Home

ଆଜିଠୁ ଲକ୍‌ଡାଉନ୍‌ ୩

ନୂଆଦିଲ୍ଲୀ,୪ା୫(ପି.ଟି.): ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସୋମବାର ଆରମ୍ଭ ହେଉଛି। ୧୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ତାଲାବନ୍ଦ ବେଳେ କଟକଣାରେ ପର୍ଯ୍ୟାପ୍ତ କୋହଳ କରାଯାଇଛି। ତେବେ କୋଭିଡ୍‌-୧୯ ନିଷିଦ୍ଧାଞ୍ଚଳରେ ପୂର୍ବଭଳି କଟକଣା ବଳବତ୍ତର ରହିବ। ସଂକ୍ରମଣ ପରିମାଣକୁ…

ଶ୍ରମିକ ଟ୍ରେନ୍‌ରେ ୯୦% ଯାତ୍ରୀଙ୍କୁ ଅନୁମତି

ନୂଆଦିଲ୍ଲୀ,୪ା୫(ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ଶ୍ରମିକ ସ୍ପେଶିଆଲ୍‌ ଟ୍ରେନ୍‌ ଚଳାଚଳ କରୁଛି। ଏହି ଟ୍ରେନ୍‌ ଯାତ୍ରୀ ପରିବହନ ସାମର୍ଥ୍ୟର ୯୦ ପ୍ରତିଶତ ଶ୍ରମିକଙ୍କୁ ନେବା ଲାଗି ରେଲଓ୍ବେ ପକ୍ଷରୁ…

କରୋନାରେ ୨୦ ଦିନର ଶିଶୁ ମୃତ

ଜୟପୁର,୪ା୫: ରାଜସ୍ଥାନର ଜୟପୁର ସହରରେ ୨୦ ଦିନର ଶିଶୁ କରୋନା ସଂକ୍ରମଣରେ ପ୍ରାଣ ହରାଇଛି। କୋଭିଡ୍‌-୧୯ ସଂକ୍ରମଣରେ ପ୍ରାଣ ହରାଇବାରେ ସେ ସମ୍ଭବତଃ ବିଶ୍ୱରେ ସର୍ବକନିଷ୍ଠ ବୋଲି କୁହାଯାଉଛି। ପୂର୍ବରୁ ଜାମନଗରରେ ଜଣେ ୪୫ ଦିନର ଶିଶୁ ଏବଂ ଆମେରିକାରେ ଅନ୍ୟଜଣେ…

୧୨୦ ଦେଶକୁ ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୪ା୫: କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ସମେତ ୧୨୦ ଦେଶକୁ ଆମେରିକା ୭୭୫ ନିୟୁତ ଡଲାର ସହାୟତାର ପ୍ରତିଶ୍ରୁତି ଦେଇଛି। ଜରୁରୀ ସ୍ବାସ୍ଥ୍ୟସେବା, ମାନବୀୟ ଓ ଅର୍ଥନୈତିକ ସହାୟତା ଭାବେ ଏହି ଅର୍ଥ ମିଳିବ ବୋଲି ଆମେରିକା ପରରାଷ୍ଟ୍ର ବିଭାଗ…

କୁଳଭୂଷଣଙ୍କ ମୁକ୍ତି ପାଇଁ ପାକ୍‌କୁ ପ୍ରବର୍ତ୍ତାଇବ ଭାରତ

ନୂଆଦିଲ୍ଲୀ,୪ା୫(ପି.ଟି.): ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମୁକୁଳାଇବା ପାଇଁ ଇସ୍‌ଲାମାବାଦକୁ ବ୍ୟାକ୍‌ ଚାନେଲ ମାଧ୍ୟମରେ ପ୍ରବର୍ତ୍ତାଇବା ନିମନ୍ତେ ଭାରତ ଆଶାବାଦୀ ଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ କହିଛନ୍ତି। ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ…

ସୁପ୍ରିମକୋର୍ଟ ଗଲା ମୁସ୍‌ଲିମ ସଂଗଠନ

ନୂଆଦିଲ୍ଲୀ,୪ା୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କୁ ସେମାନଙ୍କ ଘରପାଖ ଶ୍ମଶାନରେ କବର ଦିଆଯିବା ଘଟଣାକୁ ମୁମ୍ବାଇର ଜଣେ ବ୍ୟକ୍ତି ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ପିଟିଶନକୁ ବିରୋଧ କରି ଜାମିଆତ୍‌ ଉଲମା-ଇ-ହିନ୍ଦ୍‌ ନାମକ ମୁସ୍‌ଲିମ ସଂଗଠନ…

ଜେଇଇ, ନିଟ୍‌ ପାଇଁ ସାନି ତାରିଖ ଘୋଷଣା ୫ରେ

ନୂଆଦିଲ୍ଲୀ,୪ା୫(ପି.ଟି.): ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷା ଲାଗି ସାନି ତାରିଖ ୫ରେ ଘୋଷଣା କରାଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି। କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ସାରାଦେଶ ଲକ୍‌ଡାଉନ୍‌ରେ ଥିବାରୁ ପରୀକ୍ଷା ସ୍ଥଗିତ ରହିଥିଲା। ସାନି…

ହିନ୍ଦୁଙ୍କ ଅସଲ ଶତ୍ରୁ ଛଦ୍ମ ହିନ୍ଦୁ

ନୂଆଦିଲ୍ଲୀ,୪ା୫ : ଧର୍ମନିରପେକ୍ଷ (ସେକୁଲାର), ଉଦାର (ଲିବରାଲ), ବୁଦ୍ଧିଜୀବୀ (ଇଣ୍ଟେଲେକ୍‌ଚୁଆଲ୍‌) ଭଳି ଉତ୍ତୁଙ୍ଗ ଶବ୍ଦ ଚୁପ୍‌ ହୋଇଯାଇଛି। ‘ସିକୁଲାର’, ‘ଲିବ୍‌ଟାର୍ଡ’, ‘ଅର୍ବାନ ନକ୍ସଲ’ ଏହାର ସ୍ଥାନ ନେଇ ଏବେ ଅନେକ ସହରୀ ମଧ୍ୟବିତ୍ତଙ୍କ ଉପହାସର ଫ୍ୟାଶନେବଲ ଶବ୍ଦଜାଲ ପାଲଟିଛି। କେହି କେହି…

୫ ବସ୍‌ରେ ଆସି ଦିଗପହଣ୍ଡିରେ ପହଞ୍ଚିଲେ ୩୦୪ ପ୍ରବାସୀ ଓଡ଼ିଆ

ଦିଗପହଣ୍ଡି,୪ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ରବିବାର ରାତିରେ ସୁରଟ ଓ କେରଳରୁ ସମୁଦାୟ ୩୦୪ ଜଣ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୭ ମହିଳାଙ୍କ ସମେତ ୨ ଶିଶୁ ଥିବା ଜଣାପଡ଼ିଛି। ଏମାନଙ୍କୁ ବ୍ଲକ ଅଧୀନ…

ସୁରଟରୁ ବସ୍‌ରେ ଭଦ୍ରକ ଆସୁଥିଲେ ମହିଳା: ରାସ୍ତାରେ ସନ୍ତାନ ପ୍ରସବ

ଭଦ୍ରକ ଅଫିସ,୪ା୫: ସୁରଟରୁ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳକୁ ବସ୍‌ରେ ଫେରିବାବେଳେ ନାଗପୁରଠାରେ ପ୍ରସବ ଯନ୍ତ୍ରଣା ହେବାରୁ ଜଣେ ମହିଳାଙ୍କ ପାଇଁ ବସ୍‌ ଅଟକି ଥିଲା। ରାସ୍ତାପାର୍ଶ୍ୱରେ ସନ୍ତାନ ପ୍ରସବ କରିବା ପରେ ଏକ ଆମ୍ବୁଲାନ୍ସରେ ନିକଟରେ ଥିବା ମେଡିକାଲକୁ ତାଙ୍କ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ଅଫିସ,୪ା୫: କରୋନା ମହାମାରୀ ପାଇଁ ସାରା ବିଶ୍ବ ଲଢ଼େଇ କରୁଛି। ଆମ ରାଜ୍ୟରେ ବର୍ତ୍ତମାନ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ରେଡ୍‌ ଜୋନ୍‌ରେ ରହିଛି। ରେଡ୍‌ ଜୋନ୍‌ର କାରଣ ହେଲା କୋଲକାତା ଫେରନ୍ତା। କୋଲକୋତାରୁ ବିଭିନ୍ନ ଉପାୟରେ ଘରକୁ…

ନର୍ସଙ୍କ ହ୍ବାଟ୍ସଆପ୍‌କୁ ଆସୁଛି ଅଶ୍ଳୀଳ ଭିଡିଓ: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲର ନର୍ସଙ୍କ ହ୍ବାଟ୍ସଆପ୍‌ ନମ୍ବରକୁ କେହି ଦୁର୍ବୃତ୍ତ ଅଶ୍ଲୀଳ ଭିଡ଼ିଓ ଓ ମେସେଜ ପଠାଉଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ନର୍ସଙ୍କୁ ପ୍ରଥମେ କେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri