Home

ମା’-ବାପାଙ୍କୁ ହରାଇଥିବା ଦିବେଶ ମାଟ୍ରିକ ଟପ୍ପର

ଝାରସୁଗୁଡ଼ା ଅଫିସ,୨୯ା୭: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ମିଳିଥାଏ। ଏହି କଥାର ବାସ୍ତବତା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାରେ। ଏହି ଜିଲାର ନିକତିମାଲ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଦିବେଶ ବେହେରା ଏ-୧ ଗ୍ରେଡ୍‌ ରଖି ମାଟ୍ରିକ ଟପ୍ପର…

କରୋନା ନାମରେ ସହାୟତା ନେଇ ଲମ୍ବୋର୍ଗିନି ଗାଡି କିଣିଲେ ଏହି ବ୍ୟକ୍ତି

କରୋନା ସମୟରେ ଗରିବ ଏବଂ ବେରୋଜଗାର ସଂଖ୍ୟା ବଢ଼ିଯାଇଛି। ଅନେକ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ସମୟରେ ସରକାର ଗରିବ ଏବଂ ଶ୍ରମିକଙ୍କୁ ସହାୟତା କରୁଛନ୍ତି। ମାତ୍ର ଆମେରିକାରେ ରହୁଥିବା ଡେଭିଡ୍‌ ଟି ହାଇନ୍ସ ନାମକ ଜଣେ ବ୍ୟକ୍ତି କରୋନା ନାମରେ…

ରାଫାଲ ଭାରତରେ ପହଞ୍ଚିବା ପରେ ପଡ଼ୋଶୀ ଦେଶରେ ଆସିଲା ୮.୫ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ,୨୯।୭: ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ବୁଧବାର ଭାରତରେ ପହଞ୍ଚିଛି। ପ୍ରାୟ ୭ ହଜାର କିମି ପାର୍‌ହୋଇ ଅମ୍ବାଲା ବାୟୁସେନା ଘାଟିରେ ଏହି ଶକ୍ତିଶାଳୀ ଯୁଦ୍ଧବିମାନଗୁଡିକ ପହଞ୍ଚିଛି। ରାଫାଲ ଭାରତରେ ପହଞ୍ଚିବା ପରେ ପଡୋଶୀ ଦେଶରେ ଭୂକମ୍ପ ସୃଷ୍ଟି…

ଡେଟଲ ରଚିଲା ଇତିହାସ

ନୂଆଦିଲ୍ଲୀ,୨୯।୭: କରୋନା ଯୋଗୁ ଲୋକେ ଏବେ ନିଜ ହାତକୁ ପରିଷ୍କାର ରଖିବା ପାଇଁ ସାବୁନରେ ହାତ ଧୋଉଛନ୍ତି। ଫଳରେ ଭାରତୀୟ ସାବୁନ ବଜାରରେ ଅନେକ ପରିବର୍ତ୍ତନ ହୋଇଛି। ଏହି ସମୟରେ ଅନେକ ଭାରତୀୟ ଡେଟଲ ସାବୁନ ବ୍ୟବହାର କରୁଛନ୍ତି। ଫଳରେ ଏହି…

ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ: ଷ୍ଟ୍ରେଚରରେ ମୃତଦେହକୁ ୨ କିମି ବୋହିଲେ ପରିବାରଲୋକେ

ମାଲକାନଗିରି,୨୯।୭(ସ୍ବ.ପ୍ର.): ହଜିଗଲା ମାନବିକତା,ମୃତ୍ୟୁ ପରେ ମଧ୍ୟ ମିଳିଲାନାହିଁ ସମ୍ମାନ। ଶେଷରେ ମେଡିକାଲ ଷ୍ଟ୍ରେଚରରେ ପରିବାରଲୋକେ ମୃତଦେହକୁକୁ ବୋହି ନେଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ପଡିଆ ବ୍ଲକ ସଦର ମହକୁମାରେ। ପଡିଆ ବ୍ଲକ ଅନ୍ତର୍ଗତ ମୁସାକୀଗୁଡା…

