Home

୨୪ ଘଣ୍ଟିଆ ହେଲ୍ପଲାଇନ‌ ନମ୍ବର ଜାରି କଲା ଗଞ୍ଜାମ ଜିଲା ପ୍ରଶାସନ

ଛତ୍ରପୁର,୯ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ, ପାରଳା ମହାରାଜା, ଭଞ୍ଜନଗର ଓ ହିଞ୍ଜିଳି କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେଉଛି। ବିଶେଷକରି ଶିତଳାପଲି ଟାଟା କୋଭିଡ୍‌ ହସ୍ପିଟାଲ ଓ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟରରେ…

ଶିକ୍ଷୟିତ୍ରୀଙ୍କୁ ରାସ୍ତା ମଝିରେ ଗୋଡାଇ ହାଣିଲେ ଦୁର୍ବୁତ୍ତ

ଯାଜପୁର ଅଫିସ, ୯।୭- ଯାଜପୁର ରୋଡ ଥାନା ଅନ୍ତର୍ଗତ ଖଣ୍ଡହତା ଛକ ନିକଟରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ରାସ୍ତା ମଝିରେ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି। ଏହାସହ ତାଙ୍କ ସହିତ ଯାଉଥିବା ଅନ୍ୟଜଣେ ଶିକ୍ଷକ ଗୁରୁତର ଆହତ…

ଜ୍ୱାଇଁଙ୍କୁ ୬୭ ପ୍ରକାର ଖାଦ୍ୟ ପରଷିଲେ ଶାଶୁ ମା’

ହାଇଦ୍ରାବାଦ୍‌, ୯।୭: ଜ୍ୱାଇଁଙ୍କୁ ଘରେ କୁଣିଆ କରିବା ଲାଗି ଶାଶୁ ମା’ମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି। କିଭଳି ଜ୍ୱାଇଁ ପୁଅଙ୍କ ୬ ତିଅଣ ୯ ଭଜାରେ ଖାଇବାକୁ ଦିଆଯିବ ଏଥିଲାଗି ଝିଅ ଘର ପକ୍ଷରୁ ପ୍ରୟାସ କରାଯାଇଥାଏ। ଆନ୍ଧ୍ରପ୍ରଦେଶରେ ଏଭଳି…

ଟ୍ରମ୍ପ୍‌ ଦୁନିଆର ସବୁଠାରୁ ଭୟଙ୍କର ବ୍ୟକ୍ତି: ସେ ମହାଠକ ବୋଲି କହିଲେ ଝିଆରି ମେରୀ

ଓ୍ବାଶିଂଟନ, ୯।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ତାଙ୍କ ଝିଆରି ମେରୀ ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମୋ ଦାଦା ଜଣେ ମହାଠକ। ତାଙ୍କ ଭଳି ଭୟଙ୍କର ବ୍ୟକ୍ତି ଏ ପୃଥିବୀରେ ଅନ୍ୟ କେହି ନାହାନ୍ତି। ତାଙ୍କୁ…

ବାଡିରେ ଏହି ସବୁ ପରିବା ଚାଷ କରିଛନ୍ତି ଧୋନୀ

ଭାରତୀୟ କ୍ରିକେଟ ଦଳକୁ ଦୁଇଥର ବିଶ୍ୱ ଚାମ୍ପିଅନ କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟ ଛାଡି ଚାଷ କରୁଛନ୍ତି। କ୍ରିକେଟ ପଡ଼ିଆରେ ଚୌକା ଓ ଛକା ମାରିଥିବା ଧୋନୀ ଆଜିକାଲି ନିଜ ଫାର୍ମରେ ଟମାଟୋ, କୋବି, ଅମୃତଭଣ୍ଡା,…

ଡିଭାଇନ୍‌ ନ୍ୟୁଜିଲାଣ୍ଡ ଅଧିନାୟିକା

ଓ୍ବେଲିଂଟନ,୯।୭(ପି.ଟି.): ଅଲରାଉଣ୍ଡର ସୋଫି ଡିଭାଇନ୍‌ ନ୍ୟୁଜିଲାଣ୍ଡ ମହିଳା ଦଳର ଫୁଲ୍‌ ଟାଇମ୍‌ ଅଧିନାୟକ ଭାବେ ନିଯୁକ୍ତି ପାଇବେ। ଆମି ସାଟରଥଓ୍ବେଟ୍‌ଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ମା’ ହେବା ପାଇଁ ଛୁଟି ରେ ଥିବା ଆମି ପ୍ରତ୍ୟାବର୍ତ୍ତନ…

ପ୍ଲାଜମା ଦାନ କଲେ ଭାଜପା ନେତା ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ଲାଜମା ଥେରାପିକୁ ଦେଶ ଆପଣାଇ ନେଇଛି। ନିକଟରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କ…

୧୮ ପଡ଼ୋଶୀଙ୍କ ସହିତ ରହିଛି ଚାଇନାର ସୀମା ବିବାଦ

ବେଜିଂ, ୯।୭: ଚାଇନାର ସୀମା ବିବାଦ କେବଳ ଭାରତ ସହିତ ନୁହେଁ। ଡ୍ରାଗନ୍‌ ସହିତ ୧୮ଟି ପଡ଼ୋଶୀ ଦେଶର ଏଭଳି ସ୍ଥଳ ଏବଂ ସାମୁଦ୍ରିକ ସୀମା ବିବାଦ ଜାରି ରହିଛି। ଚାଇନା ପଡ଼ୋଶୀଙ୍କ ଅଞ୍ଚଳ ନିଜ ଦଖଲକୁ ନେବା ଲାଗି ଷଡ଼ଯନ୍ତ୍ର…

ଥମୁନି ସଂକ୍ରମଣ: ପୁଣି ଭୁବନେଶ୍ୱରରେ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ; ଅଛି ୧୮ ଲୋକାଲ କେସ୍‌

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୩୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪ କ୍ୱାରାଣ୍ଟାଇନ୍‌ ମାମଲା ରହିଥିବା ବେଳେ ୧୮ ଲୋକାଲ କେସ୍‌ ରହିଛି। ସେହିଭଳି ୭ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି…

ଜେଲ୍‌ରୁ ଖଲାସ ହୋଇ ଫେରି ପାରିଲେନି ଘରକୁ

ଚୌଦ୍ୱାର,୯ା୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ମଣ୍ଡଳ କାରାଗାର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଆଜୀବନ ସଜା କାଟୁଥିବା କଏଦୀ ବୁଧବାର ସାରେ ମୁକୁଳିବା ପରେ ରାତିସାରା ଜେଲ ପରିସର ବାହାରେ ରାତି କଟାଇଛନ୍ତି। ୨ ଜଣଙ୍କ…

ଗହଣା କଳା ପଡ଼ିଯାଉଛି କି ତେବେ ଏଭଳି ନିଅନ୍ତୁ ଯତ୍ନ

ବର୍ତ୍ତମାନ ସମୟରେ ସୁନାରୁପାଠାରୁ ଅଧିକ ପ୍ଲାଟିନମ ଓ ଇମିଟେସନ୍‌ ଗହଣାର ଚାହିଦା ରହିଛି। କମ୍‌ ଖର୍ଚ୍ଚରେ ମିଳୁଥିବା ଏହି ଗହଣାଗୁଡ଼ିକ ପିନ୍ଧିବା ପାଇଁ ମଧ୍ୟ ହାଲୁକା। କିନ୍ତୁ ବର୍ଷାଦିନରେ ଏହାର ଅଧିକ ଯତ୍ନ ନେବା ଦରକାର ନଚେତ୍‌ ଏହା କଳା ପଡ଼ିଯିବ।…

କାଲିଠୁ ଭୁବନେଶ୍ୱର ଏମ୍‌ସ୍‌ ଓପିଡି ବନ୍ଦ

ଭୁବନେଶ୍ୱର,୯।୭(ବ୍ୟୁରୋ): ଶୁକ୍ରବାରଠାରୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ ରହିବ ବୋଲି ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡ଼ି ବନ୍ଦ ରହିବ। କିଛି କର୍ମଚାରୀ କରୋନା ପଜିଟିଭ୍‌ ଆସିଥିବାରୁ ଅଭାବ ଦେଖାଦେଇଛି। ଆଉ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri