୬ ବର୍ଷର ପୁଅକୁ ରୁଟି ସେକିବା ଶିଖାଇଲେ ଏହି କ୍ରିକେଟର
କରୋନା ଯୋଗୁ ଏବେ କ୍ରିକେଟ ସିରିଜ୍ ସ୍ଥଗିତ ରଖାଯାଇଛି। ଫଳରେ କ୍ରିକେଟର ମାନେ ସେମାନଙ୍କ ପରିବାର ସହ ସମୟ ବିତାଇବା ସହ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଭାରତୀୟ ଓପନର ଶିଖର ଧାଓ୍ବନ୍ ସେମାନଙ୍କ ମଧ୍ୟ ଅନ୍ୟତମ ।…
ଅମିତାଭ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କଲେ ଏହି ପାକିସ୍ତାନ କ୍ରିକେଟର
ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଥିବା ଦେଖାଯାଇଛି। ଅମିତାଭ ବଚ୍ଚନ କୋଟି କୋଟି ଫ୍ୟାନ୍ କେବଳ ଦେଶରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ…
ବିକାଶ ଦୁବେଙ୍କ ଅପରାଧ ଦୁନିଆ ଛାଡ଼ିବାକୁ ଚାହୁଁଥିଲେ ଅମର, ଜାଣନ୍ତୁ ଏହାର କାରଣ
ଲକ୍ଷ୍ନୌ,୧୨ା୭: ଉତ୍ତରପ୍ରଦେଶର କାନପୁର ଏନ୍କାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଡାହାଣ ହାତ ଥିଲେ ସାର୍ପ ସୁଟର ଅମର ଦୁବେ। ବର୍ତ୍ତମାନ ଦୁହିଁଙ୍କ ମୃତ୍ୟୁ ପରେ ନୂଆ ନୂଆ କଥା ଜାଣିବାକୁ ମିଳୁଛି। ଯେଉଁଦିନ ଅମରଙ୍କୁ ଏନ୍କାଉଣ୍ଟରରେ ହତ୍ୟା କରାଯାଇଥିଲା, ଏହାର…
ବିଶ୍ୱକପ୍ ଜିତିବା ଧୋନୀଙ୍କ ଭାଗ୍ୟ, ଏହାର ଶ୍ରେୟ ଗାଙ୍ଗୁଲୀଙ୍କୁ ଯାଉଛି: ଗମ୍ଭୀର
ନୂଆଦିଲ୍ଲୀ,୧୨।୭: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବ ଓପନର୍ ଗୌତମ ଗମ୍ଭୀର ମହେନ୍ଦ୍ର ସିଂ ଧୋନୀ ଆଇସିସି ଟ୍ରଫି ଜିତିବାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧୋନୀ ବହୁତ ଭାଗ୍ୟଶାଳୀ ଅଧିନାୟକ। କାରଣ ତାଙ୍କୁ ଏକ ଅଦ୍ଭୁତ ଟିମ୍ ମିଳିଥିଲା।…
ବଡ଼ ସହରରେ କାର୍ ଚଳାଇବା ମନା: ସରକାର ତିଆରି କରୁଛନ୍ତି ୧୪୦୦ କିମି ସାଇକେଲ ରାସ୍ତା
ପ୍ୟାରିସ୍, ୧୨।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍ଡାଉନ୍ ଜାରି ରହିଛି। କେତେକ ବଡ଼ ବଡ଼ ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍ ଚଳାଇବାକୁ ବାରଣ କରାଯାଇଛି। ଯିବା ଆସିବା ପାଇଁ ଲୋକଙ୍କୁ ସାଇକେଲ ଚଳାଇବା ଲାଗି…
ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ, ଖୋଲିଲେ ଏସବୁ ପୋଲ୍
ମାଲକାନଗିରି,୧୨ା୭(ସ୍ବ.ପ୍ର.): ରବିବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଏହି ଦୁଇଜଣ ହେଲେ କାନା ମାଢି ଓ ମହିଳା ମାଓବାଦୀ ଲାକେ ପୁନେମ। ଦୀର୍ଘଦିନ ଧରି ଉଭୟ ମାଓବାଦୀ ସଙ୍ଗଠନରେ ସକ୍ରିୟ ରହିଥିଲେ। ତେବେ ଏମାନେ ସମାଜର…