ନିମିଷକରେ ଜୀବନ ନେଇପାରେ ଜାଇଫଳ, ଜାଣନ୍ତୁ କାହିଁକି

ଆଜି ମଧ୍ୟ ଖାଦ୍ୟ ସାମଗ୍ରୀ ଏବଂ ଏହାର ପ୍ରଭାବ ବିଷୟରେ ବିଶ୍ୱର ଅନେକ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ ଚାଲୁରହିଛି। ଗତ କିଛି ବର୍ଷ ମଧ୍ୟରେ କରାଯାଇଥିବା ଅନୁସନ୍ଧାନରେ ବୈଜ୍ଞାନିକମାନେ ଏହିପରି ଅନେକ ଖାଦ୍ୟ, ପଦାର୍ଥ ଆବିଷ୍କାର କରିଛନ୍ତି, ଯାହାକୁ ଖାଇ ଲୋକେ ଗୁରୁତର…

କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ଲୋକଙ୍କୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ ଟୀକାର ଶେଷ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ଆଉ ୧୫ ଦିନ ମଧ୍ୟରେ…

୧୦ ହଜାର ଶିକ୍ଷକଙ୍କୁ ପିଅନ, ମାଳି କରାଇବାକୁ ଚାହୁଁଛନ୍ତି ଏହି ରାଜ୍ୟ ସରକାର

ଅଗରତାଲା,୨୯।୭: ତ୍ରିପୁରା ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ପିଟିଶନରେ ୧୦ ହଜାରର ପୋଷ୍ଟ ଗ୍ରାଜୁଏଟ, ଗ୍ରାଜୁଏଟ ଏବଂ ଅଣ୍ଡର ଗ୍ରାଜୁଏଟ୍‌ ଶିକ୍ଷକଙ୍କୁ ପୁନଃନିଯୁକ୍ତି ମାଗିଛନ୍ତି। ଏହି ୧୦, ୦୦୦ ଶିକ୍ଷକଙ୍କୁ ନିଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ରୋଚକ…

ଗଞ୍ଜାମରେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ କୋଭିଡ କେୟାର ସେଣ୍ଟର: ୩୦୦ ବେଡ୍‌, ୩୬ ଆଇସିୟୁ ବ୍ୟବସ୍ଥା

ଛତ୍ରପୁର, ୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରେ ଉତ୍ସର୍ଗୀକୃତ କୋଭିଡ୍‌ କେୟାର ସେଣ୍ଟର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିରେ ୧୫୦ ଲେଖାଏ ମୋଟ ୩୦୦ ବେଡ୍‌ ରହିବ। ଏଥିସହ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ…

କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ, ପରିଣାମ ହେଲା ଏମିତି

ବିଜନୋର,୨୯।୭: ଉତ୍ତରପ୍ରଦେଶ ବିଜନୋରରେ କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ବିବାଦ ଏତେ ବଢି ଯାଇଥିଲା ଯେ ଉଭୟ ପକ୍ଷ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଧାମପୁରର ପାଦଲି ମାଣ୍ଡୁ ଗ୍ରାମରେ…

ଅଗଷ୍ଟ ୧୦ ପୂର୍ବରୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ ଟୀକାର ଶେଷ ପର୍ଯ୍ୟାୟ ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ ଅଗଷ୍ଟ ୧୦ ପୂର୍ବରୁ ଏହା…

ଏସବୁ ୨୯ ଆପ୍‌ ଫୋନ୍‌ରୁ ଶୀଘ୍ର ହଟାନ୍ତୁ: ରହିଛି ଭାଇରସ୍‌

ନୂଆଦିଲ୍ଲୀ, ୨୯।୭: କେତେକ ଆପ୍‌ରେ ଭାଇରସ୍‌ ରହିଥିବାରୁ ସେଗୁଡ଼ିକୁ ଶୀଘ୍ର ଫୋନ୍‌ ରୁ ହଟାଇବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ହ୍ବାଇଟ ଓପସ୍‌ର ଇଣ୍ଟେଲଜେନ୍ସ୍‌ ଟିମ୍‌ ଏସବୁ ଆପ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଆପ୍‌ ପ୍ଲେ ଷ୍ଟୋରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?