Home

ଗୀତ ଅଭ୍ୟାସ କରୁଛି ରୋହିତ୍‌ଙ୍କ ପୋଷା କୁକୁର

ମୁମ୍ବାଇ, ୩।୮: ଏବେ ମୁମ୍ବାଇର ରାଇଟର ତଥା କମେଡିଆନ୍‌ ରୋହିତ୍‌ ନାୟାରଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ୨୯ ସେକେଣ୍ଡର ଭିଡ଼ିଓରେ ରୋହିତ୍‌ ନିଜ ପୋଷା କୁକୁର ଜୋଏ ସହିତ ଗୀତ ଗାଉଥିବାରୁ ଦେଖିବାକୁ ମିଳୁଛି।…

କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି

ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସମଗ୍ର ଦେଶ ଏହାର ଟିକା ବା ଔଷଧ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି।…

ଭଉଣୀଙ୍କୁ ଏମିତି ଉପହାର ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଆଜି ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ଫିଲ୍ମ ଷ୍ଟାର୍‌ମାନେ ମଧ୍ୟ ଏହି ଦିନଟିକୁ ବିଶେଷ ଭାବରେ ପାଳନ କରୁଛନ୍ତି। ଅଭିନେତା ଅକ୍ଷୟ କୁମାର ଆଜିର ଦିନରେ ତାଙ୍କ ଭଉଣୀ ଅଲ୍‌କା ଭାଟିଆଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି।…

ବଦଳିଲେ ଖୋର୍ଦ୍ଧା ଜିଲାପାଳ

ଭୁବନେଶ୍ୱର,୩ା୮(ବ୍ୟୁରୋ): ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତଙ୍କର ସୋମବାର ବଦଳି ହୋଇଛି। ତାଙ୍କ ବଦଳି ପରେ ସନତ କୁମାର ମହାନ୍ତି ନୂତନ ଜିଲାପାଳ ହୋଇଛନ୍ତି। ଏଥିସହିତ ଗଞ୍ଜାମ କୋଭିଡ୍‌ ମ୍ୟାନେଜମେଣ୍ଟର ଓଏସ୍‌ଡି ଭାବେ ଆଇଏଏସ୍‌ କୀର୍ତ୍ତି ଭାସାନଙ୍କ ବଦଳି ହୋଇଛି। ସେହିପରି…

ରକ୍ଷାବନ୍ଧନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ବାର୍ତ୍ତା ପଠାଇଲେ ସୁରସାମ୍ରାଜ୍ଞୀ: ମୋଦି ଏଭଳି ରଖିଲେ ଜବାବ

ମୁମ୍ବାଇ,୩।୮: ସମଗ୍ର ଦେଶରେ ସୋମବାର ପବିତ୍ର ରକ୍ଷାବନ୍ଧନ ପାଳିତ ହେଉଛି। ଭାଇଭଉଣୀଙ୍କ ପବିତ୍ର ବନ୍ଧନକୁ ଦର୍ଶାଉଥିବା ରାକ୍ଷୀ ସବୁ ପର୍ବଠାରୁ ଅନ୍ୟତମ। ବର୍ଷକୁ ଥରେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଅନେଇ ବସିଥାନ୍ତି। ଆଉ ଭାଇମାନେ ସାରା ଜୀବନ ତାଙ୍କର…

ଅମିତ ଶାହାଙ୍କ ଆରୋଗ୍ୟ କାମନାକରି ପୁରୀ ଜିଲା ଭାଜପା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଦୀପ ଦାନ

ପୁରୀ ଅଫିସ, ୩।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ପରୀକ୍ଷାରୁ କରୋନା ପଜିଟିଭ ଜଣାପଡ଼ିବା ପରେ ରବିବାର ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଶାହାଙ୍କ ଆଶୁ ଆରୋଗ୍ୟ କାମନାକରି…

