Home

କ୍ୱାରାଣ୍ଟାଇନ୍‌ରେ ରହିଲେ ୬ ପଶ୍ଚିମବଙ୍ଗ ଫେରନ୍ତା

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଚି କରି ୬ ବଂଲାଭାଷୀ ଚାଲିଆସିଥିଲେ। ପୋଲିସ ସେମାନଙ୍କୁ ଧରି ଗୁରୁବାର ତାଳଚୁଆ ପଞ୍ଚାୟତ ନୋଡାଲ ଅଫିସର ବିଜୟ କୁମାର…

CORONAVIRUS UPDATE: ଯାଜପୁରରେ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୨

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି। ତେବେ…

ଧାନ ବୋଝେଇ ୪ ଟ୍ରକ୍‌ ଜବତ

ରାଜନଗର,୩୦ା୪(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳରୁ ଧାନବେପାରୀ ୪ଟି ଟ୍ରକ୍‌ରେ ଧାନ ବୋଝେଇ କରି କଲିକତା ଚାଲାଣ କରୁଥିଲେ। ବୁଧବାର ରାତିରେ ତାଳଚୁଆ ସାମୁଦ୍ରିକ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ବାରିକ ଖବର ପାଇ ଏହି ୪ଟି ଟ୍ରକ୍‌କୁ…

୯୧ କରୋନା ଯୋଦ୍ଧାଙ୍କ ନମୁନା ସଂଗ୍ରହ

ଭଣ୍ଡାରିପୋଖରୀ, ୩୦।୪ (ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ନିୟୋଜିତ ଥିବା ଯୋଦ୍ଧା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ସ୍ବାବ ନମୁନା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ନୂତନ) ପରିସରରେ…

ମୁଖ୍ୟମନ୍ତ୍ରୀ ରିଲିଫି ପାଣ୍ଠିକୁ ସହାୟତା

ଭଣ୍ଡାରିପୋଖରୀ, ୩୦।୪(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ କାର୍ଯ୍ୟରତ ସମସ୍ତ କର୍ମଚାରୀ, ଶିକ୍ଷୟିତ୍ରୀଶିକ୍ଷକ ଓ ସିଆରସିସି ମାନେ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାର୍ଚ୍ଚ ମାସ ବେତନରୁ ଗୋଟିଏ ଦିନର ବେତନ ପ୍ରଦାନ କରିଛନ୍ତି। ୬,୩୬,୮୭୪ ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ…

କ୍ବାରାଣ୍ଟାଇନ କେନ୍ଦ୍ରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ଭଣ୍ଡାରିପୋଖରୀ,୩୦।୪ (ଡି.ଏନ.ଏ.)-ବାହାର ରାଜ୍ୟରେ କର୍ମଜୀବୀ ଭାବେ ବାସ କରୁଥିବା ଲୋକ ମାନେ ଘରବହୁଡା ହୋଇ ଓଡିଶାକୁ ଆସୁଛନ୍ତି ସେମାନଙ୍କ ପାଇଁ ୧୪ ଦିନିଆ କ୍ବାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ତେବେ ବାହାରୁ ଆସିବାକୁ ଥିବା ଲୋକମାନଙ୍କ ମଧ୍ୟରେ ମହିଳାମାନେ ରହିଥିବା ଜଣାପଡ଼ିଛି। ଆବଶ୍ୟକ…

ସମସ୍ତଙ୍କୁ ସଂକ୍ରମିତ କରିଦିଅ: କରୋନାରୁ ମୁକ୍ତି ପାଇଁ ‘ହର୍ଡ ଇମ୍ୟୁନିଟି’ ପ୍ଲାନ୍‌-ବି ଉପରେ ଚର୍ଚ୍ଚା ଜାରି !

ଓ୍ବାଶିଂଟନ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବହୁ ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଜାରି ରହିଛି। ସାମାଜିକ ଦୂରତା ଅବଲମ୍ବନ ପାଇଁ ଗୁରୁତ୍ୱାରୋପ କରାଯାଉଛି। ଲକ୍‌ଡାଉନ୍‌ ଉଠାଇ ନିଆଗଲେ ସାମାଜିକ ଦୂରତା ବଜାୟ…

ଦିବ୍ୟାଙ୍ଗଙ୍କୁ ମିଳିଲା ସହାୟତା

ହାଟଡିହୀ, ୩୦।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ୩୭ ନମ୍ବର ଜିଲା ପରିଷଦ ସଦସ୍ୟା ପ୍ରଣତି ଦେଓ ଶତାଧିକ ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରିଛନ୍ତ। ନିଜ ଗ୍ରାମ ଡଅଁର ସମେତ ବିଭିନ୍ନ ଗ୍ରାମକୁ ଚାଲି ଚାଲି ଯାଇ ଭିନ୍ନକ୍ଷମଙ୍କୁ ସାବୁନ, ମାସ୍କ, ଚାଉଳ,…

ସପ୍ତାହରେ ଥରେ ଖୋଲିବ ପରିବା ମାର୍କେଟ, ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନିର୍ଦ୍ଦେଶନାମା ଜାରି

ସୁନ୍ଦରଗଡ଼,୩୦ା୪(ଡି.ଏନ୍‌.ଏ.) : ଜିଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ପାଳନ ପାଇଁ ଜିଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କଣ୍ଟେନ୍‌ମେଣ୍ଟ ଘୋଷିତ ରାଉରକେଲା ମହାନଗର ନିଗମ ଓ ବିଶ୍ରା ଅଞ୍ଚଳ…

ଗୋଟିଏ ଏଫ୍‌-୩୫ ଯୁଦ୍ଧ ବିମାନ ବଦଳରେ କିଣାଯାଇ ପାରିବ ୩୨୪୪ ଆଇସିୟୁ ଶଯ୍ୟା: ଭାରତର ପ୍ରତିରକ୍ଷା ଖର୍ଚ୍ଚ ୫.୪ ଲକ୍ଷ କୋଟି

ଷ୍ଟକ୍‌ହୋମ୍‌,୩୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସମ୍ଭବ ହୋଇପାରୁ ନାହିଁ। ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆବଶ୍ୟକ ଚିକିତ୍ସା ସେବା ତଥା ଆଇସିୟୁ ସୁବିଧା…

ପୋଲିସ କର୍ମଚାରୀଙ୍କୁ ଭଲମନ୍ଦ ପଚାରି ବୁଝିଲେ ଡିଜି

ସମ୍ବଲପୁର, ୩୦।୪ (ବ୍ୟୁରୋ)- ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ସମ୍ବଲପୁର ଦିନିକିଆ ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ସମ୍ବଲପୁର ରିଜର୍ଭ ପଡିଆରେ ଓହ୍ଲାଇବା ପରେ ତାଙ୍କୁ ଏଠାରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି କନୱର ବିଶାଳ…

ବରଗଡ଼ରେ ଲକ୍‌ ଡାଉନ୍‌ ସ୍ଥିତି ପରଖିଲେ ପୋଲିସ ଡିଜି ଅଭୟ

ବରଗଡ଼‌,୩୦।୪: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜି) ଅଭୟ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି । ଦିନ ପ୍ରାୟ ଗୋଟାଏରେ ସେ ହେଲିକପ୍ଟର ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଓହ୍ଲାଇଥିଲେ । ତାଙ୍କ ସହିତ ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri