ରାଜଧାନୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ମହିଳା ଡିଏସ୍ପିଙ୍କୁ ବନ୍ଧୁକ ଦେଖାଇ ସୁନାଚେନ ଲୁଟ୍
ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜଧାନୀରେ ପୁଣି ସକ୍ରିୟ ହୋଇପଡ଼ିଲେଣି ସୁନାଚେନ ଲୁଟ୍ କରୁଥିବା ଗ୍ୟାଙ୍ଗ। ସେମାନେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସଠାରୁ ମଧ୍ୟ ଲୁଟ୍ପାଟ କରିବାକୁ ପଛାଉ ନାହାନ୍ତି। ଏପରି ଏକ ଘଟଣାକ୍ରମରେ ରବିବାର ସକାଳେ ଖାରବେଳ ନଗର ଥାନା ୟୁନିଟ-୩ ଅଞ୍ଚଳରେ…
ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ
ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ ପ୍ରଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।…
ଅନ୍ଲକ୍-୩: ମେଟ୍ରୋ-ସ୍କୁଲ୍ ରହିବ ବନ୍ଦ
ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍ଡାଉନ୍କୁ ଧୀରେଧୀରେ କୋହଳ କରାଯାଉଛି। ଜୁଲାଇ ୩୧ରେ ଅନ୍ଲକ୍-୨ ଶେଷ ହେଉଛି। ଏହାପରେ ଅନ୍ଲକ୍-୩ ଆରମ୍ଭ ହେବ। ଏଥିରେ ସିନେମା ହଲ୍ ଏବଂ ଜିମ୍…
ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ
କୋରୁକୋଣ୍ଡା,୨୫ା୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ବାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁଥିବା ସୂଚନା ମିଳିଛି। ମାଲକାନଗିରି ଏସ୍ଓଜି, ଡିଭିଏଫ୍ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେଶନ ବେଳେ ମାଓବାଦୀଙ୍କ ସହ…
କରୋନା ପ୍ରଥମେ ଯେଭଳି ଘାତକ ଥିଲା ଏବେ ବି ରହିଛି ସେଭଳି: ମୋଦି
ନୂଆଦିଲ୍ଲୀ, ୨୬।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, କରୋନା…
୨୧ ବର୍ଷ ତଳେ ପାକିସ୍ତାନ କରିଥିଲା ଦୁଃସାହସ, ମିଳିଥିଲା କଡ଼ା ଜବାବ: ମୋଦି
ନୂଆଦିଲ୍ଲୀ, ୨୬।୭: ଭାରତୀୟ ସେନା ପକ୍ଷରୁ ୨୧ ବର୍ଷ ତଳେ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଥିଲା। ପାକିସ୍ତାନ ଦୁଃସାହସର ପରିଣତି ଭୋଗ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ ରବିବାର ଏଭଳି କହିଛନ୍ତି।…
ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଲା
ଭଦ୍ରକ ଅଫିସ,୨୫ା୭: ଭଦ୍ରକ ଜିଲାରେ ରବିବାର ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରେ ୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫ ଜଣ ସ୍ଥାନୀୟ…
ଆଜି ଆଉ ୧୦ ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୧୪୦କୁ ବୃଦ୍ଧି
ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ରବିବାର ମଧ୍ୟ ୧୦ କୋଭିଡ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରୁ ଗଜପତି ଜିଲାର ୬୩ ବର୍ଷୀୟ ବୃଦ୍ଧ,…
ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…
ମୁମ୍ବାଇ, ୨୬।୭: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ କହିଛନ୍ତି। ଏବେ ସୋନାକ୍ଷୀଙ୍କ ମନ୍ତବ୍ୟ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋନାକ୍ଷୀ…
CORONAVIRUS UPDATE: ଆଜି ୩୦ ଜିଲାରୁ ଚିହ୍ନଟ ହେଲେ ୧,୩୭୬ ଆକ୍ରାନ୍ତ; ଗଞ୍ଜାମରୁ ସର୍ବାଧିକ
ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ୩୦ ଜିଲାରୁ ରେକର୍ଡ ସଂଖ୍ୟକ ୧୩୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୧୭ କ୍ୱାରାଣ୍ଟାଇନ୍ ମାମଲା ଥିବା ବେଳେ ୪୫୯ ଲୋକାଲ କେସ୍ ରହିଛି। ଏହାକୁ…
୮ ଲକ୍ଷ ୮୫ ହଜାରରୁ ଅଧିକ କରୋନା ମୁକ୍ତ
ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ରବିବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୨ ହଜାର ୬୩ ଛୁଇଁଛି। ଇତିମଧ୍ୟରେ…
କରୋନା ମୃତକଙ୍କ ପାଇଁ ନିୟମାବଳୀ: ଶବ ସଂସ୍କାର ବେଳେ ଉପସ୍ଥିତ ରହିପାରିବେ ସମ୍ପର୍କୀୟ
ଭୁବନେଶ୍ୱର,୨୬।୭(ବ୍ୟୁରୋ): କୋଭିଡ୍-୧୯ ଆକ୍ରାନ୍ତ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ମୃତଦେହ ବହୁ ସମୟ ଧରି ପଡିରହୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମୃତଦେହ…

