ହିରୋ ଏକ୍ସଟ୍ରିମ୍‌ ୧୬୦-ଆର୍‌ ବଜାର ପ୍ରବେଶ

ଢେଙ୍କାନାଳ ଅଫିସ,୧୧ା୮
ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ଥିବା ସୋମ୍‌ ଅଟୋରେ ସୋମବାର ମଧ୍ୟାହ୍ନରେ ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ ହିରୋ ଏକ୍ସଟ୍ରିମ୍‌ ୧୬୦-ଆର୍‌ ବାଇକ୍‌ର ବଜାର ପ୍ରବେଶ ହୋଇଛି। ସୋମ୍‌ ଅଟୋର ସ୍ବତ୍ୱାଧିକାରୀ ହର୍ଷବର୍ଦ୍ଧନ ସିଂହଦେଓ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ। ନୂଆ ଲୁକ୍‌, ଅତ୍ୟାଧୁନିକ ଇଞ୍ଜିନ ସହିତ ଆସିଥିବା ଏହି ବହୁ ପ୍ରତୀକ୍ଷିତ ମଡେଲ ସମସ୍ତ ଶ୍ରେଣୀର ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ସ୍ବତ୍ୱାଧିକାରୀ ସିଂହଦେଓ କହିଥିଲେ। ଗାଡିର ବୈଶିଷ୍ଟ୍ୟ ଓ ଉପାଦେୟତା ବିଷୟରେ ଶୋ’ରୁମ ମ୍ୟାନେଜର ଚନ୍ଦନ ନନ୍ଦ ସୂଚନା ଦେଇଥିଲେ। ଏହି ଅବସରରେ କମ୍ପାନୀର ସିନିୟର ମ୍ୟାନେଜର, ଟେରିଟୋରି ସେଲ୍ସ ମ୍ୟାନେଜରଙ୍କ ସମେତ ଶୋ’ରୁମ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ଲିକ୍‌ ଘଟଣାରେ ଆର୍‌ଏସ୍‌ପିକୁ ଏନ୍‌ଜିଟିର ନୋଟିସ୍‌

ରାଉରକେଲା ଅଫିସ,୧୨ା୧: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)କୁ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନୋଟିସ୍‌ ଜାରି କରିଛି। ଗ୍ୟାସ ନିର୍ଗତ ହେବା ଯୋଗୁ ପରିବେଶ ପ୍ରଦୂଷଣ ପ୍ରସଙ୍ଗରେ ଏନ୍‌ଜିଟି...

ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ପାଞ୍ଚ ହଜାର କାର୍ଯ୍ୟକର୍ତ୍ତା

କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୋଦି ସରକାରଙ୍କ ଦିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଶାସନର ସଫଳତା ଓ ଯୋଜନା ସମ୍ପର୍କରେ ଆସନ୍ତା ୮...

ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୫।୩-ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଏବଂ ମମତା ଯୋଜନା କାର୍ଯ୍ୟାନ୍ବୟନରେ ସଫଳତା ପାଇଁ ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ ଜିଲା। ମାର୍ଚ୍ଚ...

ଟ୍ରେନ୍‌ରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରୂପ୍‌ସା, ୩ା୧(ଡି.ଏନ୍‌.ଏ.): ଜିଆର୍‌ପି ପୋଲିସ ବାଲେଶ୍ୱର ରେଳଷ୍ଟେଶନରେ ଶୁକ୍ରବାର ଡାଉନ୍‌ ହାଓ୍ବଡ଼ା-ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍‌ରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ବୟସ ୬୫...

ଜୁଲାଇ ଶେଷରେ ମାଟ୍ରିକ୍‌ ପରୀକ୍ଷା ଫଳ

କଟକ ଅଫିସ,୩୦।୬: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜୁନ ୩୦ରେ ଖାତାଦେଖା ଶେଷ ହେବ...

ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ପାରଳାଖେମୁଣ୍ଡି,୯ା୪(ସ୍ବ.ପ୍ର.): ଗଜପତି ଜିଲା ରାମଗିରି ନିର୍ବାଚନମଣ୍ଡଳୀ (୨୦୦୯ ପୂର୍ବର)ର ପୂର୍ବତନ ବିଧାୟକ ଭରତ ପାଇକ (୬୧)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ...

ଏସ୍‌ସିବି: ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ ଅଫିସ,୨ା୧୧: କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣେ ଡେଙ୍ଗୁ ରୋଗୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ତାଙ୍କ ଘର କୁଜଙ୍ଗ ଅଞ୍ଚଳରେ ବୋଲି ଜଣାପଡିଛି।...

ଏସବୁ ଜିଲାରୁ ଭୁବନେଶ୍ୱର ଆସିଲେ ୧୪ ଦିନ କ୍ୱାରାଣ୍ଟାଇନ

ଭୁବନେଶ୍ୱର,୨୬।୬(ବ୍ୟୁରୋ)-ଏଣିକି ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି, ଯାଜପୁର ଜିଲାରୁ ଭୁବନେଶ୍ୱର ବସ୍ତି ଅଞ୍ଚଳକୁ ଆସିଲେ ୧୪ ଦିନ ସରାକରୀ କ୍ୱାରାଣ୍ଟାଇନ ରହିବାକୁ ପଡ଼ିବ। କରୋନା ସଂକ୍ରମଣକୁ...

Play 250+ Trending Games
Archives

Model This Week

Why Dharitri