ପ୍ରଥମ କୋଭିଡ୍ ଟିକାର ସଫଳ ପରୀକ୍ଷା
ମସ୍କୋ,୧୩ା୭: ରୁଷିଆ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ସେଚେନୋଭ୍ ଫାଷ୍ଟ ମସ୍କୋ ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରେ ଏହାର ପରୀକ୍ଷା ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ଇନ୍ଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଲେଶନାଲ ମେଡିସିନ୍ ଆଣ୍ଡ ବାୟୋଟେକ୍ନୋଲୋଜିର…
ଭୋଟ୍ ଦେଲେ ୫ ଲକ୍ଷ ହଂକଂବାସୀ
ହଂକଂ,୧୩ା୭: ଚାଇନା ପକ୍ଷରୁ ହଂକଂରେ ଲାଗୁ ହୋଇଥିବା ନୂତନ ସୁରକ୍ଷା ଆଇନକୁ ସେଠାରେ ଜୋର୍ଦାର ବିରୋଧ କରାଯାଇଛି। ଲକ୍ଷାଧିକ ହଂକଂ ନାଗରିକ ଚାଇନାର ଏହି ଆଇନ ବିରୋଧରେ ଅଣଆନୁଷ୍ଠାନିକ ଭୋଟ ଦେଇଛନ୍ତି। ଏହା ବେଜିଂର କଠୋର ଆଇନ ବିରୋଧରେ ଏକ ପ୍ରତୀକାତ୍ମକ…
ଓଡ଼ିଶାରେ ପ୍ରଥମ: ଚିଲିକାରେ ମାଛ ସଂଗ୍ରହାଳୟ
ଭୁବନେଶ୍ୱର,୧୩।୭(ବ୍ୟୁରୋ): ଚିଲିକା ସହ ଯୋଡ଼ିହୋଇଛି ଆଉଏକ ସଫଳତା। ଦୀର୍ଘଦିନର ପ୍ରତୀକ୍ଷା ପରେ ଚିଲିକା ହ୍ରଦ କୂଳରେ ନିର୍ମାଣ ହୋଇଛି ଓଡ଼ିଶାର ପ୍ରଥମ ଫିଶ୍ ମ୍ୟୁଜିୟମ୍ ବା ମାଛ ସଂଗ୍ରହାଳୟ। ଏସିଆ ମହାଦେଶର ଏହି ସର୍ବବୃହତ୍ ଲବଣାକ୍ତ ହ୍ରଦ ଶତାଧିକ ପ୍ରଜାତି ମାଛଙ୍କ…
ଟ୍ରେନ୍ରେ ହେବ ସିସିଟିଭି ମନିଟରିଂ
ନୂଆଦିଲ୍ଲୀ,୧୩ା୭(ପି.ଟି.): ଟ୍ରେନ୍ ଯାତ୍ରାକୁ ଅଧିକ ନିରାପଦ ଓ ଆରାମଦାୟକ କରିବା ଲାଗି ରେଲ୍ଓ୍ବେ ବୋର୍ଡ ୨୦ଟି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ ରହିଛି ଟ୍ରେନ୍ ଛାଡ଼ିବା ପୂର୍ବରୁ ଯାତ୍ରୀଙ୍କୁ ସତର୍କ ସୂଚନା ଦେବା, କୋଚ୍ ଭିତରେ…
ରାଜସ୍ଥାନ ସରକାର ଟଳମଳ
ନୂଆଦିଲ୍ଲୀ,୧୩ା୭: କର୍ନାଟକ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାରେ ସଫଳ ହେବା ପରେ ରାଜସ୍ଥାନରେ ମୁଣ୍ଡ ପୂରାଇଛି ଭାଜପା। ଏଥିଯୋଗୁ ରାଜସ୍ଥାନ କଂଗ୍ରେସରେ ବଡ଼ ସଙ୍କଟ ସୃଷ୍ଟି ହେବା ସହ ଅଶୋକ ଗେହଲଟ ସରକାର ଟଳମଳ ଅବସ୍ଥାକୁ ଚାଲି ଆସିଛି। ଶାସକ…
୭ ଜିଲାରେ ମରୁଡ଼ିର ପଦଧ୍ୱନି
ଭୁବନେଶ୍ୱର,୧୩।୭(ବ୍ୟୁରୋ): ଜୁଲାଇ ଅଧା ହେବାକୁ ବସିଲାଣି। ମାସେ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟକୁ ପ୍ରବେଶ କଲାଣି। ହେଲେ ଆଶାନୁରୂପ ବର୍ଷା ମିଳିପାରୁ ନାହିଁ। ଦୁର୍ବଳ ମୌସୁମୀ ସାଙ୍ଗକୁ ଲଘୁଚାପ ସୃଷ୍ଟି ହେଉ ନ ଥିବାରୁ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି…
ମୟୂରଭଞ୍ଜ ରାଜମାତାଙ୍କ ପରଲୋକ
ବାରିପଦା ଅଫିସ,୧୩ା୭: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା। ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା। ୧୯୫୨ ମସିହାରେ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର…
ମୁହଁମାଡ଼ି ପଡ଼ିଛି ପର୍ଯ୍ୟଟନ ଶିଳ୍ପ
ପୁରୀ ଅଫିସ,୧୩ା୭: ପୁରୀ ଜିଲାର ପର୍ଯ୍ୟଟନ ସ୍ଥଳ ହେଉ କି ବେଳାଭୂମି ସବୁଠି ଏବେ ଛାଇଯାଇଛି ନିର୍ଜନତା। କୌଣସି ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନାହିଁି କି ଶୁଣାଯାଉନି କୋଳାହଳ। ପୁରୀ ହୋଟେଲଗୁଡ଼ିକରେ ସତେଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ। ପ୍ରଥମେ…
ମାସ୍କ ଜୀବନ ସହ ଜଡିତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୭(ବ୍ୟୁରୋ): ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବା ବେଳେ ଏହାକୁ ରୋକିବା ସକାଶେ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି। କିଛି ନିର୍ଦ୍ଦିଷ୍ଟ ସାବଧାନତା ରକ୍ଷା କରି ଲୋକମାନେ ଏହି ମହାମାରୀରୁ ଦୂରେଇ ରହିପାରିବେ ବୋଲି ସରକାର କହୁଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ…
ସଡ଼କ ପରିବହନ ସେବା ବିପର୍ଯ୍ୟସ୍ତ: ରୋଡ୍ ଟ୍ୟାକ୍ସ ଛାଡ଼ ହେଉ
ଭୁବନେଶ୍ୱର,୧୩।୭(ବ୍ୟୁରୋ): ମହାମାରୀ କରୋନା କେବଳ ସ୍ବାସ୍ଥ୍ୟ ନୁହେଁ, ବିଭିନ୍ନ କ୍ଷେତ୍ରରେ ଜୀବିକା ଉପରେ ପ୍ରଚଣ୍ଡ ପ୍ରହାର ଦେଇଛି। ରାଜ୍ୟ ଅର୍ଥନୀତିରେ ଯାତ୍ରୀ ପରିବହନ ସେବା ଏକ ବଡ ଅଂଶ। କରୋନା ସଂକ୍ରମଣ ଆଶଙ୍କା ଦେଖାଦେବା ଦିନ ଠାରୁ ଏହି କ୍ଷେତ୍ର ଏକ…
ପିସିସି ସଭାପତି ରେସରେ ୧୩ ଆଶାୟୀ: ସୁର
ଭୁବନେଶ୍ୱର,୧୨।୭(ବ୍ୟୁରୋ)-ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ବଦଳିବେ। ରାଜ୍ୟରେ ନୂଆ ସଭାପତି ଖୁବ୍ଶୀଘ୍ର ଚୟନ କରାଯିବ ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହି ରେସ୍ରେ ୧୩ଜଣ ନେତା ରହିଥିବା ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଟ୍ୟୁଶନ ସାର୍ ଅଟକ
ଗୁଣପୁର,୧୨ା୭(ଡି.ଏନ୍.ଏ.)-ଜଣେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଟ୍ୟୁଶନ ସାର୍ଙ୍କ ନାମରେ ଅଭିଯୋଗ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍ ପୁଟାସିଂ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ସୂଚନା ଅନୁଯାୟୀ, ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ବାଳିକା ଏବଂ ତାଙ୍କ…
Archives


