ଦୌଡରେ ସାମିଲ ହେଲେ ୫୦ ହାତୀ: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ହାତୀପଲ ଦୌଡରେ ସାମିଲ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,…
ପ୍ରକାଶ ପାଇଲା ଫୋର୍ବସ ତାଲିକା: ସର୍ବାଧିକ ଆୟରେ ଏହି ଭାରତୀୟ ଅଭିନେତା ସାମିଲ
ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବେଶ୍ ଦବ୍ଦବା ରହିଛି। ତାଙ୍କ ଆକ୍ସନ ଓ ଅଭିନୟର ଜାଦୁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଛି। ଅକ୍ଷୟ ବଲିଉଡ୍ରେ ଗୋଟିଏ ପରେ ଗୋଟିଏ ସୁପରହିଟ୍…
ବୈଠକ ସାରି ଫେରିଲେ ସିଂହପଲ: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମଣିଷ ସମୁଦ୍ର ମଝିରେ ଯୋଗ କରୁଛି ତ ଆଉ କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି। ସିଂହପଲ ବର୍ତ୍ତମାନ ବୈଠକ ସାରି ଫେରୁଥିବା ଏକ ଭିଡିଓ ସୋସିଆଲ…
ନଭେମ୍ବରରେ ଭାରତରେ କରୋନା ଟିକା ଦେବ ରୁଷିଆ
ମସ୍କୋ,୧୨ା୮: କରୋନା ଭୂତାଣୁ ପାଇଁ ଏକ ସଫଳ ଟିକା ପ୍ରସ୍ତୁତ କରିଥିବା ରୁଷିଆ ମଙ୍ଗଳବାର ଘୋଷଣା କରିଛି। ଏହି ଟିକା ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଉଥିବା ଗୋଷ୍ଠୀର ମୁଖ୍ୟ କିରିଲ ଡିମିଟ୍ରିଏଭ୍ କହିଛନ୍ତି ଯେ ନଭେମ୍ବର ସୁଦ୍ଧା ରୁଷିଆ ଅନ୍ୟ ଦେଶକୁ…
ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ: କେନ୍ଦୁଝରରେ ପାସ୍ ହାର ରହିଛି…
କେନ୍ଦୁଝର,୧୨ା୮(ସ୍ବ.ପ୍ର.) : ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ୍ ହାର ୫୩.୨୯ ପ୍ରତିଶତ ରହିଥିବା ଜଣାପଡ଼ିଛିି। ପ୍ରଥମ ଶ୍ରେଣୀରେ ୩୧୧ ଜଣ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫୦୯ ଜଣ ଓ…
ଦର୍ଶକଙ୍କ ଆକ୍ରୋଶର ଶିକାର ହେଲା ‘ସଡକ୍-୨’ ଟ୍ରେଲର୍: ନାପସନ୍ଦ ଭିଡିଓରେ କଲା ରେକର୍ଡ
ବମ୍ବେ: ରିଲିଜ ହୋଇଛି ମହେଶ ଭଟ୍ଟ ନିର୍ଦ୍ଦେଶିତ ଫିଲ୍ମ ‘ସଡକ୍-୨’ର ଟ୍ରେଲର୍। ୟୁଟ୍ୟୁବ୍ରେ ପାଞ୍ଚ ଘଣ୍ଟାରେ ଟ୍ରେଲରକୁ ୮୭ହଜାର ଲୋକ ପସନ୍ଦ କରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ନାପସନ୍ଦ କରିଛନ୍ତି। ଫଳରେ ଫିଲ୍ମଟି ନେପୋଟିଜିମ୍ ଏବଂ ସୁଶାନ୍ତଙ୍କ ମୃତ୍ୟୁ…
କରୋନା ସଂକ୍ରମଣରୁ ରକ୍ଷା କରିବ ଏହି ଭିଟାମିନ୍
ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇବାରେ ଲାଗିଛି। ଏହାକୁ ନେଇ ଅନେକ ଗବେଷଣା ଚାଲୁ ରହିଛି। କେତେକ ଅନୁସନ୍ଧାନରୁ ସମାନ କଥା ଜାଣିବାକୁ ମିଳିଛି। କରୋନା ଭୂତାଣୁ ରୋକିବାରେ ଭିଟାମିନ ‘ଡି’ ଅତ୍ୟନ୍ତ ପ୍ରଭାବଶାଳୀ। ଟ୍ରିନିଟି କଲେଜ ଡବଲିନ ବିଶେଷଜ୍ଞମାନେ…
ବର୍ଷାରେ ୭ ଘଣ୍ଟା ଧରି ଛିଡ଼ାହୋଇ ଗାଡ଼ିକୁ ବାଟ କଡ଼ାଇଲେ ଏହି ମହିଳା: ମୁମ୍ବାଇବାସୀ କରୁଛନ୍ତି ସାଲ୍ୟୁଟ୍
ଚଳିତ ବର୍ଷ ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ମୁମ୍ବାଇ। ବିଶେଷକରି ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସବୁ ମଧ୍ୟରେ ମାଟ୍ଟୁଙ୍ଗା ଅଞ୍ଚଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି…
ପୁଣି ମା’ ହେବାକୁ ଯାଉଛନ୍ତି ବେବୋ!
ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ ଅଲୀ ଖାଁ ଓ କରୀନା କପୁର ଖାଁଙ୍କ ପରିବାରରେ ଖୁବ୍ଶୀଘ୍ର ଆଉ ଜଣେ କୁନି ଅତିଥି ଆସିଥିବାକୁ ଯାଉଛି। ଅର୍ଥାତ୍ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବିଶ୍ୱାସ ହେଉ ନ ଥିଲେ ବି…
ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବି-ଟାଉନ୍ର ଏହି ଅଭିନେତ୍ରୀ
ବମ୍ବେ: ପୁଣିଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍ର ବେବୋ ଓରଫ କରିନା କପୁର ଖାନ୍। ତୈମୁରଙ୍କ ପରେ ଦ୍ୱିତୀୟ ସନ୍ତାନ ହେବାକୁ ଯାଉଥିବା ନେଇ ସେ ପ୍ରଶଂସକମାନଙ୍କୁ ଖୁସି ଖବର ଜଣାଇଛନ୍ତି। ଆମ ଘରକୁ ନୂଆ ସଦସ୍ୟ ଆସିବାକୁ ଯାଉଛି। ସମସ୍ତ…
ଜାଣନ୍ତୁ କେଉଁମାନଙ୍କୁ ଦିଆଯିବ ନାହିଁ ରୁଷିଆ ଟିକା
ମସ୍କୋ,୧୨ା୮: ୧୮ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ ଲୋକଙ୍କୁ ରୁଷିଆର କରୋନା ଟିକା ପ୍ରୟୋଗ କରିବାକୁ ଅନୁମତି ଦିଆଯାଇ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ମଧ୍ୟ ଟିକାକରଣ କରାଯିବ ନାହିଁ। ତେବେ…
ମୁକେଶ ଅମ୍ବାନୀ ସ୍ତ୍ରୀ ନୀତାଙ୍କୁ ଜନ୍ମଦିନରେ ଦେଇଥିଲେ ଏହି ଉପହାର: ଦାମ୍ ଜାଣିଲେ ହେବେ ଚକିତ
ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତରେ ଏହି ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ମୁକେଶଙ୍କ ପାଖରେ ଅନେକ ମହଙ୍ଗା ଜିନିଷ ରହିଛି, ଯାହାର କଳ୍ପନା ମଧ୍ୟ ସାଧାରଣ…