ଚିନ୍ତାରେ ବିଶେଷଜ୍ଞ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିଟରେ ୨ ମାସ ପରେ ମଧ୍ୟ ଦେଖାଯାଉଛି ଲକ୍ଷଣ
ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏସବୁ ସତ୍ତ୍ୱେ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତିମାନଙ୍କ ପାଖରେ କିଛି…
କଟକ ସହରରେ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ପୁଣି ୯ ପଜିଟିଭ୍ ଚିହ୍ନଟ
କଟକ ଅଫିସ,୧୨ା୭: ରବିବାର କଟକ ସହରରୁ ଆଉ ୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ୮ ଜଣ ଇନ୍ଷ୍ଟିଚ୍ୟୁଶନାଲ୍ କ୍ୱାରାଣ୍ଟାଇନରେ ଥିବା ବେଳେ ଜଣେ ହୋମ୍ କ୍ୱାରାଣ୍ଟାଇନ୍ ଥାଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ହେଲେ…
ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର: ଆକାଶ
ନୂଆଦିଲ୍ଲୀ,୧୨।୭: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଭାରତର ସର୍ବକାଳୀନ ଶ୍ରେଷ୍ଠ ଫିଲ୍ଡର ବୋଲି ପୂର୍ବତନ ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା କହିଛନ୍ତି। ଭାରତର ଶ୍ରେଷ୍ଠ ୬ଜଣ ଫିଲ୍ଡର ଚୟନ ପାଇଁ ସେ ପ୍ରୟାସ କରୁଥିଲେ। ତେବେ ସେ ଦେଖିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଚୟନ…
ସୌରାଷ୍ଟ୍ର ଛାଡ଼ିଲେ ଜ୍ୟାକ୍ଶନ: ପୁଡୁଚେରୀ ତରଫରୁ ଖେଳିବେ
ଚେନ୍ନାଇ/ମୁମ୍ବାଇ,୧୨।୭(ପି.ଟି.): ଶେଲଡନ ଜ୍ୟାକ୍ଶନ ସୌରାଷ୍ଟ୍ର ଦଳ ଛାଡିଛନ୍ତି। ସୌରାଷ୍ଟ୍ରକୁ ଗତ ରଣଜୀ ସେସନରେ ଚାମ୍ପିୟନ କରାଇଥିବା ଏହି ତାରକା ବ୍ୟାଟ୍ସମ୍ୟାନ ଆଗାମୀ ଘରୋଇ ସେସନରେ ଏବେ ପୁଡୁଚେରୀ ପକ୍ଷରୁ ଖେଳିବେ। ଏ ନେଇ ଜ୍ୟାକଶନ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ନିଶ୍ଚିତ…
ପାଇଲଟ ସାଜିବାକୁ ସଚିନଙ୍କ ଇଛା: ବହୁମତ ପାଇଁ ଆବଶ୍ୟକ ୧୦୧ ସଦସ୍ୟ
ଜୟପୁର, ୧୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସରକାରଙ୍କ ଉପରେ ସଙ୍କଟ ମାଡ଼ିଆସୁଛି। ସଚିନ ପାଇଲଟ ଏବେ ରାଜ୍ୟର ପାଇଲଟ ସାଜିବାକୁ ଇଛା କରିଛନ୍ତି। ତେବେ ଶାସନ ଡୋର ଧରିବା ଲାଗି ୧୦୧ ଜଣ ସଦସ୍ୟଙ୍କ ବହୁମତର ଆବଶ୍ୟକତା ରହିଛି। ରାଜ୍ୟରେ…
ଏସ୍ବିଆଇରେ ମିଳିଲାନି ଚାକିରି, ଖୋଲିଲେ ନକଲି ବ୍ୟାଙ୍କ ଶାଖା, ଆଉ ତା’ ପରେ…
ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏକ ନକଲି ଶାଖାକୁ ପୋଲିସ ସିଲ୍ କରିଛି। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍ ହେଉଛନ୍ତି ପୂର୍ବତନ ଏସ୍ବିଆଇର ଜଣେ କର୍ମଚାରୀଙ୍କ ପୁଅ।…
Archives


