ଚାଇନାକୁ ପୁଣି ଝଟ୍କା: ହାତରୁ ଗଲା କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ
ଲକ୍ଷ୍ନୌ, ୪।୭: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍ ହେବା ପରେ ଦେଶରେ ଚାଇନା ବିରୋଧୀ ଅଭିଯାନ ଜାରି ରହିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଚାଇନାକୁ ପୁଣି ଏକ ଝଟ୍କା ଦିଆଯାଇଛି। କାନପୁର-ଆଗ୍ରା ମେଟ୍ରୋ…
ସୀମା ପାରରୁ ଡ୍ରୋନ୍ ଜରିଆରେ ସ୍ନାଇପର ଗନ୍ ପଠାଉଛି ଏହି ଦେଶ: ଏନ୍ଆଇଏ କରିବ ଯାଞ୍ଚ
ନୂଆଦିଲ୍ଲୀ,୪।୭: ନିଜ ମନ୍ଦ ବୁଦ୍ଧି ଯୋଗୁ ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ପ୍ରାୟ ସମୟରେ ଏହାର ପ୍ରମାଣ ମଧ୍ୟ ଦେଖିବାକୁ ମଳୁଛି। ନିକଟରେ ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ଓ ଜମ୍ମୁ-କଶ୍ମୀର ପୋଲିସ(ଜେକେପି) ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ…
କରୋନା ଜାଲରେ କଟକ ସହର: ଚିହ୍ନଟ ହେଲେ ଆଉ ୧୧ ଆକ୍ରାନ୍ତ
କଟକ ଅଫିସ, ୪।୭: କଟକରେ ଶନିବାର ଆଉ ୧୧ ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୬ ହୋଇଛି। ସେଥିରୁ ୨୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ଜଣଙ୍କ ମୃତ୍ୟୁ…
ବ୍ୟାଡ୍ମିଣ୍ଟନ ସୁପରଷ୍ଟାର ଲିନ୍ ଡାନଙ୍କ ଅବସର
ସାଙ୍ଘାଇ,୪।୭: ଚାଇନାର ବ୍ୟାଡମିଣ୍ଟନ ସୁପରଷ୍ଟାର ଲିନ୍ ଡାନ୍ ଶନିବାର ଅବସର ଘୋଷଣା କରିଛନ୍ତି। ବିଶ୍ୱ ବ୍ୟାଡମିଣ୍ଟନର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିର ମାନ୍ୟତା ପାଇଥିବା ଲିନ୍ ଡାନ୍ ୩୬ ବର୍ଷରେ ଖେଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ୨୦୦୮ ବେଜିଂ ଅଲିମ୍ପକ୍ସ ଓ…
ଏହା ହେଉଛି ଶୀଘ୍ର ବୁଢ଼ା ହେବାର କାରଣ, ଏଡ଼ାଇବାର ସହଜ ଉପାୟ ଜାଣନ୍ତୁ…
ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଜଣେ ସାଧାରଣ ବାଳକ ଥିଲେ। ହେଲେ ତାଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ ଆଚାର୍ଯ୍ୟ ଚାଣକ୍ୟ। ତାଙ୍କ ନୀତି ଶାସ୍ତ୍ର ଅନେକ ଜ୍ଞାନର ଭଣ୍ଡାର। ମଣିଷ ଜୀବନରେ ଏହି ନୀତିର ବ୍ୟବହାର ଫଳରେ ସର୍ବଦା ସୁଖ, ସ୍ବାଚ୍ଛନ୍ଦ୍ୟ, ଧନ,…
ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍: ଭାରତର ଏହି ସହରରେ ହେବ ନିର୍ମାଣ
ଜୟପୁର, ୪।୭: ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍ ଭାରତରେ ନିର୍ମାଣ ହେବ। ଷ୍ଟାଡ଼ିୟମ୍ଟି ରାଜସ୍ଥାନର ଜୟପୁରରେ ନିର୍ମିତ ହେବ। ଏଥିଲାଗି ୩୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହାର ଡିଜାଇନିଂକୁ ଇତିମଧ୍ୟରେ ମଞ୍ଜୁରୀ ମିଳିଛି। ଚୈମ୍ପ୍ ଗାଁ ନିକଟରେ ନିର୍ମାଣ…
କଟକ ସହର ମାଳିସାହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା
କଟକ ଅଫିସ,୪।୭: କଟକ ସହର ରାଣୀହାଟସ୍ଥିତ ମାଳିସାହି ବସ୍ତିରୁ ଶୁକ୍ରବାର ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏ ନେଇ ଉକ୍ତ ବସ୍ତିକୁ ଶନିବାର କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମାଳିସାହି ଅଞ୍ଚଳକୁ ବାହାର…
ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ ବୈଶାଳୀ
ଭୁବନେଶ୍ୱର,୪।୭(ବ୍ୟୁରୋ): ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। ପୁରୀରେ ଜନ୍ମିତ ତଥା ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟପ୍ପର ବୈଶାଳୀ ମହାନ୍ତି ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଜୁଲାଇ ପହିଲାରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା…
କୋହଲିଙ୍କ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ
ନୂଆଦିଲ୍ଲୀ, ୪।୭: ଲକ୍ଡାଉନ୍ରେ ଭାରତୀୟ କ୍ରିକେଟ ଦଳର ଅଧିକାୟକ ବିରାଟ କୋହଲି ଫିଟନେସ୍କୁ ଗୁରୁତ୍ୱ ଦେଉଛନ୍ତି। ଏନେଇ ଶୁକ୍ରବାର ସେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ସେ ଡେଡ୍ ଲିଫ୍ଟ…
୬ରୁ ଖୋଲିବ ଏହିସବୁ ଦର୍ଶନୀୟ ସ୍ଥାନ
ଭୁବନେଶ୍ୱର, ୪।୭(ବ୍ୟୁରୋ): କରୋନା ପାଇଁ ଓଡ଼ିଶାରେ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବ ବୋଲି ଏଏସ୍ଆଇ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ସ୍ଥାନଗୁଡିକ ମଧ୍ୟରେ ରହିଛି ଖଣ୍ଡଗିରି, ଉଦୟଗିରି,…
ସିନ୍ଧୁ ଦର୍ଶନ ପୂଜା କରି ଚାଇନାକୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ମୋଦି
ଲେହ,୪।୭: ଚାଇନା ସୀମାରେ ମୁତୟନ ହୋଇଥିବା ଯବାନଙ୍କୁ ଉତ୍ସାହିତ କରିବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲଦାଖର ରାଜଧାନୀ ଲେହରୁ ପ୍ରାୟ ୨୫ କିଲୋମିଟରରେ ଥିବା ନିମୁକୁ ଗସ୍ତ କରିଥିଲେ। ଲଦାଖର ଫରଓ୍ବାର୍ଡ ବ୍ରିଗେଡର ନିମୁରେ ପହଞ୍ଚିବା ପରେ…
ବଦଳିବ କାର୍ତ୍ତିକ-ନାଇରାଙ୍କ ପ୍ରେମକାହାଣୀ
ବମ୍ବେ: ଖୁବ୍ଶୀଘ୍ର ନିଜ ପସନ୍ଦର ଟେଲି ଧାରାବାହିକକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଲକ୍ଡାଉନ୍ କୋହଳ ହେବା ପରେ ଅଭିନେତ୍ରୀ/ଅଭିନେତାମାନେ ଶୁଟିଂ ଆରମ୍ଭ କରିସାରିଲେଣି। ଜୁଲାଇ୧୩ ପରଠାରୁ ଶୋ’ଗୁଡ଼ିକ ପୁଣିଥରେ ଟେଲିକାଷ୍ଟ ହେବ। ଏସବୁ ଭିତରେ ଦର୍ଶକଙ୍କୁ ପୁଣି ଥରେ ବାନ୍ଧି…
Archives


