Home

୧୦୩ ବର୍ଷରେ ହାତରେ ପ୍ରଥମ ଟାଟୁ କଲେ ଏହି ମହିଳା

୧୦୩ ବର୍ଷୀୟା ଜଣେ ମହିଳା ହାତରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାରେ ରହୁଥିବା ଡୋରଥି ପଲକ ନାମକ ଏହି ମହିଳା ଜଣଙ୍କ ହାତରେ ବେଙ୍ଗ ଟାଟୁ କରିଛନ୍ତି। କରୋନା ଯୋଗୁ ସେ ମିଶିଗନସ୍ଥିତ ଏକ ହସ୍ପିଟାଲରେ ଆଇସୋଲେଟ୍‌ ଥିଲେ। ସେଠାରେୁ…

ରୁଷିଆ ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଗଲା ପ୍ରଥମ କରୋନା ଟିକା

ମସ୍କୋ,୧୧।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଙ୍ଗଳବାର କହିଛନ୍ତି ଦେଶରେ ପ୍ରସ୍ତୁତ କରାଯାଇଥିବା କରୋନା ଭାଇରସର ପ୍ରଥମ ଭ୍ୟାକ୍ସିନକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ତେବେ ଏହାର ପ୍ରଥମ ଟିକା ତାଙ୍କ ଝିଅଙ୍କୁ ଦିଆଯାଇ ସାରିଛି ବୋଲି ସେ କହିଛନ୍ତି।…

ଡଙ୍ଗାରେ ବର ପାଣିରେ ବରଯାତ୍ରୀ: ବନ୍ୟା ବିଭିଷୀକାରେ ହେଉଛି ଏଭଳି ବିବାହ

ପାଟନା,୧୧।୮: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ବିହାର ଏହି ସମୟରେ ବନ୍ୟା ଘେରରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକଙ୍କୁ…

ସେପ୍ଟେମ୍ବରରେ ବି ଖୋଲିବନି ସ୍କୁଲ: ୫୮ ପ୍ରତିଶତ ଅଭିଭାବକ ଅରାଜି !

ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଲକ୍‌ ଡାଉନ୍‌ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଅନ୍‌ଲକ୍‌ର ତୃତୀୟ ପର୍ଯ୍ୟାୟରେ କେତେକ ବ୍ୟବସାୟିକ ଅନୁଷ୍ଠାନ ଖୋଲଯାଇଥିଲେ ମଧ୍ୟ ସ୍କୁଲ କଲେଜ ପୂର୍ବପରି ବନ୍ଦ ରହିଛି।…

ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ସୌମ୍ୟରଞ୍ଜନ ଟୁଇଟ୍‌କରି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆଜି କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ମୁଁ ସୁସ୍ଥ ଅଛି।…

ମୂଲ୍ୟବାନ ଜିନିଷ ପରିବର୍ତ୍ତେ ଚୋରି ହେଉଛି ଗୋବର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚୋରି ବିଷୟରେ ଆମେ ଅନେକ ଖବର ଶୁଣିଛୁ। ଚୋରମାନେ ବିଶେକରି ସୁନା, ରୂପା ଅଳଙ୍କାର ଅବା ମୂଲ୍ୟବାନ ଜିନିଷ ଚୋରିକରି ନେଇଥାନ୍ତି। ତେଣୁ ଏପରି ଜିନିଷକୁ ଲୋକମାନେ ଲୁଚାଇ ରଖିଥାନ୍ତି। ହେଲେ ଛତିଶଗଡ଼ର କୋରିଆ ଜିଲାରୁ ଏକ ଭିନ୍ନ ଜିନିଷ ଚୋରି…

ଇଡି ଅଫିସ୍‌ରେ ସୁଶାନ୍ତଙ୍କ ଭଉଣୀ

ମୁମ୍ବାଇ,୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ସିବିଆଇ ଯାଞ୍ଚ କରୁଛି। ସୋମବାର ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ସମେତ ତାଙ୍କ ଭାଇ ଓ ପିତାଙ୍କୁ ୧୦ ଘଣ୍ଟା ଧରି ଇଡି ଜେରା…

ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା: ଚରମ ପଦକ୍ଷେପ ନେଲେ ଏହି ଖେଳାଳି

ଜାମସେଦ୍‌ପୁର,୧୧।୮: ନବବିବାହିତ ସ୍ତ୍ରୀଙ୍କ ସହ ଝଗଡା ହେବାରୁ ଜଣେ ଜାତୀୟସ୍ତରର ହ୍ୟାଣ୍ଡବଲ ଖେଳାଳି ବ୍ୟକ୍ତିଗତ ରିଭଲଭର ସାହାଯ୍ୟରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ଜାମସେଦପୁରର ଗୋଲମୁରୀରେ ସହକାରୀ ସବ ଇନ୍ସପେକ୍ଟର ତରୁଣ ପାଣ୍ଡେ କ୍ରୀଡା କୋଟା ଅଧୀନରେ ପୋଲିସରେ ଚାକିରି ପାଇଥିଲେ।…

ଖୋଲିଲା ସ୍କୁଲ: ଏପରି ପଢ଼ୁଛନ୍ତି ପିଲାମାନେ, ଗୋଟିଏ ବି ଆସୁନି କରୋନା ମାମଲା

ବ୍ୟାଙ୍କକ, ୧୧।୮:କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ…

କରୋନା ଟୀକା ନେଲେ ଆସିବ ପ୍ରବଳ ଜ୍ୱର: ବୁଧବାର ମିଳିବ ମଞ୍ଜୁରୀ

ମସ୍କୋ/ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବୁଧବାର ରୁଷ୍‌ରେ କରୋନା ଟୀକା ‘ଗାମ୍‌-କୋଭିଡ୍‌-ଭ୍ୟାକ୍‌-ଲୟୋ’କୁ ଟୀକାକୁ ମଞ୍ଜୁରୀ ମିଳିବ। ଏହା ପରେ ଟୀକାକୁ ସର୍ବ ସାଧାରଣଙ୍କ ପାଇଁ ବ୍ୟବହାର କରାଯିବ। ଏହାକୁ ରୁଷ୍‌ର ରକ୍ଷା ମନ୍ତ୍ରଣାଳୟ…

ଖୁଣ୍ଟରେ ଚଢି ବିଦ୍ୟୁତ୍‌ ତାର ସଜାଡୁଛନ୍ତି ମହିଳା, ଲୋକଙ୍କ ସମାଲୋଚନାର ଶିକାର

କୌଣସି ମହିଳାଙ୍କୁ କେବେ ଖୁଣ୍ଟରେ ଚଢି ବିଦ୍ୟୁତ୍‌ ତାର ସଜାଡୁଥିବା ଦେଖିଛନ୍ତି କି? ହୁଏତ ଦେଖି ନ ଥିବେ। ମହାରାଷ୍ଟ୍ରରେ ଜଣେ ମହିଳା ଏଭଳି କାମ କରୁଥିବା ଦେଖାଯାଇଛି। ଏବେ ମହିଳାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବାପାଙ୍କ ସମ୍ପତ୍ତିରେ ଝିଅର ସମାନ ଅଧିକାର

ନୂଆଦିଲ୍ଲୀ,୧୧।୮: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ଝିଅମାନଙ୍କର ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି। ଉତ୍ତରାଧିକାର ଅଧିନିୟମ ୨୦୦୫ରେ ସଂଶୋଧନ ନିୟମରେ ଏହା ସ୍ପଷ୍ଟ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରାଙ୍କ ଏକ ଖଣ୍ଡପୀଠ। କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?