ଡାକିଲା ଭଉଣୀର ସ୍ନେହ: ବନ୍ଧୁକ ଛାଡ଼ି ଫେରି ଆସିଲେ ଭାଇ, ଜାଣିଲେ ଆଖିରେ ରହିବନି ଲୁହ

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ଜଣେ ଭଉଣୀର ସ୍ନେହ ଓ ମମତା ଡାକିବାରୁ ବନ୍ଧୁକ ଛାଡ଼ି ଫେରି ଆସଛନ୍ତି ଭାଇ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଭାଇ ଭଉଣୀର ନିଆରା ସମ୍ପର୍କ ଜଣେ ଭାଇକୁ ମାଓବାଦୀରୁ କରିଛି ସାଧାରଣ ମଣିଷ। ଏଭଳି ଦୃଶ୍ୟ…

ଗଛରେ ରାଖୀ ବାନ୍ଧିଲେ ସ୍କୁଲ ପିଲା

ମୋରାଦାବାଦ୍‌, ୩।୮: ପବିତ୍ର ରକ୍ଷାବନ୍ଧନକୁ ନିଆରା ଢଙ୍ଗରେ ଉତ୍ତରପ୍ରଦେଶ ମୋରାଦାବାଦର ସ୍କୁଲ ପିଲା ପାଳନ କରିଛନ୍ତି। ପରିବେଶ ସୁରକ୍ଷା ଅଭିଯାନକୁ ସ୍କୁଲ ପିଲା ଗୁରୁତ୍ୱ ଦେଇ ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ ସଚେତନତା ବାର୍ତ୍ତା ଲେଖା ଥିବା ରାଖୀ ଗଛରେ ବାନ୍ଧିଛନ୍ତି।…

ଝାରସୁଗୁଡ଼ାରେ ୧,୧୬୧ କାଳିଆ ହିତାଧୀକାରୀଙ୍କୁ ଟଙ୍କା ଫେରସ୍ତ ନୋଟିସ୍‌: ଜାଣନ୍ତୁ କେଉଁ ଜିଲାରୁ କେତେ ରହିଛନ୍ତି

ଝାରସୁଗୁଡ଼ା ଅଫିସ,୩ା୮: ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କାଳିଆ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ତେବେ ବର୍ତ୍ତମାନ ସହାୟତା ପାଇଥିବା ଚାଷୀମାନଙ୍କୁ ଅଯୋଗ୍ୟ ଦର୍ଶାଯାଇ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଚିହ୍ନଟ କରି ନୋଟିସ୍‌ ଜାରି କରାଯାଇଛି।…

ଆତ୍ମହତ୍ୟା ପୂର୍ବରୁ ଗୁଗଲ୍‌ରୁ ଏହି ୪ ଜିନିଷ ଅଧିକଥର ସର୍ଚ୍ଚ କରୁଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦେଢମାସ ପୂରିଲାଣି। କିନ୍ତୁ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ। ପ୍ରତିଦିନ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। ଏବେ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା…

ଭାଜପା ପରେ ଏବେ କଂଗ୍ରେସ କରୋନା କବଳରେ

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଧନୀ ହେଉ କି ଗରିବ, ଜନତା ହୁଅନ୍ତୁ କି ନେତା…

୫ ବର୍ଷର ଶିଶୁ ପେଟରୁ ବାହାରିଲା ଏମିତି ଜିନିିଷ, ଡାକ୍ତରଙ୍କ ଉଡିଗଲା ହୋସ୍‌

ଚାଇନାରେ ଏକ ଅଦ୍ଭୁତ ଘଟଣା ଘଟିଛି। ଜଣେ କୁନି ଝିଅର ପେଟରୁ ୧୯୦ଟି ଚୁମ୍ବକୀୟ ବଲ ବାହାର କରିଛନ୍ତି ଡାକ୍ତର। ପିଲାଟିର ପେଟ ଯନ୍ତ୍ରଣା ହେବା ପରେ ମାତାପିତା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରମାନେ ମଧ୍ୟ ଏକ୍ସ-ରେ ଶିଶୁର ପେଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?