ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବିଶ୍ୱବାପୀ ଆନ୍ଦୋଳନ ପାଲଟିଲାଣି: ନ୍ୟାୟ ପାଇଁ ଉଠୁଛି ଦାବି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ପାଖାପାଖି ୨ ମାସ ହେଲାଣି। ତାଙ୍କୁ ନ୍ୟାୟ ଦେବା ପାଇଁ ସମଗ୍ର ଦେଶ ଏକାଠି ହୋଇଯାଇଛି। ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଏକ ଅଭିଯାନ ଚାଲିଛି।
ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସିବିଆଇ ଦ୍ୱାରା ମାମଲାର ପରିଚାଳନା ହେବା ପରେ ସେ ନିଶ୍ଚିତ ଯେ, ତାଙ୍କ ପରିବାର ଏବଂ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ନ୍ୟାୟ ମିଳିବ। ନିକଟରେ ଶ୍ୱେତା ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବିଦେଶରେ ମଧ୍ୟ ଲୋକମାନେ ସୁଶାନ୍ତଙ୍କ ପାଇଁ ନ୍ୟାୟ ପାଇଁ ଦାବି କରିଥିବା ସେ ଏହା ମାଧ୍ୟମରେ ଜଣାଇଛନ୍ତି।
ସୁଶାନ୍ତଙ୍କୁ ନ୍ୟାୟ ପାଇଁ କାଲିଫର୍ନିଆରେ ପୋଷ୍ଟର ଲଗାଯାଇଛି। ଭଉଣୀ ଶ୍ୱେତା ଆମେରିକାରେ ବିଲବୋର୍ଡର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋ ଶେୟାରକରି ସେ ଲେଖିଛନ୍ତି, କାଲିଫର୍ନିଆରେ ଭାଇର ବିଲବୋର୍ଡ। ଏହା ଏକ ବିଶ୍ୱବାପୀ ଆନ୍ଦୋଳନ।


Enter your email to get our daily news in your inbox.

All Right Reserved By Dharitri.Com

ଜାହ୍ନବୀଙ୍କ ସ୍ପଷ୍ଟୀକରଣ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି। କିନ୍ତୁ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ...

ମରଣ ମୁହଁରୁ ମୋ ଭାଇ ଫେରି ଆସିଛି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଏବେ ଅସୁସ୍ଥ। ହୃଦଘାତ ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ତାଙ୍କର...

୧୪ ବର୍ଷ ବୟସରେ ଯୌନ ନିର୍ଯାତନାର ଶିକାର ହୋଇଥିଲେ ଇରା

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ନିଜ ଅଭିନୟ ହେଉ ବା କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ତାଙ୍କ ଝିଅ ଇରା ଖାଁ...

ଏହି ଅଭିନେତାଙ୍କ ସ୍ତ୍ରୀ ଜାଣିଥିଲେ ସ୍ବାମୀଙ୍କ ପ୍ରେମ ସମ୍ପର୍କ ବିଷୟରେ ସବୁ, ଆଉ ତା’ ପରେ

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି...

ମା’ ହେବାକୁ ଯାଉଛନ୍ତି ବିପାଶା !

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲୋନ୍‌’ର ଶୁଟିଂ ସେଟ୍‌ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍‌ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା...

ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିବା ବାନ୍ଦ୍ରା ଡିସିପି କରୋନା ଆକ୍ରାନ୍ତ

ମୁମ୍ବାଇ,୨୯।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ଘଟଣାର...

‘ଜିରୋ’ ପରେ ଶାହାରୁଖଙ୍କ ହାତ ଖାଲି

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୨୭ ବର୍ଷ ଧରି ରାଜ୍‌ କରି ଆସିଥିବା ବାଦ୍‌ଶାହା ତଥା ଶାହାରୁଖଙ୍କ ହାତ ଏବେ ପୂରା ଖାଲି। ‘ଜିରୋ’ଫିଲ୍ମ ପରଠାରୁ ଶାହାରୁଖ୍‌ ଆଉ...

ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ କଟ୍ରିନାଙ୍କ ସାନ ଯା’; ଉଡାଇସାରିଛନ୍ତି ସୈଫଙ୍କ ହୋସ୍‌…

ବମ୍ବେ: ନିକଟରେ ହାତକୁ ଦୁଇ ହାତ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ। ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ଉଭୟ ଏବେ ହନିମୁନ୍‌ରୁ...

Advertisement
Archives

Model This Week