Home

ଡକ୍ୟୁମେଣ୍ଟ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ,୭ା୮: ଲଦାଖରେ ଚାଇନା ସୈନ୍ୟଙ୍କ ପ୍ରବେଶ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଓ୍ବେବ୍‌ସାଇଟରୁ ହଟାଇଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାର ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଛନ୍ତି। ଦସ୍ତାବିଜ୍‌ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ ବୋଲି ମୁଖ୍ୟ…

ପ୍ରତିରକ୍ଷା ତଥ୍ୟ ଗାଏବ

ନୂଆଦିଲ୍ଲୀ,୭ା୮:ଚାଇନା ସୈନ୍ୟ ମେ’ ପ୍ରଥମ ଭାଗରେ ପୂର୍ବ ଲଦାଖର ଭାରତୀୟ ଅଞ୍ଚଳ ମଧ୍ୟରେ ଅନୁପ୍ରବେଶ କରିଥିଲେ। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟର ଖବର ବିଭାଗରେ ଥିବା ଏକ ଦସ୍ତାବିଜ୍‌ରେ ଏହାକୁ ସ୍ବୀକାର କରାଯାଇଥିଲା। ଦୁଇଦିନ ପରେ ଓ୍ବେବ୍‌ସାଇଟରୁ ଉକ୍ତ ପୃଷ୍ଠା ଗାଏବ…

ପୁଣି ଆତ୍ମହତ୍ୟା କଲେ ଆଉ ଜଣେ ଲୋକପ୍ରିୟ କଳାକାର, ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ ଲାଇଭ୍‌

ଗତ କିଛି ମାସ ମଧ୍ୟରେ ଅନେକ କଳାକାର ଆତ୍ମହତ୍ୟା କରିଛନ୍ତି। ଏହି କ୍ରମରେ ଭୋଜପୁରୀ ଅଭିନେତ୍ରୀ ଅନୁପମା ପଠକଙ୍କ ଆତ୍ମହତ୍ୟା ସାମ୍ନାକୁ ଆସିଛି। ସେ ନିଜ ମୁମ୍ବାଇର ବାସଭବନରେ ରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା।…

ଗିରୀଶ ମୁର୍ମୁ ସିଏଜି ନିଯୁକ୍ତ

ନୂଆଦିଲ୍ଲୀ,୭ା୮:ଜମ୍ମୁ-କଶ୍ମୀର ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତର ନୂଆ ସମୀକ୍ଷକ ଓ ମହାଲେଖା ପରୀକ୍ଷକ (ସିଏଜି) ଭାବେ ନିଯୁକ୍ତ କରାଯାଇଛି। ସେ ବୁଧବାର ରାତିରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଗୁରୁବାର ତାଙ୍କୁ ଏହି ନିଯୁକ୍ତି ମିଳିଛି। ସିଏଜି…

ଓଡ଼ିଶାର ସୁନାମି ପ୍ରସ୍ତୁତିକୁ ୟୁନେସ୍କୋ ସ୍ବୀକୃତି

ଭୁବନେଶ୍ୱର,୭ା୮(ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଅନ୍ତର୍ଜାତୀୟ ସ୍ବୀକୃତି। ୟୁନେସ୍କୋର ଇଣ୍ଟରଗର୍ଭନମେଣ୍ଟାଲ ଓସେନୋଗ୍ରାଫିକ କମିଶନ(ଆଇଓସି) ଓଡ଼ିଶାର ଜଗତ୍‌ସିଂହପୁର ଜିଲା ନୋଳିଆ ସାହି ଏବଂ ଗଞ୍ଜାମ ଜିଲା ଭେଙ୍କଟରାୟପୁର ଗ୍ରାମକୁ ଦେଶରେ ପ୍ରଥମ କରି ସୁନାମି ପ୍ରସ୍ତୁତ (ସୁନାମି ରେଡି) ଗ୍ରାମ…

