Home

ନେତା, ନିବେଶକଙ୍କ ଉପରେ ଗୁପ୍ତଚରଗିରି

ଲଣ୍ଡନ/ଓ୍ବାଶିଂଟନ,୧୦ା୬: ଭାରତର ଏକ ଅଳ୍ପ ଜଣାଶୁଣା ଆଇଟି ଫାର୍ମ ନିଜ କ୍ଲାଏଣ୍ଟମାନଙ୍କୁ ୧୦,୦୦୦ରୁ ଊର୍ଦ୍ଧ୍ୱ ଇମେଲ୍‌ ଆକାଉଣ୍ଟ ଉପରେ ୭ ବର୍ଷରୁ ଅଧିକ ସମୟ ଧରି ସାହାଯ୍ୟ କରିବା ପାଇଁ ହ୍ୟାକିଂ ସେବା ପ୍ରଦାନ କରିଥିଲା। ନୂଆଦିଲ୍ଲୀର ବେଲ୍‌ଟ୍ରୋକ୍ସ ଇନ୍‌ଫୋଟେକ୍‌ ସର୍ଭିସ…

ସପ୍ତାହକୁ ୫ଦିନ ଶଟ୍‌ଡାଉନ୍‌ ଖବର ଗୁଜବ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ରାଜ୍ୟର ୧୧ଟି ଜିଲାରେ ସପ୍ତାହକୁ ୫ଦିନ ଶଟ୍‌ଡାଉନ ହେବା ନେଇ ଏକ ଖବର ଚାରିଆଡ଼େ ବ୍ୟାପିବାରେ ଲାଗିଛି। କିନ୍ତୁ ଏହି ଖବର ଗୁଜବ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଯେଉଁ ନିୟମ ରହିଥିଲା, ତାହା…

ଆଜି ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହିତ ବୈଷୟିକ କର୍ମଶାଳାରେ ଯୋଗଦେଇ ସମ୍ବୋଧିତ କରିବେ। ଏହି କର୍ମଶାଳାରେ କୋଭିଡ୍‌-୧୯ ପରିଚାଳନାରେ ନିୟୋଜିତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା…

ଓଡ଼ିଶା ଫେରିବେ ବିଜୟ ମହାନ୍ତି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଓଡ଼ିଶା ଫେରିବେ। ସମ୍ପୂର୍ଣ୍ଣଭାବେ ସୁସ୍ଥ ହୋଇ ନ ଥିଲେ ମଧ୍ୟ ସେ ନିଜ ଜନ୍ମମାଟିକୁ ଆସିବାକୁ ଚାହୁଁଛନ୍ତି। ତେଣୁ ଭୁବନେଶ୍ୱର ଏମ୍‌ପି…

ସଙ୍କଟରେ ଶତାଧିକ କରୋନା ଯୋଦ୍ଧା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ କରୋନାକୁ ହଟାଇବା ପାଇଁ ଚାଲିଛି ଲମ୍ବା ଲଢ଼େଇ। ଏହି ଲଢ଼େଇରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ପୋଲିସ, ଯବାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ। ସବୁକିଛି ଭୁଲି ସେମାନେ ରାଜ୍ୟ ତଥା ରାଜ୍ୟବାସୀଙ୍କୁ କରୋନା…

ରଥଯାତ୍ରା ବାତିଲ ପାଇଁ ଜନସ୍ବାର୍ଥ ମାମଲା: ‘ସ୍ଥିତି ଦେଖି ନିଷ୍ପତ୍ତି ନିଅନ୍ତୁ ସରକାର’

କଟକ ଅଫିସ,୧୦ା୬: କରୋନା ସଂକ୍ରମଣ ଆଶଙ୍କା ଯୋଗୁ ଚଳିତ ବର୍ଷ ରଥଯାତ୍ରା ସ୍ଥଗିତ ରଖିବାକୁ ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ବିଚାରପତି ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ…

ଡେବ୍ୟୁ ମ୍ୟାଚରେ ମାରିଥିଲେ ଶତକ, ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଖେଳାଳି

