Home

ଏହି ଅଭିନେତ୍ରୀଙ୍କ ବାପା କରୋନା ପଜିଟିଭ୍‌

ବରେଲି,୬।୮-ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ବାପା ଜଗଦୀଶ ପାଟନୀ ଏବଂ ଉତ୍ତରପ୍ରଦେଶ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟର ଅନ୍ୟ ଦୁଇଜଣ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଦିଶାଙ୍କ ବାପା ରାଜ୍ୟ ଶକ୍ତି ବିଭାଗର ଭିଜିଲାନ୍ସ ୟୁନିଟରେ ଡେପୁଟି ଏସ୍‌ପି ଅଛନ୍ତି। ଏକ…

୬ ଶ୍ରମିକ କରୋନା ପଜିଟିଭ୍‌ ଚିହ୍ନଟ: ଶିଳ୍ପ ପ୍ରତିଷ୍ଠାନ ବନ୍ଦ ଦାବି ଜୋର୍‌ ଧରିଲା

ଝାରସୁଗୁଡ଼ା ଅଫିସ,୬ା୮: ଝାରସୁଗୁଡ଼ା ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ନିଆଯିବ ସହ ସାପ୍ତାହିକ ଶନିବାର ଏବଂ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। କିନ୍ତୁ…

ପ୍ରଥମ ସେଲ୍ଫ ଡ୍ରାଇଭିଂ ବସ୍‌: ଯାତ୍ରାବେଳେ ମାଗଣାରେ ମିଳିବ ଏସବୁ

ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ମେଲାଇସାରିଲାଣି। ଏବେ ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବା ବେଳେ ଚାଇନା କିନ୍ତୁ ନୂଆ ନୂଆ ଟେକ୍‌ନୋଲୋଜି ବାହାର କରିବାରେ ଲାଗିଛି। ଏବେ ସେ ଏକ ବସ୍‌…

‘ପିଜି ଡାକ୍ତରଙ୍କୁ ଜିଲାକୁ ପଠାଇଲେ ଏମ୍‌କେସିଜିରେ ବାଧାପ୍ରାପ୍ତ ହେବ ରୋଗୀସେବା’

ବ୍ରହ୍ମପୁର ଅଫିସ,୬ା୮: ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ପିଜି ଡାକ୍ତରଙ୍କୁ କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାକୁ ପଠାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ଆପତ୍ତି ଉଠାଇଛି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଜୁନିଅର ଡାକ୍ତର…

କରୋନାକୁ ମାତ୍‌ ଦେଲା ମାଲକାନଗିରିର ୧୩ ମାସର ଶିଶୁ

କୋରୁକୋଣ୍ଡା,୬।୮(ଡି.ଏନ.ଏ.): ମାଲକାନଗିରି ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏପରିସ୍ଥଳେ କରୋନାକୁ ହରାଇଛନ୍ତି ୧୩ ମାସର ଜଣେ ଶିଶୁ। ସେ ହେଲେ ଦୀପମ ମଣ୍ଡଳ। ତାଙ୍କ ଘର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୪୫ ଗ୍ରାମରେ। ଚେନ୍ନାଇରୁ ମା’ଙ୍କ ସହ ଫେରିଥିବା…

ଆଜି ବରଗଡ଼ରେ ୮୧ ନୂଆ କରୋନା ପଜିଟିଭ୍‌: ଜାଣନ୍ତୁ କେଉଁ ବ୍ଲକରୁ କେତେ

ବରଗଡ଼ ଅଫିସ,୬ା୮: ବରଗଡ଼ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୁରୁବାର ଜିଲାରେ ୮୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୩୨ ଆକ୍ରାନ୍ତ ରହିଛନ୍ତି। ସେହିପରି ସୋହେଲାରୁ ୪, ଭେଡ଼େନରୁ ୩,…

୯୦୦ କଲ୍‌ ରେକର୍ଡିଂ ପୋଲିସକୁ ଦେଲେ ସ୍ବାମୀ: ଏଥିରୁ ଫିଟିଲା ସ୍ତ୍ରୀଙ୍କ ଗୁମର, ଆଉ ତା’ ପରେ…

ଜଣେ ମହିଳା କନଷ୍ଟେବଳ ବିବାହର ୨ ମାସ ମଧ୍ୟରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯେଉଁଥିରେ କି ତାଙ୍କ ଭଉଣୀ ଏବଂ ପ୍ରେମିକ ସହାୟତା କରିଥିଲେ। ଯେତେବେଳେ ତାଙ୍କ ସ୍ବାମୀଙ୍କର ସନ୍ଦେହ ହେଲା ସେତେବେଳେ ସେ କଲ ରେକର୍ଡିଂ ଆପ୍‌…

ଭେନେଜୁଏଲା ଫୁଟବଲ ଫେଡେରେଶନ ଅଧ୍ୟକ୍ଷଙ୍କ ପରଲୋକ

କାରାକାସ,୬।୮(ଏପି): ଦକ୍ଷିଣ ଆମେରିକୀୟ ଫୁଟବଲ ପାଓ୍ବାର ହାଉସ୍‌ ଭେନେଜଏଲାର ଫୁଟବଲ ଫେଡେରେଶନ ଅଧ୍ୟକ୍ଷ ଜେସସ୍‌ ବେରାର୍ଡିନେଲିଙ୍କ ବୁଧବାର ପରଲୋକ ହୋଇଛି। ସେ ହଠାତ୍‌ ଅଚେତ୍‌ ହୋଇପଡିଥିଲେ ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାର ଠିକ୍‌ ଦୁଇ ସପ୍ତାହପରେ ସେ ମୃତ୍ୟୁବରଣ…

ଫିଲ୍ମ ଷ୍ଟାଇଲ୍‌ରେ ଶାଶୁଙ୍କୁ ହତ୍ୟା କଲେ ବୋହୂ

ଜୟପୁର,୬।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ବୋହୂ ନିଜ ଶାଶୁଙ୍କୁ ନିର୍ମମ ହତ୍ୟା କରିଛନ୍ତି। ବିଧାନଗର ଥାନା ପୋଲିସ ୫୦ ବର୍ଷୀୟ ଆବିଦା ବାନୋଙ୍କ ହତ୍ୟାର ଖୁଲାସା କରି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ…

‘ପୂଜା ମୋ’ ଝିଅ ହୋଇ ନ ଥିଲେ ବିବାହ କରିନେଇଥାନ୍ତି’: ଜାଣନ୍ତୁ ଏପରି କାହିଁକି କହିିଥିଲେ ମହେଶ ଭଟ୍ଟ

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରିସରକୁ ଆସିଛନ୍ତି ମହେଶ ଭଟ୍ଟ। ନିକଟରେ ମୁମ୍ବାଇ ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲା। ତେବେ ଏହା ପ୍ରଥମ ଥର ନୁହେଁ ଯେଉଁଠି ମହେଶ ବିବାଦ ଘେରକୁ ଆସିଛନ୍ତି। ପୂର୍ବରୁ…

ଜିଲା ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା କଲେ ପରିବାର ଲୋକେ

ନଏଡା,୬।୮: କରୋନା କାଳରେ ଯେଉଁଠି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋଭିଡ ଯୋଦ୍ଧା ସାଜି ଦିନରାତି ଲୋକଙ୍କ ସେବା କରୁଛନ୍ତି ସେଇଠି ପୁଣି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶୀକାର ମଧ୍ୟ ହେବାକୁ ପଡ଼ୁଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ନଏଡା…

ରୋହିତ ଶର୍ମାଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି କି, ଏମିତି କରିଥିଲେ ଖର୍ଚ୍ଚ

ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଜି କୋଟି କୋଟି ଟଙ୍କାର ମାଲିକ। କିନ୍ତୁ ତାଙ୍କର ପ୍ରଥମ ଦରମା ପାଇ ସେ କ’ଣ କରିଛନ୍ତି ତାହା ଖୁବ କମ ଲୋକ ଜାଣିଥିବେ। ଟିମ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା ସେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?