ଲକ୍ଷ୍ମୀ: ନାଁକୁ କାମ, ମିଳୁନି ସୁବିଧା

କଟକ ଅଫିସ,୭ା୮:କରୋନା କଟକଣା ଯୋଗୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ହରାଇ ପ୍ରବାସୀମାନେ ନିଜ ଘରକୁ ଫେରିଲେ। ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ କାମ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଲେ। ଫଳରେ ପ୍ରବାସୀଙ୍କ ମନରେ ନୂଆ କର୍ମସଂସ୍ଥାନର…

କରୋନାକୁ ହରାଇଲେ ୧୩ ମାସର ଶିଶୁ

କୋରୁକୋଣ୍ଡା,୬ା୮(ଡି.ଏନ.ଏ)-ମାଲକାନଗିରି ଜିଲାରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ତେବେ ପ୍ରଥମ କରି ଏକ ୧୩ ମାସର ଛୁଆ କରୋନାରୁ ସୁସ୍ଥ ହୋଇଥିବା ଖବର ପହଞ୍ଚତ୍ଛି। ଏହି ଛୋଟ ଶିଶୁ କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି-୪୫ ଗ୍ରାମର। ଶିଶୁ ଓ…

ହନୁମାନଗଡ଼ି ମନ୍ଦିରରେ ଆଳତୀ ଥାଳିରେ ଏତିକି ଟଙ୍କା ରଖିଲେ ମୋଦି

ନୂଆଦିଲ୍ଲୀ, ୬।୮: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପହଞ୍ଚି ପ୍ରଧ୍ୟାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂଜା କରିଥିଲେ। ଶିଳାନ୍ୟାସ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗଡ଼ି ମନ୍ଦିରକୁ ଯାଇ ସେଠାରେ ଆଳତୀ ଏବଂ ପରିକ୍ରମା କରିଥିଲେ। ସନାତନ ପରମ୍ପରା ଅନୁଯାୟୀ, ଆଳତୀ ପରେ…

ଏହି ୩ କାମ କରୁଥିଲେ ହୋଇଯିବେ ବର୍‌ବାଦ; ଜାଣନ୍ତୁ…

ସକରାତ୍ମକ ଚିନ୍ତାଧାରା ସହିତ ଜୀବନ ବିତାଉଥିବା ବ୍ୟକ୍ତି ସର୍ବଦା ସଫଳତା ପାଇଥାଏ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କୌଣସି ପରିସ୍ଥିତିରେ ହାର ମାନି ନ ଥିଲେ। ସେ ତାଙ୍କ ଜୀବନରେ ସକରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢିଥିଲେ। ତାଙ୍କର ନୀତି ଆଧାରରେ ସେ…

ସିବିଆଇ ଜାଲରେ ରିୟା ଚକ୍ରବର୍ତ୍ତୀ, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୬।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ସିବିଆଇ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ୬ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି। ସେମାନେ…

ସୁସ୍ଥ ହେଲେ ୧୧୫୦ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର, ୬।୮(ବ୍ୟୁରୋ): ମହାକାରୀ କରୋନାରୁ ଗୁରୁବାର ୧୧୫୦ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୬,୮୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।…

ଶୁଆ ମରିଯିବା ପରେ ଅଣ୍ଡାରୁ ଛୁଆ ଫୁଟାଇ ବଡ଼ କଲେ ଏହି ବ୍ୟକ୍ତି: ଭିଡିଓ ଦେଖିଲେ ମଧ୍ୟ ହେଉ ନାହିଁ ବିଶ୍ୱାସ

ଦୁନିଆରେ ମା’ଠାରୁ ବଡ଼ କେହି ନାହିଁ। ମା’ର ସ୍ଥାନ କେହି ନେଇ ପାରିବେନି। ତେବେ କୌଣସି ଗୃହପାଳିତ ପଶୁ ବା ପକ୍ଷୀକୁ ବଞ୍ଚାଇବା ସହଜ କଥା। ମାତ୍ର ଏକ ଅଣ୍ଡାରୁ ଛୁଆ ବାହାରକରି ତାକୁ ଖୁଆଇପିଆଇ ବଡ଼ କରିବା ଏତେ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?