କ୍ରିକେଟ ପଡିଆରେ ଦିନେ ମ୍ୟାକଗ୍ରାଥ, ବ୍ରେଟ ଲିଙ୍କ ଭଳି ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖେଳାଳି ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଓପନର୍‌ ଲୁ ଭିନସେଣ୍ଟ। ନ୍ୟୁଜିଲାଣ୍ଡ…

ଟେଷ୍ଟ କ୍ରିକେଟରେ ୫ ଦିନ ବ୍ୟାଟିଂ କରିଛନ୍ତି ଏହି ୫ କ୍ରିକେଟର

ଟେଷ୍ଟ କ୍ରିକେଟ ଧୈର୍ଯ୍ୟର ଖେଳ। ପଡିଆରେ ସେଟ୍‌ ହୋଇ ଖେଳିବାକୁ ଜଣେ ବ୍ୟାଟ୍ସମ୍ୟାନ ପାଖରେ ପର୍ଯ୍ୟାପ୍ତ ସମୟ ଥାଏ। ୧୪୩ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ କେବଳ ୧୦ ଜଣ ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ଟେଷ୍ଟ ମ୍ୟାଚର ସମସ୍ତ ପାଞ୍ଚ ଦିନ…

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

ଖଇରା, ୮।୬(ଡି.ଏନ.ଏ.)-ଖଇରା ପୋଲିସ ମଙ୍ଗଳବାର ସୋର-କୁପାରୀ ରାସ୍ତାର ବିଭିନ୍ନ ସ୍ଥାନରେ ଚଢାଉ କରି ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ କରିଛି। ବାଇକ, ବୋଲେରୋ ଓ ଟ୍ରକଗୁଡିକଠାରୁ ୨ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ଖଇରା ଥାନା ଏସ୍‌ଆଇ ସୁଜାତା…

କ୍ରିକେଟରେ ଡକଓ୍ବର୍ଥ ଲୁଇସ୍‌ ନିୟମ କେବଠୁ ହୋଇଥିଲା ଆରମ୍ଭ

ବର୍ଷା ପ୍ରଭାବିତ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍‌ରେ ଫଳାଫଳ ବାହାର କରିବା ପାଇଁ ଏକ ନିୟମ ବ୍ୟବହାର କରାଯାଏ। ଏହାକୁ ଡକଓ୍ବର୍ଥ ଲୁଇସ୍‌ ନିୟମ କୁହାଯାଏ। ତେବେ ଏହି ନିୟମ କେବେ ଏବଂ କାହିଁକି ବାହାର କରାଯାଏ ତାହା ଜାଣନ୍ତି କି?…

ମଦ ଦୋକାନ ଖାତା ପତ୍ର ଯାଞ୍ଚ କଲେ ଅଧିକାରୀ

ଖଇରା, ୮।୬(ଡି.ଏନ.ଏ.)-ଜିଲା ଅବକାରୀ ବିଭାଗ ଓ ଖଇରା ରାଜସ୍ବ ବିଭାଗ ତରଫରୁ ମିଳିତ ଭାବେ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଖଇରା ଓ କୁପାରୀ ବଜାରରେ ଥିବା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରାଯାଇ ସେମାନଙ୍କର ଖାତାପତ୍ର ଯାଞ୍ଚ…

କେବଳ ଶନି-ରବିବାର ଶଟ୍‌ଡାଉନ୍‌; ଉଡ଼ା ଖବରକୁ ବିଶ୍ୱାସ କରନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୯।୬(ବ୍ୟୁରୋ): ସପ୍ତାହର କେବଳ ଶନିବାର ଓ ରବିବା ଶଟ୍‌ଡାଉନ୍‌ ରହିବ। ଶନି ଓ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନରେ ଶଟ୍‌ଡାଉନ୍‌ ହେବ ନାହିଁ। ଅନ୍ୟ ଦିନଗୁଡ଼ିକରେ ଶଟ୍‌ଡାଉନ୍‌ ବୃଦ୍ଧି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri