Home

ଛିଣ୍ଡୁନି ଭାରତ-ଚାଇନା ସୀମା ବିବାଦ: ଚତୁର୍ଥ କମାଣ୍ଡରସ୍ତରୀୟ ବୈଠକ ଶେଷ

ନୂଆଦିଲ୍ଲୀ, ୧୫।୭: ଗଲଓ୍ବାନ ଘାଟିର ହିଂସ୍ରକ ସଂଘର୍ଷ ପରେ ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମସ୍ୟାର ସମାଧାନ ଲାଗି ଉଦ୍ୟମ ଜାରି ରହିଛି। ଏହା ଅନ୍ତର୍ଗତ ଚତୁର୍ଥ କମାଣ୍ଡର ସ୍ତରୀୟ ବୈଠକ ପୂର୍ବ ଲଦାଖର ତୁସୁଲଠାରେ ଅନୁଷ୍ଠିତ ହୋଇଯାଇଛି।…

ଦାମୀ ବଙ୍ଗଳାରେ ରହୁଛନ୍ତି ୨ ବିଲେଇ: ମାସକୁ ଘରଭଡ଼ା ୧ ଲକ୍ଷ

ଗୃହପାଳିତ ପଶୁ ଦାମୀ କାରରେ ବୁଲିବା ସାଧାରଣ କଥା। କିନ୍ତୁ ୨ଟି ବିଲେଇ ଏକ ଦାମୀ ବଙ୍ଗଳାରେ ଭଡ଼ା ଘରେ ରହୁଛନ୍ତି। ଏହି ଘରର ଭଡ଼ା ପ୍ରାୟ ୧ ଲକ୍ଷ ଟଙ୍କା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆମେରିକାର…

ଆସନ୍ତା ୭ ଦିନ ମଧ୍ୟରେ ମହାକାଶରେ ଘଟିବାକୁ ଯାଉଛି ଏସବୁ ଘଟଣା

ନୂଆଦିଲ୍ଲୀ: ଗ୍ରହମାନଙ୍କର ପରିବର୍ତ୍ତିତ ଗତିବିଧି ହେତୁ ୧୪ରୁ ୨୦ଜୁଲାଇ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିରୁ ଏହା ସ୍ବତନ୍ତ୍ର ହେବାକୁ ଯାଉଛି। ଜାଣନ୍ତୁ ଏହି ବିରଳ ସଂଯୋଗ ଭାରତକୁ କିପରି ପ୍ରଭାବିତ କରିବ। ୧୪ ଜୁଲାଇ ରାତିରେ ପୃଥିବୀ ସୂର୍ଯ୍ୟ ଏବଂ ଗୁରୁଙ୍କ ମଧ୍ୟରେ…

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ: ଜାଣନ୍ତୁ କେତେ ରହିଛି ପାସ୍‌ହାର

ନୂଆଦିଲ୍ଲୀ,୧୫।୭: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ୍‌(ସିବିଏସ୍‌ଇ) ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍‌ ହାର ୯୧.୪୬ ପ୍ରତିଶତ ହୋଇଛି। ସେଥିମଧ୍ୟରୁ ୯୩.୩୧ ଛାତ୍ରୀ ଥିବାବେଳେ ୯୦.୧୪ ପ୍ରତିଶତ ଛାତ୍ର ପାସ୍‌ କରିଛନ୍ତି। ଛାତ୍ରୀଛାତ୍ର ପରୀକ୍ଷା ଫଳ ଜାଣିବା…

ଆଣ୍ଠୁ ମାଡି ବସି ମାହିରାଙ୍କ ପ୍ରତି ଥିବା ପ୍ରେମ ବ୍ୟକ୍ତ କଲେ ପାରସ୍‌, ମିଳିଲା ଏପରି ଜବାବ..

ବମ୍ବେ: ବିଗ୍‌ବସ୍‌-୧୩ ସିଜନ୍‌ର ଅନ୍ୟତମ ଚର୍ଚ୍ଚିତ କପଲ ଥିଲେ ପାରସ୍‌ ଛାବଡା-ମାହିରା ଶର୍ମା। ଏବେ ମଧ୍ୟ ଉଭୟ ଉଭୟଙ୍କର ଭଲ ବନ୍ଧୁ ଅଛନ୍ତି। ଶୋ’ରୁ ବାହାରିବା ପରେ ଏକାଧିକ ଭିଡିଓରେ ଉଭୟ କାମ କରିଛନ୍ତି। ଏବେ ତାଙ୍କର ତୃତୀୟ ଗୀତ ଆସିବାକୁ…

ବଧୂଙ୍କ ପାଇଁ ଆସିଲା ସୁନାର ‘ମାସ୍କ କମ୍‌ ନେକ୍‌ଲେସ୍‌’: ବଜାରରେ ବଢ଼ୁଛି ଚାହିଦା..

କରୋନା ସଂକ୍ରମଣକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ପ୍ରକାରର ମାସ୍କ ଉପଲବ୍ଧ ହେଉଛି। ଏବେ ବିବାହ ସମୟ ଚାଲିଥିବାରୁ ବରକନ୍ୟାଙ୍କ ପାଇଁ ସ୍ବତନ୍ତ୍ର ମାସ୍କ କରାଯାଉଛି। ଏହାର ଡିମାଣ୍ଡ ମଧ୍ୟ ବଢ଼ୁଥିବା…

ଅଗଷ୍ଟ ୧୫ ନିଆରା ଢ଼ଙ୍ଗରେ ହେବ ପାଳନ: ଲାଲ୍‌ କିଲ୍ଲାରେ ଯୋଗଦେବେ ୧୫୦୦ କରୋନା ବିଜେତା

ନୂଆଦିଲ୍ଲୀ, ୧୫।୭: ଚଳିତ ବର୍ଷ ଅଗଷ୍ଟ ୧୫ରେ ଲାଲ୍‌ କିଲ୍ଲାରେ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ଛୋଟ ପିଲା ଯୋଗଦେବେ ନାହିଁ। ସେମାନଙ୍କ ବଦଳରେ ୧୫୦୦ କରୋନ ବିଜେତା ଉତ୍ସବରେ ଉପସ୍ଥିତ ରହିବେ। କରୋନାକୁ ପରାଜିତ କରି ସୁସ୍ଥ ହୋଇଥିବା…

ଏଣିକି ବୋତଲରେ ନୁହେଁ, ପେପରରେ ମିଳିବ ମଦ

କରୋନା ମହମାରୀ ସମୟରେ ଅନେକ ନୂତନ ଉଦ୍ଭାବନ କରାଯାଉଛି। ଆପଣମାନଙ୍କ ମଧ୍ୟରୁ ବି ଲକ୍‌ଡାଉନରେ ଅନେକ ନୂଆ ନୂଆ ଉଦ୍ଭାବନ କରିଥିବେ। ଆଉ ଏଥିରୁ ବହୁତ କିଛି ଶିଖିଥିବେ ମଧ୍ୟ। କେଉଁଠି ନଡ଼ିଆ ପତ୍ର ସହିତ ନଡ଼ାରେ ପାଇପ ତିଆରି କରାଯାଉଛି…

ଦେଶରେ କରୋନା ଅଣାୟତ୍ତ: ୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୪୨୯ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫୮୨ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ…

ଭୂତ ଭାବି ଡରୁଥିଲେ, ପରେ ଏଥିରୁ ଯାହା ମିଳିଲା ଲୋକେ ଦେଖି ଆଶ୍ଚର୍ଯ୍ୟ

ଝାଡ଼ଖଣ୍ଡର ପାଲାମୁ ଜିଲାର ଏକ କ୍ଷେତରୁ ଗୋଟିଏ ପାତ୍ର ମିଳିଛି। ଯାହାର ରୂପ ତଥା ଆକୃତି ଦେଖି ଲୋକେ ଭୂତ ଭାବି ଡରି ଏହାର ପାଖ ମାଡୁ ନ ଥିଲେ। ମାତ୍ର ପରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟ ଅନୁଯାୟୀ,…

ଖାଦ୍ୟକୁ ନେଇ ୩ ହାତୀଙ୍କ ମଧ୍ୟରେ ଝଗଡା, ଏମିତି ହେଲା ସମାଧାନ

ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ୩ଟି ହାତୀ ଖାଦ୍ୟ ପାଇଁ ଝଗଡା କରୁଛନ୍ତି ଶେଷରେ କାହାର ବିଜୟ ହେଉଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେଲଡ୍ରିକ୍‌ ଓ୍ବାଇଲ୍ଡଲାଇଫ୍‌ ପକ୍ଷରୁ ଏହି ଭିଡିଓ ଟୁଇଟରରେ ଶେୟାର କରାଯାଇଛି। ମୌଶା,…

ବିଗ୍‌ ବସ୍‌-୧୪ ହେବ ଲକ୍‌ଡାଉନ୍‌ ସ୍ପେଶାଲ: କ’ଣ ରହିଛି ଏଥର ଖାସ୍‌ ଜାଣନ୍ତୁ…

ଛୋଟ ପରଦାର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ’ ବିଗ୍‌ ବସ୍‌। ବିଗ୍‌ ବସ୍‌ -୧୪କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। କାରଣ ଏଥର ଶୋ’କୁ ନୂଆ ରୂପରେ ଦେଖିବାକୁ ମିଳିବ। ଯାହା ଶୁଣିବାକୁ ମିଳୁଛି ଶୋ’ର ଫର୍ମାଟରେ ବଡ଼ ପରିବର୍ତ୍ତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri