Posted inଜାତୀୟ

କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ, ପରିଣାମ ହେଲା ଏମିତି

ବିଜନୋର,୨୯।୭: ଉତ୍ତରପ୍ରଦେଶ ବିଜନୋରରେ କୁକୁର କିଣାକୁ ନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ବିବାଦ ଏତେ ବଢି ଯାଇଥିଲା ଯେ ଉଭୟ ପକ୍ଷ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଧାମପୁରର ପାଦଲି ମାଣ୍ଡୁ ଗ୍ରାମରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚଢାଉ ଆରମ୍ଭ କରିଛି। ସୂଚନାନୁସାରେ, ମଙ୍ଗଳବାର ରାତିରେ କୁକୁର କିଣିବା ନେଇ ବିବାଦ ଦେଖାଦେଇଥିଲା। ଏହି ସମୟରେ ଗୋଟିଏ ପକ୍ଷର ରାହଗୀର ପ୍ରଶାନ୍ତ ଗୁଳିରେ ପ୍ରାଣ ହରାଇଥିବା ବେଳେ ତାଙ୍କ ମାମୁଁ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ଅନ୍ୟ ପକ୍ଷର କେହର ସିଂଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଉଭୟ ପକ୍ଷ ବିରୋଧରେ ଏଫଆଇଆର୍‌ ପଞ୍ଜୀକୃତ କରିଛି ଏବଂ ପଳାତକ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ସ୍ଥଗିତ ରହିଲା ରାଜ୍ୟ ସଭା ନିର୍ବାଚନ

ନୂଆଦିଲ୍ଲୀ,୨୪।୩: କରୋନା ଭାଇରସର ସଂକ୍ରମଣକୁ ଦେଖି ଆଗାମୀ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ କରି ଦିଆଯାଇଛି। ମଙ୍ଗଳବାର ନିର୍ବାଚନ କମିଶନ ଏହା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ...

ଏମଭିଏରେ ଫାଟ !…

ମୁମ୍ବାଇ, ୧୨।୭ : ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବିଦ୍ରୋହୀ ବିଧାୟକ ଦଳର ସମର୍ଥିତ ନେତା ଏକନାଥ ଶିନ୍ଦେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ...

କଶ୍ମୀରରେ ଆତଙ୍କବାଦୀଙ୍କୁ ଏକାଠି କରିବା ପାଇଁ ମାଧ୍ୟମ ପାଲଟିଛି ମୋବାଇଲ: ସତ୍ୟପାଲ

ଶ୍ରୀନଗର,୧୪।୧୦:କଶ୍ମୀରିଙ୍କ ପାଇଁ ଟେଲିଫୋନ ନୁହେଁ ବରଂ ଜୀବନ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ବି ସେମାନେ ବିନା ଟେଲିଫୋନରେ ଜୀବନ ବିତାଉଥିଲେ। ହେଲେ ଆତଙ୍କବାଦୀମାନେ ଘାଟିରେ...

କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟାଳୟରେ ଆଇଏଏସ୍‌ ଅଫିସର ବିବାହ କଲେ ଆଇପିଏସ୍‌ଙ୍କୁ

କୋଲକାତା,୧୭।୨: ବିବାହକୁ ସ୍ମୃତି କରିବା ପାଇଁ ଯୁବକ ଯୁବତୀ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏହାକୁ ଗ୍ରାଣ୍ଡଓ୍ବେରେ ସେଲିବ୍ରେଟ କରିବା ପାଇଁ ବହୁ ଦିନରୁ ଆୟୋଜନ...

ଆଇଆଇଏମ୍‌ ଅହମଦାବାଦରେ ୭୦ କରୋନା ସଂକ୍ରମିତ ଚିହ୍ନଟ

ଅହମଦାବାଦ,୩୦।୩: ଦେଶରେ ପୁଣି କରୋନା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ ଊର୍ଦ୍ଧ୍ୱ ରହୁଛି। ଏସବୁ ଭିତରେ...

ପ୍ରତିବର୍ଷ ଟ୍ରକ ଡାଇଭର ଦେଉଛନ୍ତି ୪୭ ହଜାର କୋଟିରୁ ଅଧିକ ଲାଞ୍ଚ: ରିପୋର୍ଟ

ନୂଆଦିଲ୍ଲୀ,୨୯।୨: ପ୍ରତିବର୍ଷ ଟ୍ରକ୍‌ ଡ୍ରାଇଭର ୪୭ ହଜାର କୋଟିରୁ ଅଧିକ ଲାଞ୍ଚ ଦେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଂଗଠନ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ୍‌...

୪୪ ମିନିଟର ଭାଷଣରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ସିରସା,୧୯।୧୦: ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଡ୍ଡା ଗ୍ରାଉଣ୍ଡରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’ରେ ପାଖାପାଖି ୪୪ ମିନିଟ୍‌...

କଂଗ୍ରେସ ଛାଡିବାକୁ ଚାହୁଁଥିବା ନେତାଙ୍କୁ ମୁଁ ନିଜେ କାର୍‌ରେ ପଠାଇଦେବି: କମଳନାଥ

ଭୋପାଳ,୧୯।୯: ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳୁଛି। ଶଙ୍କର ଶାହ ଏବଂ ରଘୁନାଥ ଶାହାଙ୍କ ବଳିଦାନ...

Advertisement
Archives

Model This Week