ପୁଣି ମା’ ହେବାକୁ ଯାଉଛନ୍ତି ବେବୋ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲୀ ଖାଁ ଓ କରୀନା କପୁର ଖାଁଙ୍କ ପରିବାରରେ ଖୁବ୍‌ଶୀଘ୍ର ଆଉ ଜଣେ କୁନି ଅତିଥି ଆସିଥିବାକୁ ଯାଉଛି। ଅର୍ଥାତ୍‌ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବିଶ୍ୱାସ ହେଉ ନ ଥିଲେ ବି କଥାଟି ସତ। ପୂର୍ବରୁ ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ସୈଫ ଔପଚାରିକ ଭାବେ ଏହାକୁ ଘୋଷଣା କରିଛନ୍ତି। ବୁଧବାର ଝିଅ ସାରା ଅଲୀ ଖାଁ ଜନ୍ମଦିନ ଅବସରରେ କରୀନା ଗର୍ଭବତୀ ଥିବା ନେଇ ସୈଫ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକ ସୈଫିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ସୈଫିନାଙ୍କ ଏକ ପୁତ୍ର ସନ୍ତାନ ଅଛନ୍ତି। ତୈମୁର ଅଲୀ ଖାଁ ବେଶ୍‌ କ୍ୟୁଟ ନଜର ଆସୁଥିବା ବେଳେ ଘରେ ସମସ୍ତଙ୍କର ପ୍ରିୟ ଅଟନ୍ତି। ସବୁ ଷ୍ଟାରକିଡ୍ସଙ୍କ ମଧ୍ୟରୁ ସୋସିଆଲ ମିଡିଆରେ ତୈମୁର ଅଧିକ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ କରୋନା ଲକ୍‌ଡାଉନ ଯୋଗୁ କରୀନା ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥିବା ବେଳେ ପ୍ରାୟ ସମୟରେ ସେ ସୈଫ ଓ ତୈମୁରଙ୍କ ସହ ଫଟୋ ଶେୟାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନି@୬୩: ଆଜି ବି ଦର୍ଶକଙ୍କ ପାଇଁ ଅଭୁଲା ତାଙ୍କ ଡାଏଲଗ୍‌

ନିଜର ଆକ୍ସନ୍‌ ଅନ୍ଦାଜ, ଡାଏଲଗ୍‌ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିବା ଅନ୍ୟତମ ବଲିଉଡ୍‌ ଅଭିନେତା ହେଉଛନ୍ତି ସନି ଦେଓଲ। ଅକ୍ଟୋବର ୧୯ରେ...

ପରିନ୍ଦା ଫିଲ୍ମରେ ଅନୀଲଙ୍କୁ ୧୭ ଥର ଚଟକଣି ମାରିଥିଲେ ଜ୍ୟାକି

ମୁମ୍ବାଇ, ୧।୨: ଜଗୁ ଦାଦାରୁ ବଲିଉଡ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫଙ୍କୁ ସୋମବାର ୬୪ ବର୍ଷ ପୂରଣ ହୋଇଛି। ସେ ୬୫ ବର୍ଷରେ ପାଦ ଦେଇଛନ୍ତି।...

ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ହିମାଂଶ କୋହଲିଙ୍କ ଆଜି ହେଉଛି ୩୨ ତମ ଜନ୍ମଦିନ। ୧୯୮୯ ମସିହା ନଭେମ୍ବର ୩ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଆଜିର ଏହି...

‘କାନ୍ତାରା-୨’ରେ ନଜର ଆସିବେ କି ଉର୍ବଶୀ? ଜାଣନ୍ତୁ କ’ଣ କହିଲେ ରିଷଭ ଶେଟ୍ଟୀ

ମୁମ୍ବାଇ: ଅଭିନେତା-ନିର୍ଦ୍ଦେଶକ ରିଷଭ ଶେଟ୍ଟୀଙ୍କ ଚଳଚ୍ଚିତ୍ର ‘କାନ୍ତାରା’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରର ସଫଳତା ପରେ ରିଷବ ଶେଟ୍ଟୀ ପାନ ଇଣ୍ଡିଆ ମାନ୍ୟତା...

ହଲିଉଡ୍‌ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଜିନତ୍‌

ବଲିଉଡ୍‌ କଳାକାର ଇରଫାନ୍‌ ଖାନ୍‌, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ ହଲିଉଡ୍‌ ଫିଲ୍ମରେ କାମ କରିସାରିଛନ୍ତି। ପୂର୍ବରୁ ମଧ୍ୟ ବଲିଉଡ୍‌ର ହିଟ୍‌ ଯୋଡି ଜିନତ୍‌...

ଝିଅ ପାଇଁ ପୁଣି ଏକାଠି ହେଲେ ଚାରୁ-ରାଜୀବ

ବମ୍ବେ: ଅଲଗା ହେବାକୁ ଯାଉଛନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ହେଲେ ଗୋଟିଏ ସୁତା ତାଙ୍କ...

ମାଧୁରୀଙ୍କୁ ନିଜ ବେଡ୍‌ରୁମ୍‌କୁ ନେବାକୁ ଚାହୁଁଛନ୍ତି ୧୭ ବର୍ଷର ସାନ ଏହି ଅଭିନେତା

ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ସମଗ୍ର ବିଶ୍ୱରେ ଲକ୍ଷରେ ନୁହେଁ, କୋଟିରେ ପ୍ରଶଂସକ ରହିଛନ୍ତି।...

ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ୧୦ ବର୍ଷ ପରେ ବିବାହ ବନ୍ଧନରେ ଏହି ବ୍ୟାଡ୍‌ମିଣ୍ଟନ ତାରକା, ତାମିଲ ଅଭିନେତାଙ୍କ…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତର ଜଣେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ୱାଲା ଗୁଟ୍ଟା। ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ପଦକ...

Advertisement
Archives

Model This Week