Home

ରେକର୍ଡ କଲା ରାଜଧାନୀ: ଆଜି ଚିହ୍ନଟ ହେଲେ ୯୦ ଆକ୍ରାନ୍ତ; ଅଛି ୨୭ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି। ସେଥିରୁ ୪୬୨ ଆକ୍ଟିଭ କେସ୍‌ ରହିଥିବା ବେଳେ ୩୮୫ଜଣ ସୁସ୍ଥ ହୋଇ…

ଜାଣନ୍ତୁ ହ୍ବାଟ୍ସଆପ୍‌ରେ କେଉଁଭଳି ମେସେଜ୍‌, ଫଟୋ ଶେୟାର କଲେ ଭୋଗିବେ ଜେଲ୍‌ଦଣ୍ଡ

ଆଜିକାଲି ସୋସିଆଲ ମିଡିଆରେ ଯିଏ ଯାହା ପାରୁଛି ପୋଷ୍ଟ କରୁଛି। ସତେ ଯେମିତି ଏଥିପ୍ରତି କଟକଣା ନାହିଁ। ବିଶେଷକରି ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ମିଥ୍ୟା ଖବର, ଘୃଣା, ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ସମ୍ବନ୍ଧୀୟ ଖବର ସମ୍ପର୍କରେ ଜାଣିବାକୁ ମିଳୁଛି। ତେଣୁ ଏଥିରେ…

କରୋନା ଚିକିତ୍ସା ପାଇଁ ୬ ଔଷଧ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ,୧୫।୭: ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିନାହିଁ। ଏଭଳି ସ୍ଥିତିରେ ଭାରତରେ କରୋନା ଚିକିତ୍ସା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬ ଔଷଧ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସିଟିକାଲ ଫାବିଫ୍ଲୁ ନାମରେ ଔଷଧ ଆଣିଛି। ବର୍ତ୍ତମାନ ଏହି ଔଷଧ ମୂଲ୍ୟରେ କମ୍ପାନୀ ୨୭% ହ୍ରାସ…

ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ପ୍ରତିଦିନ ପାହାଡ଼ ଉପରେ ବସୁଛନ୍ତି ଏହି ଛାତ୍ର

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କେତେକ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିଛି। ମାତ୍ର ଅନେକ ଛାତ୍ରଙ୍କୁ ଏହି ଅନ୍‌ଲାଇନ୍‌ କ୍ଲାସ୍‌ କରିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। କାରଣ ଶହରଠାରୁ…

ଇନ୍‌ଷ୍ଟାଗ୍ରାମ ପରେ ଏବେ ସ୍ନାପ୍‌ଚାର୍ଟ ଆଣିଲା ଟିକ୍‌ଟକ୍‌ ଭଳି ଫିଚର; ଏଭଳି କରିବ କାମ

ନୂଆଦିଲ୍ଲୀ,୧୫।୭: ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହୋଇଛି। ଏହାକୁ ନେଇ ଏବେ ଲଗାତାର ଭାବେ ଟିକ୍‌ଟକ୍‌ ଭଳି ସୁବିଧା ଥିବା ଆପ୍‌କୁ ଲଞ୍ଚ କରାଯାଉଛି। ଏହି ରେସ୍‌ରେ ବଡ଼ ବଡ଼ କମ୍ପାନୀ ସାମିଲ ହେଉଛନ୍ତି। ପ୍ରଥମେ ଫେସବୁକ୍‌ ଏବଂ ଗୁଗଲ ପରେ ଏବେ…

ଭଲ ଇଂରାଜୀ କହିଲେ ଚଳିବନି, ପ୍ରତିଶ୍ରୁତିବଦ୍ଧତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ଅଶୋକ ଗେହଲଟ୍‌

ଜୟପୁର,୧୫।୭: ରାଜସ୍ଥାନ ରାଜନୈତିକ ପାଣିପାଗ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ପଦରୁ ହଟାଇବାରେ ସକ୍ଷମ ହୋଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ସଚିନଙ୍କ ଉପରେ ବର୍ଷିଛନ୍ତି। ସଚିନ ବିଧାୟକଙ୍କୁ କିଣିନେବାକୁ ଚେଷ୍ଟା କରୁଛନ୍ତି ବୋଲି…

ସିବିଏସ୍‌ଇ ପରୀକ୍ଷା ଫଳାଫଳ ପ୍ରକାଶ: ଟପ୍‌ ତାଲିକାରେ ନାଲ୍‌କୋ ଛାତ୍ର

ବଅଁରପାଳ,୧୫ା୭(ଡି.ଏନ୍‌.ଏ.): କେନ୍ଦ୍ରୀୟ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ନାଲ୍‌କୋ ଡିପିଏସ୍‌ର ଛାତ୍ରୀଛାତ୍ର ବେଶ୍‌ ସଫଳତା ହାସଲ କରିଛନ୍ତି। ସ୍କୁଲରୁ ମୋଟ୍‌ ୧୭୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୭୦…

ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ଲିଭି ଯିବ ନେପାଳ

ନୂଆଦିଲ୍ଲୀ, ୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ମନ୍ତବ୍ୟ ନେଇ ବାବରୀ ମସଜିଦ୍‌ କମିଟି ସଦସ୍ୟ ଇକବାଲ୍‌ ଅନସାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ନେପାଳ ଲିଭି ଯିବ। ଓଲି ବୁଝି ବିଚାରି ମନ୍ତବ୍ୟ…

ଭିଡିଓ ଗେମ୍‌ ଖେଳିବା ପଡ଼ିଲା ମହଙ୍ଗା: ପାରାଲିସିସ୍‌ ହେଲା ବାଳକଙ୍କ ହାତ

କରୋନା ସଂକ୍ରମଣକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ସଂକ୍ରମଣକୁ ରୋକିବା ପାଇଁ ସବୁଆଡେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ଛୋଟ ପିଲାମାନେ ଘରେ ବସି ବସି ମୋବାଇଲ ଫୋନ୍‌ ଏବଂ କମ୍ପ୍ୟୁଟରରେ ଗେମ୍‌ ଖେଳିବାରେ ଅଧିକ ସମୟ ବିତାଉଛନ୍ତି।…

ପ୍ରତି ସେକେଣ୍ଡ୍‌ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି …

ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ (ଆର୍‌ଏଲ୍‌ଆଇ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ୱର ୧୦ ଧନୀ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି ପ୍ରତି ସେକେଣ୍ଡରେ ଖୁବ୍‌ ଦ୍ରୁତବେଗରେ ବୃଦ୍ଧି ପାଇଥିଲା। ତେବେ ଜାଣନ୍ତୁ କେତେ ବୃଦ୍ଧି ପାଇଥିଲା…

ଚାଇନାରୁ ଆମେରିକାରେ ପହଞ୍ଚିଲା ଏହି ରୋଗ, ଚିନ୍ତାରେ ବୈଜ୍ଞାନିକ

ନ୍ୟୁୟର୍କ,୧୫।୭:ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଏବେ ଚାଇନାରୁ ଆଉ ଏକ ରୋଗ ଆମେରିକା ମୁହାଁ ହୋଇଛି। ଆମେରିକାର କୋଲୋରାଡୋ ଏକ ଗୁଣ୍ଡୁଚି ମୂଷା ବ୍ୟୁବୋନିକ୍‌ ପ୍ଲେଗ୍‌ ରୋଗରେ ସଂକ୍ରମିତ ହୋଇଥିବା ଜଣାପଡିଛି। କରୋନା…

ମୋଦି-ଶାହା ଯୋଡ଼ିଙ୍କ ଚୌକା ଛକା: ୭ ବର୍ଷରେ ୭ ରାଜ୍ୟରେ ଅସମ୍ଭବ ହୋଇଛି ସମ୍ଭବ

ନୂଆଦିଲ୍ଲୀ, ୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଯୋଡ଼ି ବେଶ୍‌ ସଫଳ ରହିଛି। ୨୦୧୪ ଠାରୁ ଗତ ୭ ବର୍ଷ ମଧ୍ୟରେ ୭ ରାଜ୍ୟରେ ମୋଦି-ଶାହାଙ୍କ ଯୋଜନାବଦ୍ଧ ରଣନୀତି ଯୋଗୁ ଅସମ୍ଭବ ସମ୍ଭବ ହୋଇଛି। ମୋଦି-ଶାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri