Home

କଟକରୁ ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୬।୮-କଟକ ସହରରୁ ଗୁରୁବାର ଆଉ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୧୦ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ସେହିପରି ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ୨୪…

ଶିକାର ପାଇଁ ପାହାଡ ଶିଖରରୁ ଲମ୍ଫ ମାରିଲା ବାଘ: ଘଟିଲା ଏପରି କିଛି…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଶିକାର ପାଇଁ ଏକ ବାଘ ବରଫାବୃତ ପାହାଡ ଶିଖର ତଳକୁ ଲମ୍ଫ ମାରିଛି। ଭିଡିଓରେ…

ସ୍ବପ୍ନରେ ନିଜକୁ ଗରିବ ବୋଲି ଦେଖୁଛନ୍ତି କି; ଜାଣନ୍ତୁ କ’ଣ ଘଟିବ ଆପଣଙ୍କ ସହ…

ସ୍ବପ୍ନ, ଯାହା ବନ୍ଦ ଆଖିରେ ଦେଖାଯାଏ। ତେବେ ସ୍ବପ୍ନ ଭବିଷ୍ୟତର ସଙ୍କେତ ବୋଲି କେହି କେହି କହିଥାନ୍ତି। ସ୍ବପ୍ନଶାସ୍ତ୍ର ଅନୁଶାରେ, ରାତିରେ ନିଦରେ ଆମେ ଜାହା ଦେଖିଥାଉ, ତା’ର ଆମ ଜୀବନ ସହ କେଉଁଠି ନା କେଉଁଠି ସଂଯୋଗ ରହିଛି। ଜାଣିବା…

କୁକୁରର ବଡ଼ିଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ: ନିଜେ ଗଲେ ଜିମ୍‌

ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ଏକ କୁକୁରର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାର ଫଟୋ ଲାସିଜ୍‌-୧୧ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଫଟୋଟି ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦରେ ପଡ଼ିଯିବେ।…

ଯାହାପରେ ବଦଳିଯାଇଥିଲା ସୁଶାନ୍ତଙ୍କ ଜୀବନ: ଦେଖନ୍ତୁ ରିୟାଙ୍କ ସହ ସେହି ୟୁରୋପ୍‌ ଟ୍ରିପ୍‌ର ଫଟୋ

ବମ୍ବେ: ଇତିମଧ୍ୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦୁଇ ମାସ ହେଲାଣି। ହେଲେ ଦିନକୁ ଦିନ ମୃତ୍ୟୁର ରହସ୍ୟ ବଢ଼ି ବଢ଼ି ଚାଲିଛି। ଏସବୁ ଭିତରେ ସବୁଠୁ ଅଧିକ ଦୋଷୀ ପାଲଟିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ପରିବାରଠାରୁ…

ସୋନୁ ସୁଦଙ୍କୁ ଭିଡିଓଗେମ୍‌ ମାଗିଲେ ଏହି ପିଲା: ଏମିତି ଉତ୍ତର ଦେଇ ହୃଦୟ ଜିତିଲେ ଅଭିନେତା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟକରି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସୋନୁ ସୁଦ। କେଉଁଠି କୃଷକଙ୍କ ପାଇଁ ସେ ଟ୍ରାକ୍ଟର ପଠାଉଛନ୍ତି ତ ଆଉ କାହାକୁ ଚାକରି ଦେଉଛନ୍ତି। ଏହି କାରଣରୁ ଲୋକେ ତାଙ୍କୁ ଏବେ…

କରୋନା ସହ ଲଢ଼େଇରେ ହାରିଗଲେ ମୁମ୍ବାଇ ଆକ୍ରମଣରେ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ଅଫିସର

୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହିରୋ ପାଲଟିଥିଲେ ଏସ୍‌ଆଇ ଆଜମ ପଟେଲ। ଆତଙ୍କବାଦୀମାନଙ୍କଠାରୁ ଲୋକମାନଙ୍କୁ ବଞ୍ଚାଇବା ଲଢ଼େଇ ସେ ଜିତିଯାଇଥିଲେ ହେଁ କରୋନା ଲଢ଼େଇରେ ହାରି ଯାଇଛନ୍ତି ଏହି ଅଧିକାରୀ। କରୋନାରେ ଆକ୍ରାନ୍ତ ହେବା ଯୋଗୁ ୫୦ ବର୍ଷୀୟ…

ମାଙ୍କଡକୁ ଅଶ୍ଲୀଳ ଇଙ୍ଗିତ କଲେ ଯୁବକ: ତା ପରେ ଘଟିଲା ଏମିତି କିଛି…

ସାଧାରଣତଃ ପଶୁପକ୍ଷୀମାନେ କାହାର ଅନିଷ୍ଟ କରିନଥାନ୍ତି। ମାତ୍ର ସେମାନଙ୍କୁ ଯଦି କେହି ବ୍ୟକ୍ତି ହଇରାଣ କରନ୍ତି ସେମାନେ ଛାଡି ନ ଥାନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବକ ଏକ ମାଙ୍କଡକୁ ଅଶ୍ଲୀଳ…

ଡରାଇଚାଲିଛି କରୋନା: ଭୁବନେଶ୍ୱରରୁ ପୁଣି ୧୧୮ ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁଠୁ କେତେ…‌

ଭୁବନେଶ୍ୱର, ୬।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ଗୁରୁବାର ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୭୧ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୭ ଲୋକାଲ କେସ୍‌ ରହିଛି। ଏ ନେଇ ବିଏମ୍‌ସି ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।…

କିଏ ଷଷ୍ଠ ତ କିଏ ଦଶମ ଫେଲ୍‌: ମାମୁଲି ଶିକ୍ଷାଗତ ଯୋଗ୍ୟତା ଥାଇ ବି ଏହି ନେତାଙ୍କୁ ରାଜନୀତିରେ ମିଳିଛି ବଡ଼ ପଦ

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସବୁଠାରୁ ଅଧିକ ପଢ଼ିଥିବା ରାଜନେତାଙ୍କ ମଧ୍ୟରୁ ଜଣେ। ହେଲେ ଭାରତ ରାଜନୀତିରେ ସକ୍ରିୟ ଥିବା ଅନେକ ତୁଙ୍ଗ ନେତା ବହୁତ କମ୍‌ ପଢ଼ିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କିଛି ମୁଖ୍ୟମନ୍ତ୍ରୀ ତ କିଛି କେନ୍ଦ୍ରମନ୍ତ୍ରୀ ହେବାର…

ତେଲ୍‌ ନଦୀରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା

ନବରଙ୍ଗପୁର,୬ା୮(ବି.ପ୍ର.) : ଗୁରୁବାର ତେଲ ନଦୀରେ ବୁଡ଼ି ତିନି ଶିଶୁଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଏବଂ ଦୁଇ ଶିଶୁକନ୍ୟା ରହିଥିବାବେଳେ ସମସ୍ତେ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ…

ଆପଣଙ୍କ ଭିତରେ ଅଛି କି ଏହି ୪ ଗୁଣ: ହେବେନାହିଁ କେବେ ପ୍ରେମ ଏବଂ ବୈବାହିକ ସମ୍ପର୍କରେ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦୁଇଟି ସମ୍ପର୍କରେ ବିଫଳ ନ ହେବା ପାଇଁ ମଣିଷଟିଏ ସବୁବେଳେ ଚାହେଁ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ତାଙ୍କ ନୀତିରେ ପ୍ରେମୀଯୁଗଳ କିପରି ହେବା ଉଚିତ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?