୀଙ୍କୁ ଜନ୍ମଦିନ ଉପହାରରେ ହେଲିକପ୍ଟର ଦେବେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଗାମୀ ଜୁଲାଇ ୭ରେ ୩୯ ବର୍ଷରେ ପଦାର୍ପଣ କରିବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। କେବଳ ତାଙ୍କ ପ୍ରଶଂସକ ନୁହେଁ, ସାଥୀ ଖେଳାଳିମାନେ ମଧ୍ୟ ତାଙ୍କୁ ବଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri