Home

୧୪ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂଜାରି, ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହିତ ସ୍ଥାନେ ସ୍ଥାନେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ଏନେଇ ରାଜ୍ୟର ୧୪ ଜିଲାକୁ…

ଗରିବଙ୍କ ପେଟକୁ ଜୁଟୁନି ଦାନା: ଖତ ଖାଇଗଲା ୧୨୬୫ କ୍ୱିଣ୍ଟାଲ ଗହମ

ଭୋପାଳ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କାମଧନ୍ଧା ନ କରି ପାରି ଗରିବଙ୍କ ପେଟକୁ ଦାନା ଜୁଟୁନି। ଏପରିସ୍ଥଳେ ପ୍ରଶାସନର ଅବହେଳା ଯୋଗୁ ମଧ୍ୟପ୍ରଦେଶରେ ୧୨୬୫ କ୍ୱିଣ୍ଟାଲ ଗହମ ଖତ ଖାଇଯାଇଛି। ଏଭଳି ଘଟଣା କାନଓ୍ବନରେ…

ଏହି ଅଭିନେତ୍ରୀ କରୋନା ପଜିଟିଭ: ହସ୍ପିଟାଲରେ ଭର୍ତ୍ତି

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟୁଇଟରରେ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ତାଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଥିସହ…

ଅଣ୍ଟା ଭିଡ଼ିଲେ ଗାଁ ଲୋକେ: ୫୦ ଟ୍ରାକ୍ଟରରେ ଚାଷକଲେ ୨୫୦ ବିଘା ଜମି

ଯୋଧପୁର, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ରାଜସ୍ଥାନ ଯୋଧପୁରରେ ଗାଈଗୋରୁଙ୍କ ଖାଇବା ପାଇଁ ଘାସର ଅଭାବ ଦେଖାଦେଇଛି। ତେବେ ଏହାର ସମାଧାନ ଲାଗି ସ୍ଥାନୀୟ ରାୟମଲଓ୍ବାଡା ଗାଁର ବାସିନ୍ଦା ଅଣ୍ଟା ଭିଡ଼ିଛନ୍ତି। ସେମାନେ ଗାଁର…

ମୃତବ୍ୟକ୍ତିର ଫଟୋ ନେଉଥିଲେ ଫଟୋଗ୍ରାଫର, ତା’ପରେ ଏମିତି ଘଟିଲା

ଥିରୁଭାନନ୍ତପୁରମ୍‌,୧୫।୭:କେରଳର ଏର୍ନାକୁଲମ ଜିଲାରେ ଏକ ହସ୍ପିଟାଲ ବାହାରେ ପୋଷ୍ଟମର୍ଟମ ପାଇଁ ରଖାଯାଇଥିବା ମୃତବ୍ୟକ୍ତିର ଫଟୋ ନେଉଥିଲେ ଜଣେ ଫଟୋଗ୍ରାଫର। ଅଚାନକ ଏକ ସ୍ବର ଆସିଥିଲା। ଫଟୋଗ୍ରାଫର ଜଣଙ୍କୁ ସନ୍ଦେହ ହେବାରୁ ସେ ମୃତବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। ତାଙ୍କ ମୁହଁରୁ ଧୀର ସ୍ବର…

ଅମିତାଭ ବଚ୍ଚନ ପରିବାର ସଦସ୍ୟଙ୍କ ଆରୋଗ୍ୟ କାମନା ପାଇଁ ପେଣ୍ଟିଂ

ମୁମ୍ବାଇ, ୧୫।୭: ବିଗ୍‌ ବି ଅମିତାଭ ବଚ୍ଚନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣି ଆରାଧ୍ୟଙ୍କଠାରେ ମଧ୍ୟ କରୋନା ଲକ୍ଷଣ ପ୍ରକାଶ ପାଇଛି।…

କରୋନା ନେଲା ଆଉ ୩ ଜୀବନ: ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ୩…

ପରୀକ୍ଷାରେ ରଖିଥିଲେ ମାତ୍ର ପାସ୍‌ ନମ୍ବର, ହେଲେ ଆଇଏଏସ୍‌

ଏବେ ଫଳାଫଳର ଋତୁ ଆସିଯାଇଛି। ବିଭିନ୍ନ ପରୀକ୍ଷାର ଫଳାଫଳ ଧୀରେ ଧୀରେ ପ୍ରକାଶିତ ହେଉଛି। ସାଧାରଣତଃ ପରୀକ୍ଷାରେ ପିଲା କମ୍‌ ମାର୍କ ରଖିଲେ ଭାଙ୍ଗିପଡନ୍ତି। ଯେମିତି ସ୍ବପ୍ନ ଚୁରମାର ହୋଇଗଲା ଭଳି ଲାଗେ। ଏଭଳି ଛାତ୍ରୀଛାତ୍ରଙ୍କୁ ଆଶ୍ୱାସନା ଦେବା ପାଇଁ ଆଗେଇ…

CORONAVIRUS UPDATE: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୧୮କରୋନା ପଜିଟିଭ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଲା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୮୯୮ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…

ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ପ୍ରତିଦିନ ପାହାଡ଼ ଚଢ଼ା

ଜୟପୁର, ୧୫।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଯାଇଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ କ୍ଲାସ୍‌ କରୁଛନ୍ତି। ତେବେ ଏଥିରେ ନେଟଓ୍ବାର୍କ ସମସ୍ୟା ବାଧା ସୃଷ୍ଟି କରୁଛି। ରାଜସ୍ଥାନରେ ଛାତ୍ରୀଛାତ୍ର ନେଟ୍‌ଓ୍ବାର୍କ…

ହନିମୁନ୍‌ ପାଇଁ ସାଇତି ରଖିଥିଲେ ୫ ଲକ୍ଷ ଟଙ୍କା, ଖେଳ ସବୁ ବିଗାଡି ଦେଲା

ଆଜିକାଲି ଗେମ୍‌ ନିଶାରେ ଉବୁଟୁବୁ ହେଉଛନ୍ତି ଯୁବପିଢି। ଥରେ ଏହି ଗେମ୍‌ ନିଶାରେ ପଡିଲେ ତାକୁ ଛାଡିବା ବେଶ୍‌ କଷ୍ଟକର ହୋଇପଡେ। ନୂଆ ନୂଆ ପ୍ରକାରର ଗେମ୍‌ ଖେଳିବା ପାଇଁ ଯୁବପିଢି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି। ଏହାର ସଦ୍ୟତମ…

ଭୂତାଣୁମୁକ୍ତ ହେବ ରେଳଯାତ୍ରା

ଭୁବନେଶ୍ୱର,୧୫ା୭(ବ୍ୟୁରୋ): କରୋନା ବିରୋଧରେ ଲଢେଇକୁ ସୁଦୃଢ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳପଥ। ପ୍ରଥମେ ଆଇସୋଲେଶନ କୋଚ୍‌, ଏବେ ପୋଷ୍ଟ୍‌ କୋଭିଡ୍‌-୧୯ କୋଚ୍‌ ପ୍ରସ୍ତୁତ କରିଛି ରେଲ୍‌ଓ୍ବେ। ଏଥିରେ ଟଚ୍‌ ଫ୍ରି ଉପକରଣ ସହ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ରହିଛି। କପର-କୋଟେଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri